ଆମ ଜିଲା ଖବର

ବଢୁଛି ସ୍କେଟିଂ କ୍ରେଜ୍‌

ଢେଙ୍କାନାଳ ଅଫିସ,୩୦।୩: ‘ସ୍କେଟିଂ’ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଏକଦା ବରଫାବୃତ୍ତ ଦେଶରେ ଏହାକୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ। ତେବେ ଆଧୁନିକ ‘ସ୍କେଟିଂ’ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ। ସମୟ ସହିତ ଏଥିରେ ଅନେକ…

ବାଲିମେଦରେ ସନ୍ଦିଗ୍ଧ ପାରା

ପଦ୍ମପୁର,୩୦ା୩ (ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରା ଗୋଡ଼ରେ ଦୁଇଟି ପିତ୍ତଳ ରିଙ୍ଗ୍‌ ଲାଗିଥିବା ବେଳେ ସେଥିରେ ଏକ ଫୋନ୍‌ ନମ୍ବର ଲେଖାଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳବାର…

ତାଣ୍ଡବ ରଚିଲା କାଳବୈଶାଖୀ

କାମାକ୍ଷାନଗର,୩୦।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ମାତ୍ର ୩୦ ମିନିଟ୍‌ରେ ଅଞ୍ଚଳର ଚିତ୍ର ବଦଳାଇ ଦେଇଛି। କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ…

ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା ବିରଜା ହଷ୍ଟେଲର ନିଜ ରୁମରେ ଚୁନି ଲଗେଇ ଆତ୍ମହତ୍ୟା କରିବା ଘଟଣାରୁ ପରଦା ଉଠାଇ…

ଓଏଚ୍‌ପିସିର ଦାୟିତ୍ୱ ହସ୍ତାନ୍ତରକୁ ନାପସନ୍ଦ

କଣିହାଁ ,୩୦ା୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମ୍‌ କଲୋନୀ ଅଞ୍ଚଳ ଓ ବଜାରର ଆଲୋକୀକରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ବା ଓଏଚ୍‌ପିସି ଏହି ଦାୟିତ୍ୱକୁ ଏକ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ…

ବିନା ଡାକ୍ତରରେ ଚାଲିଛି ୫ ସ୍ବାସ୍ଥ୍ୟକେନ୍ଦ୍ର

କେନ୍ଦୁଝର,୩୦ା୩(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାର ହାଟଡ଼ିହୀ ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍‌ରେ ଥିବା ୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଡାକ୍ତରରେ ଚାଲିଛି। ଏଥିସହ ଶାଳନୀୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମେତ ୧୪ କର୍ମଚାରୀ ପଦବୀ ଖାଲିପଡ଼ିଛି। ତଳିଆ କର୍ମଚାରୀ…

କନଷ୍ଟେବଲ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ ନିଯୁକ୍ତି

କଟକ ଅଫିସ,୩୦ା୩: ରାଜ୍ୟରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ୫ଟି ମାମଲାର ଏକତ୍ର ଶୁଣାଣି ବୁଧବାର ହୋଇଛି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାଗୁଡ଼ିକର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା…

ନକଲି ଟିପିରେ ଖଣିକୁ ବାଲି ଚାଲାଣ

ଯାଜପୁର ଅଫିସ,୩୦।୩: ନକଲି ଟ୍ରାନ୍‌ଜିଟ୍‌ ପାସ୍‌(ଟିପି) ତିଆରି କରି ଯାଜପୁର ଜିଲା କାଳିଆପାଣି ଇମ୍ଫା ଏବଂ ଓଏମ୍‌ସି ଖଣି ଅଞ୍ଚଳକୁ ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହେଉଛି। ଯାଜପୁର ଜିଲା ସୀମାନ୍ତ ତଥା ଢେଙ୍କାନାଳ ଜିଲା ଭୂବନ…

ଆଜିଠୁ ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା

ଓଡ଼ଗାଁ,୩୦ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ରାଧାକାନ୍ତ ମଠଠାରୁ…

ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ

ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ବ୍ୟୟ ବରାଦ ସହିତ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ହେଲେ ସେହି କାମର ସ୍ବଚ୍ଛତା…

୨୨୧ବର୍ଷରେ କାଷ୍ଠମୁଖାଧାରୀ ରାମଲୀଳା

ନୟାଗଡ଼ ଅଫିସ/ ଦଶପଲ୍ଲା,୩୦।୩(ଡି.ଏନ.ଏ.): ଗୁରୁବାର ରାମନବମୀରୁ ଆରମ୍ଭ ହେଉଛି ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ନେଇ ୧୪ଦିନ ଧରି ଏହା ମଙ୍ଗଳରାତି ବୁଧ ପାହାନ୍ତିରେ ରାବଣ ବଧ ପରେ ଲଙ୍କାପୋଡି ଯାତ୍ରା ଉଦ୍‌ଯାପିତ ହେବ। ୧୮୦୨ରୁ ଏହି…

ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଏପ୍ରିଲ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ,୩୦ା୩: ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆସ୍ଥିତ କାର୍ଯ୍ୟାଳୟ ପରିସରରେ ୨୦୨୧ ଜାନୁୟାରୀ ୫ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଧରିତ୍ରୀରେ ବିସ୍ତୁତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?