ଆମ ଜିଲା ଖବର

ମାଛକୁଣ୍ଡ ଟିପି ଡ୍ୟାମ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ

କୋରାପୁଟ, ୨୬।୨(ସ୍ବ.ପ୍ର.): କୋରାପୁଟ ଜିଲାର ଅନକାଡେଲିସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଟିପି ଡ୍ୟାମରେ ଗଛ ଗଣ୍ଡି ଓ ଡାଳ ଲାଗି ଗେଟ୍‌ ପ୍ରଭାବିତ ହୋଇଛି। ଏଥିଯୋଗୁ ପ୍ରକଳ୍ପର ବିଦ୍ୟୁତ୍‌ ଉପତ୍ାଦନ ବନ୍ଦ ରହିଥିବା ଅଧୀକ୍ଷଣ ଯନ୍ତ୍ରୀ କେ.ଭି. ନାଗେଶ୍ୱର ରାଓ…

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା

ଭବାନୀପାଟଣା,୨୬।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ତ୍ରିକୋଣୀୟ ପ୍ରେମରୁ କଲେଜ ଛାତ୍ର ଦିଲୀପ ବାଗ (୧୭) ହତ୍ୟା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତ ମୋହନ ମାଝି, ଅବତାର ମାଝି, ଚନ୍ଦ୍ର ମାଝିଙ୍କୁ ପୋଲିସ ଗିରଫ କରି…

ସମ୍ବଲପୁରରେ ବିସିଆଇ ଟିମ୍‌

ସମ୍ବଲପୁର,୨୬।୨(ବ୍ୟୁରୋ): ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରଠାରେ ଜିଲା ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇଥିଲା। ଏହି ଘଟଣାରେ ସୁପ୍ରିମ୍‌କୋର୍ଟ କ୍ଷୋଭ ପ୍ରକାଶ କରି ୫୪ ଜଣ ଓକିଲଙ୍କ ଲାଇସେନ୍ସ ୧୮…

ଦେଢ଼କୋଟି ଟପିଲା ବେପାର

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ଜିଲା ପ୍ରଶାସନ, ଓର୍‌ମାସ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ୫ଦିନ ଧରି ଚାଲିଥିବା ଜିଲାସ୍ତରୀୟ ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାର ଉଦ୍‌ଯାପନୀ ଦିବସ ଗଞ୍ଜାମର ପ୍ରସିଦ୍ଧ ଲୋକକଳା ନରେନ୍ଦ୍ରପୁରର ଯୋଡ଼ିଶଙ୍ଖରୁ ଆରମ୍ଭ…

ଜବତ ଡାଏରିର ଫରେନସିକ ରିପୋର୍ଟ ନେଲା ପୋଲିସ

ଖୁଣ୍ଟୁଣୀ,୨୬।୨(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ବରିଷ୍ଠ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମତ୍ୟୁ ଘଟଣାକୁ ଇତି ମଧ୍ୟରେ ୪୨ଦିନ ବିତିଗଲାଣି। ତଥାପି ମୃତ୍ୟୁର କାରଣ ରହସ୍ୟ ଏଯାବତ ଜଣାପଡ଼ି ନାହିଁ। ତେବେ ଗୁରୁଡ଼ିଝାଟିଆ ପୋଲିସକୁ ଗତ ମାସ ୧୭ ତାରିଖରେ କେବଳ ଶବ ବ୍ୟବଚ୍ଛେଦ…

ଟ୍ରାଇଆଥ୍ଲୋନ ସୁଇମିଂରେ ପ୍ରତିଯୋଗୀଙ୍କ ମୃତ୍ୟୁ

କୋଣାର୍କ୨୬।୨(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାମାର୍ଗ ନିକଟ ରାମଚଣ୍ଡୀ ପୀଠରେ ରାଜସ୍ଥାନର ହରକ୍ୟୁଲିନ୍‌ ପକ୍ଷରୁ ଟ୍ରାଇଆଥ୍ଲୋନର ଶନିବାର ସୁଇମିଂ ପ୍ରତିଯୋଗିତା ଚାଲିଥିବାବେଳେ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜସ୍ଥାନ ଯୋଧପୁର ଅଞ୍ଚଳର ନୀତିନ ସୋନି(୪୨)। ସେ ଆର୍ମିର ଜଣେ ମେଜର ଥିବାବେଳେ…

୪ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ

ବାଲେଶ୍ୱର ଅଫିସ, ୨୬।୨: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଇ ଗିରଫ ହୋଇଥିବା ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କୁ ପୋଲିସ ୪ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ…

ଘରୋଇ କଲେଜ ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଗୁମୁରାରେ ଥିବା ଏକ ଘରୋଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରୁ ଶୁକ୍ରବାର ୪ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏନେଇ ସେମାନଙ୍କ ପରିବାର ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।…

ସ୍ଥିତି ଅନୁଧ୍ୟାନକଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ନବରଙ୍ଗପୁର,୨୬।୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ହାତିଗାଁ ପଞ୍ଚାୟତ ଖାଲେପାରାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଚନ୍ଦନ ମଲ୍ଲିକଙ୍କୁ ହତ୍ୟା ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ନବରଙ୍ଗପୁର ଏସ୍‌ପି…

ବରଯାତ୍ରୀଙ୍କ ଉପରେ କାର୍‌ ମାଡ଼ିଗଲା: ଜଣେ ମୃତ,୧୧ ଆହତ

ଖପ୍ରାଖୋଲ,୨୬।୨(ଡି.ଏନ୍‌.ଏ.): ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା ବର ବାହାରି କନ୍ୟାଘରକୁ ଯିବା ପାଇଁ ଆୟୋଜନ ଚାଲିଥିଲା ା ଡିଜେ ଓ ବାଜାର ତାଳେ ତାଳେ ବରଯାତ୍ରୀ ଦଳ ନାଚରେ ମସ୍‌ଗୁଲ ଥିଲେ ା ଏହି ସମୟରେ ବର ଯିବା…

ଉପବାଚସ୍ପତି ଓ ବନ୍ଦ ଲଫାପାକୁ ନେଇ ଚର୍ଚ୍ଚା

ଅନୁଗୋଳ ଅଫିସ, ୨୬।୨: ମାସର ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ଥିଲା। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହେଲେ ଏମିତି କି ଜରୁରୀ କାର୍ଯ୍ୟ ପଡ଼ିଲା ଯେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ…

କନ୍ୟାପକ୍ଷଙ୍କୁ ବରଯାତ୍ରୀଙ୍କ ଛୁରାମାଡ଼

ବଲାଙ୍ଗୀର ଅଫିସ/ଲାଠୋର/କଣ୍ଟାବାଞ୍ଜି,୨୬୨(ଡି.ଏନ୍‌.ଏ.)ବଲାଙ୍ଗୀର ଜିଲା ତୁରେକେଲା ଥାନା ମୁରିବାହାଲ ଗଁାରେ ବରାତି ଶୋଭାଯାତ୍ରା ଚାଲିଥିବାବେଳେ କନ୍ୟାପକ୍ଷର କେତେଜଣ ବ୍ୟକ୍ତି ନାଚିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ବରପକ୍ଷ ଲୋକେ କନ୍ୟାପକ୍ଷ ଲୋକଙ୍କୁ ଛୁରାମାଡ଼ କରିଛନ୍ତି ା ଏଥିରେ କନ୍ୟାପକ୍ଷର ଦୁଇଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?