ଆମ ଜିଲା ଖବର

୧୩ ଏନ୍‌ଏସିରେ ଆରମ୍ଭ ହୋଇନି ପ୍ରଧାନମନ୍ତ୍ରୀ ଆବାସ

ଛତ୍ରପୁର, ୨୩।୪: (ଡି.ଏନ୍‌.ଏ) ଗଞ୍ଜାମ ଜିଲାରେ ବିଶେଷକରି ସହରାଞ୍ଚଳ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଧିମା ରହିଛି ା ଜିଲାର ୧୩ ସହରାଞ୍ଚଳ ତଥା ଏନ୍‌ଏସିରେ ୨ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା ଏଥିସହ…

୪ ଘଣ୍ଟା ରାସ୍ତା ଜାମ୍‌, ଲୋକେ ହନ୍ତସନ୍ତ

ଯୋଡା, ୨୩।୪: (ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ୫୨୦ ନଂ. ଜାତୀୟ ରାଜପଥର ଲହଣ୍ଡା ରେଲୱେ ଓଭର ବ୍ରିଜ୍‌ ନିକଟରେ ଶନିବାର ୨ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଫସି ରହିଥିଲା। ଫଳରେ ଦୀର୍ଘ ୪ଘଣ୍ଟା ରାସ୍ତା ଜାମ୍‌ ହୋଇ ଟ୍ରାଫିକ୍‌…

ଉତ୍ତପ୍ତ ଅଞ୍ଚଳରେ ଅବାଧ ଗଛକଟା

ବାରିପଦା ଅଫିସ, ୨୩।୪: ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଭଳି ଜୈବ ମଣ୍ଡଳ ଥିବା ବେଳେ ବାରିପଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅସହ୍ୟ ଗୁଳୁଗୁଳି ସହ ଆକାଶରୁ ଅଗ୍ନିବର୍ଷା ହେବାଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅସନ୍ତୁଳିତ ପରିବେଶ…

ଫର୍ନେସ୍‌ରେ ପୋଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୨୩।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀ ଫର୍ନେସ୍‌ରେ ପୋଡ଼ି ଗୁରୁତର ଥିବା ଶ୍ରମିକଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ମୃତକ ବରପଦାର ବିଜୟ ମହାପାତ୍ର। ଗତ ରବିବାର ରାତିରେ ଅନ୍ୟ ଗୁରୁତର ରତିକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତ ୧୧…

ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା

କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା ଅର୍ଥକୁ ରାଜନୈତିକ ନେତା ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ତୋଷରପାତ କରୁଛନ୍ତି। କାର୍ଯ୍ୟ…

୧୦୦ ପରିବାରକୁ ଗୋଟିଏ ନଳକୂପ, ବାଲ୍‌ଟିଏ ପାଣି ପାଇଁ ଲମ୍ବା ଧାଡ଼ି

କଣ୍ଟିପାଳ/ଆନନ୍ଦପୁର,୨୨ା୪(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ଗ୍ରାମର ମହାପାତ୍ର ସାହିରେ ପାନୀୟ ଜଳ ସଙ୍ଗଟ ଉଗ୍ରରୂପ ଧାରଣ କରିଛି। ସାହିରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇଁ ଗୋଟିଏ ନଳକୂପ…

ବାଲିଘାଟରେ ଏସ୍‌ଟିଏଫ୍‌ ଚଢ଼ାଉ

ଦେବଗଡ଼,୨୨।୪(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ଘଟଣାରେ ବାରକୋଟ ତହସିଲ ପକ୍ଷରୁ ୩ ଲକ୍ଷ ୨୬ ହଜାର ୬ ଶହ ଟଙ୍କା ଜରିମାନା କରାଯିବା ସହ…

ବଜ୍ରପାତରେ ଜଣେ ମୃତ, ୪ ଗୁରୁତର

ସରଣ୍ଡା,୨୨।୪(ଡି.ଏନ.ଏ): ବରଗଡ଼ ଜିଲାରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଭେଡ଼େନ ଥାନା ଥୁଆପାଲି ନିକଟସ୍ଥ ନାଗପାଲି ଗାଁର ଝିଟ ଥପା। ଆହତମାନେ ହେଲେ ଝିଲିମିଣ୍ଡାର ଗଙ୍ଗାଧର…

ନୂଆପଡ଼ାରେ ସର୍ବାଧିକ, ଉପକୂଳରେ ହ୍ରାସ

ଭୁବନେଶ୍ବର,୨୨।୪(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ପାଣିପାଗରେ ପରିବର୍ତ୍ତନ ହୋଇ ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଫଳରେ ତାତି ଓ ଗୁଳୁଗୁଳିରେ କଲବଲ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶନିବାର…

ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ

କୋକସରା,୨୨ା୪(ଡି.ଏନ୍‌.ଏ.): ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲା ଆମପାଣି ଘାଟିରେ ଦୁର୍ଘଟଣା ଘଟିଛି। କୋକସରା ବ୍ଲକ ଆମପାଣି ଘାଟିର ବୁଲାଣିରେ ଶନିବାର ଯାତ୍ରୀବାହୀ ଘରୋଇ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ ଓ କାରରେ ଥିବା…

ବୃଦ୍ଧଙ୍କୁ ପାଦରେ ଚାପିଦେଲା ହାତୀ

ଆନନ୍ଦପୁର,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ହସନପୁର ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗ୍ରାମର ବଟକୃଷ୍ଣ ପ୍ରଧାନ(୬୫) ସକାଳୁ ଶୌଚ ହେବାକୁ ଗାଁ ନିକଟ ପଳାସ ବଣକୁ ଆସିଥିବା ସମୟରେ ଦୁଇଟି…

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣା: ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶ

କେନ୍ଦୁଝର,୨୨ା୪(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୧ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଛାତ୍ରୀ ତପସ୍ବିନୀ ହେମ୍ବ୍ରମଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ କରିଛନ୍ତି। ତାଙ୍କ ମୃତ୍ୟୁ ସ୍କୁଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?