ବିକୃତ ହେଲାଣି ‘ମୋ କଟକ’ ଫଳକ
କଟକ ଅଫିସ,୩୧ା୧:ବିଶ୍ୱକପ୍ ହକି ଉଦ୍ଘାଟନୀ ଉତ୍ସବ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଲା। ରାସ୍ତା ମରାମତିଠାରୁ ଅରମ୍ଭ କରି ରଙ୍ଗିନ ଆଲୋକୀକରଣ, ଷ୍ଟ୍ରିଟ ଲାଇଟ, ଡିଭାଇଡର, କାନ୍ଥରେ ଚିତ୍ର ଆଦି କାର୍ଯ୍ୟ ହେଲା। ସୌନ୍ଦର୍ଯ୍ୟକରଣ ପାଇଁ ଡିଭିଜନ୍-୧ ଓ ୨ରେ ମୁକ୍ତା…
ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ
ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା…
୭୨ ପରିବାରକୁ ଘର ଦିଆ ନ ଗଲେ ଆନ୍ଦୋଳନ
ରଘୁନାଥପୁର,୩୧।୧(ଡି.ଏନ୍.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ରବିବାର ଆୟୋଜିତ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ତାଲିକାରେ ନାମ ଥିବା ୭୨ ପରିବାରକୁ ଘର ଦିଆ ନ ଗଲେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ…
ଏସିଆ ବୁକ୍ ଅଫ୍ ରେକଡର୍ସରେ ଆଇଟିଆଇର ସର୍ବବୃହତ୍ ହକି ଫିଲ୍ଡ ଲୋଗୋ
ବ୍ରହ୍ମପୁର ଅଫିସ୍, ୩୧ା୧:ୱେଷ୍ଟ ଟୁ ହେଲ୍ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛି। ଏହି ଲୋଗୋ…
ପରୀକ୍ଷାମୂଳକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍
କାମାକ୍ଷାନଗର,୩୧ା୧(ଡି.ଏନ.ଏ):ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ୯୫ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛିଦିନ ତଳେ ଏହି ରେଳ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଇଞ୍ଜିନ୍ ଗଡିଥିବା ବେଳେ ସୋମବାର ଯାଜପୁର…
ଆବାସ ଗୃହ ତାଲିକାରେ ଅନିୟମିତତା: ଜନପ୍ରତିନିଧିଙ୍କୁ ତାଲା ପକାଇଲେ ହିତାଧିକାରୀ
କୋକସରା,୩୦।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପାଇଁ ୫୪୬ ଆବାସ ଗୃହ ତାଲିକା ପଞ୍ଚାୟତ ପକ୍ଷରୁ ଅନୁମୋଦନ କରାଯାଇଥିଲା। ସେଥିରୁ ୨୩୭ ଅନୁମୋଦନ ହୋଇଥିବା ବେଳେ ୩୦୯ ଆବାସ ଗୃହ ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀ ସୋମବାର ଅଭିଯୋଗ…
ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍ ହକି ଫିଲ୍ଡ ଲୋଗୋ
ବ୍ରହ୍ମପୁର ଅଫିସ୍, ୩୦ା୧: ୱେଷ୍ଟ ଟୁ ହେଲ୍ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହି…
କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ବାଇକ ଆରୋହୀ ମୃତ
ହିଞ୍ଜିଳିକାଟୁ ୩୦।୧(ଡି.ଏନ.ଏ.): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଏବଂ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକଙ୍କ…
ଅଟୋରୁ ପ୍ରେମ, ବିବାହ ପରେ ନିର୍ଯାତନା
ଛତ୍ରପୁର,୩୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର…
୨ ମାସ ତଳେ କରିଥିଲେ ବିବାହ: ପିନ୍ଧା ଲୁଗାରେ ଜୀବନ ହାରିଲେ ନବବଧୂ
ବ୍ରହ୍ମପୁର ଅଫିସ,୩୦ା୧: ପିନ୍ଧା ଲୁଗାରେ ଝୁଲିପଡ଼ିଲେ ନବବଧୂ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଗୁରୁଣ୍ଡି ଗ୍ରାମରେ। ମୃତକ ଜଣଙ୍କ ଗୁରୁଣ୍ଠି ଗ୍ରାମର କନକ ବେହେରା (୧୯)। ନିମଖଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୨/୨୩ ରେ…
ବିଧାୟକଙ୍କ ଘରେ ଭଙ୍ଗାରୁଜା,ଥାନାରେ ମାମଲା
କେନ୍ଦୁଝର,୩୦।୧(ସ୍ବ.ପ୍ର.): ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ମଣ୍ଡୁଆସ୍ଥିତ ବାସଭବନରେ ପଶି ଭାଜପାର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା ଭଙ୍ଗାରୁଜା କରିଛନ୍ତି। ଏଥିସହ ମାନସ ରଞ୍ଜନ ସାହା ନାମକ ଯୁବକଙ୍କୁ ଆକ୍ରମଣ କରିବା ନେଇ ଟାଉନ ଥାନରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ…
ଧନୀଙ୍କୁ ବାଦ୍ ଦେଇ ଗରିବଙ୍କୁ ସାମିଲ କର
ବଲସକୁମ୍ପା,୩୦ା୧(ଡି.ଏନ୍.ଏ.): ଖଜୁରିପଡ଼ା ବ୍ଲକରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଧନୀ ଶ୍ରେଣୀର ଲୋକଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଥିବାରୁ ବ୍ଲକ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ପ୍ରକୃତ ଗରିବ ଲୋକଙ୍କୁ ଚିହ୍ନଟ କରିବା ସହିତ ଯେଉଁ…
Archives


