ଆମ ଜିଲା ଖବର

ପରିବେଶର ସୁରକ୍ଷା ନେଇ ଶପଥ ନେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୨।୪(ଡି.ଏନ୍‌.ଏ.): ଆଜି ଧରିତ୍ରୀ ଦିବସ। ଏହି ଦିବସକୁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଏକାଠି ହୋଇ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପରିବେଶ ଅତ୍ୟନ୍ତ ସୁନ୍ଦର। ହେଲେ ପ୍ରାକୃତିକ ସମ୍ପଦରେ ଭରପୁର…

ବରଗଡ଼ରେ ପ୍ରବଳ କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ

ବରଗଡ଼ ଅଫିସ,୨୨ା୪: ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ,…

ଫୁଟ୍‌ପାଥରେ ଚଢ଼ିଗଲା ହାଇଓ୍ବା, ଜଣେ ଗୁରୁତର

ବାଲିଗୁଡ଼ା,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ୫୯ ନଂ. ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ୍‌ ଉପରକୁ ଏକ ହାଇଓ୍ବା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଚଢ଼ିଯାଇଛି। ଫଳରେ ଡ୍ରେନ ଉପରେ ଫୁଟପାଥ୍‌ରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ…

ଗାଁ ଶ୍ମଶାନରେ ଜଳିଲା ବୀର ଶହୀଦ ଦେବାଶିଷଙ୍କ ଜୁଇ

ସାକ୍ଷୀଗୋପାଳ,୨୨ା୪(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହିର ପୁଅ ତଥା ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଗାଁ ଶ୍ମଶାନରେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ଶହୀଦ ଦେବାଶିଷଙ୍କୁ ଗାର୍ଡ ଅଫ୍‌…

ଦଶପଲ୍ଲାରେ ଫୁଟିଲା ବୋମା

ନୟାଗଡ଼ ଅଫିସ,୨୨।୪:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ସମ୍ମୁଖ ନେତାଜୀ ମଇଦାନ ରାସ୍ତାର ନାରାୟଣଗଞ୍ଜ ହାଟ ରାସ୍ତାରେ ବୋମା ଫୁଟିଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ହାଟ ରାସ୍ତାରେ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟିକୁ ଦଶପଲା ପୋଲିସ ଜଗିରହିଛି। ନୟାଗଡ଼ରୁ ବୋମା…

ଟ୍ରକ୍‌ ଚକ ତଳେ ଚାଲିଗଲା ବାପା-ଝିଅଙ୍କ ଜୀବନ

ତାଳଚେର, ୨୨ା୪ (ନି.ପ୍ର.): ପବିତ୍ର ରମଜାନ ମାସର ଶେଷ ଦିନ ତଥା ଇଦ୍‌-ଉଲ୍‌ ଫିତର ଥିବାରୁ ୩ ବର୍ଷର ପୁଅ ଏମ୍‌ଡି ସାହିଲ ଓ ଭଣଜା ଏମ୍‌ଡି ଫିରୋଜ କୁରେସୀଙ୍କୁ ଧରି ମସ୍‌ଜିଦ୍‌କୁ ନମାଜ ପାଠ କରିବାକୁ ଆସିଥିଲେ ତାଳଚେର ଗୋଡ଼ିବନ୍ଧ…

ଢ଼େଙ୍କାନାଳରେ ଇଦ ପାଳିତ

ଢେଙ୍କାନାଳ,୨୨।୪: ଢ଼େଙ୍କାନାଳ ସହରରେ ଶନିବାର ଇଦ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମିନାବଜାର ଠାରେ ଥିବା ମସଜିଦ ଓ କାଞ୍ଚନ ବଜାର ସ୍ଥିତ ମସଜିଦରେ ମୁସଲମାନମାନେ ସମୁହ ନମାଜ ପାଠ କରିଥିଲେ । ପରେ ସେମାନେ…

ସମ୍ବଲପୁରରେ ଇଣ୍ଟରନେଟ ସେବା ଉପରେ କଟକଣା ଅବଧି ବୃଦ୍ଧି

ସମ୍ବଲପୁର ୨୨।୪(ବ୍ୟୁରୋ): ସମ୍ବଲପୁରରେ ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି। ତେବେ ଇଣ୍ଟରନେଟ ସେବା ଉପରେ କଟକଣା ଅବଧିକୁ ପୁଣି ବୃଦ୍ଧି କରାଯାଇଛି । ଇଣ୍ଟରନେଟ ସେବା କଟକଣା ପୁଣି ୮ ଘଣ୍ଟା ବଢଛି । ୨୨ ତାରିଖ ସା ୬ଟା…

ମିଳିତ ଅମଲା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୨୨।୪: (ଡିଏନଏ ) ଗଞ୍ଜାମ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଶ୍ୟେରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଛତ୍ରପୁରସ୍ଥିତ ସର୍କିଟ ହାଉସ ଫାଟକ ନିକଟରୁ ୧ହଜାର ଅମଲା ଏକ…

ମାଠିଆ ଗଡୁଛି, ପାଣି ନାହିଁ

ଖୋର୍ଦ୍ଧା ଅଫିସ,୨୨।୪: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦଶରୁ ଊର୍ଦ୍ଧ୍ୱ ସହରର ତାପମାତ୍ରା ବଢି ଚାଲିଛି। ତାପମାତ୍ର ଦୈନିକ ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ…

ଭୋଜିଭାତ କରି ଆନନ୍ଦରେ ପାଳିଲେ ଇଦ

ସୋରଡା, ୨୨।୪: ସୋରଡାରେ ପବିତ୍ର ରମଯାନ ମାସର ଶେଷଦିବସ ଓ ଇଦ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । ଶୁକ୍ରବାର ସାରେ ମସଜିଦ ପରିସରରେ ଆୟୋଜିତ ଇଫତାର ପାର୍ଟିରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସମେତ କାଉନ୍‌ସିଲରମାନେ ଯୋଗ ଦେଇଥିଲେ ।…

ଆଇରନ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ: କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ଅଫିସ,୨୨।୪: ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବନ୍ତ ବଜାର ଜଳସେଚନ ଅଫିସ ନିକଟରେ ଆଇରନ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଶୁକ୍ରବାର ରାତିରୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?