ଆମ ଜିଲା ଖବର

ଜରି, ବାଙ୍ଗରାରେ ପାନୀୟ ଜଳ ସଙ୍କଟ

ସିଂହପୁର,୨୪ା୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଛି। ମାତ୍ର କେତେକ ପଞ୍ଚାୟତରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ପାନୀୟ ଜଳ ପାଇଁ…

ଯାଜପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର ଟାଉନ,୨୪ା୪(ଡି.ଏନ.ଏ.): ଯାଜପୁର ସହରର ଟ୍ରାଫିକ୍‌ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଏହା ଜନଜୀବନକୁ ପ୍ରଭାବିତ କରୁଛି। ସହରରେ ଏକମୁଖି ମାର୍ଗ ବହୁ ସ୍ଥାନରେ ନିର୍ମାଣ ହୋଇଥିଲେ ବି ବିପରୀତ ଦିଗରୁ ଯାନବାହନଗୁଡ଼ିକ ଯାତାୟାତ କରିବା ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି।…

ସରୁନି ଜନକ-ହଳଧରପୁର ରାସ୍ତା କାମ

ଚଣ୍ଡିଖୋଲ,୨୪ା୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ତରଫରୁ ରାସ୍ତାର ଟେଣ୍ଡର କରାଯାଉଛି। ରାସ୍ତା କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ବି ଧାର୍ଯ୍ୟ କରାଯାଉଛି। ମାତ୍ର କାର୍ଯ୍ୟ ସରୁନାହିଁ। ଏହାପରେ ଗୁପ୍ତ ଟେଣ୍ଡର ଜରିଆରେ ବିପୁଳ ଟଙ୍କା ଲୁଟ୍‌ କରାଯାଉଛି। ଏଭଳି ଘଟଣା…

ଶଙ୍ଖ ଭବନ ପାଇଁ ଲାଗିକରାଗଲା ମାଳମାହାର୍ଦ୍ଦ

ପୁରୀ ଅଫିସ, ୨୩ା୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଭୁବନେଶ୍ୱରଠାରେ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’ ଉଦ୍‌ଘାଟିତ ହୋଇଛି। ଚାରିମହଲା ବିଶିଷ୍ଟ ଏହି କୋଠାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।…

ଚେର ଲମ୍ବିଛି, ତଦନ୍ତ ଶିଥିଳ

ବଲାଙ୍ଗୀର ଅଫିସ,୨୪ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ପର୍ଦ୍ଦାଫାଶକୁ ଏକମାସ ବିତିଛି। ପୋଲିସ ତନାଘନାରୁ ଆରମ୍ଭ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରେ କ୍ରାଇମ୍‌ବ୍ରାଞ୍ଚ ନେଇଛି। ଲୋକେ ଆଶା କରୁଥିଲେ ଯେ, ଜାଲ୍‌ ସାର୍ଟିଫିକେଟ ମାମଲାର ଚେରକୁ କ୍ରାଇମ୍‌ବ୍ରାଞ୍ଚ ଠାବ…

ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ କରାଯାଇଛି। ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କୁ ଏମ୍‌.ପାଇଲମ…

ଗଛ ପଡି ରାସ୍ତା ଅବରୋଧ, ଯାତାୟାତ ବ୍ୟାହତ

କୋରୁକୋଣ୍ଡା,୨୩।୪(ଡି.ଏନ.ଏ): ରାଜ୍ୟରେ କିଛିଦିନ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସେଥିରୁ ବାଦ ପଡି ନ ଥିଲା ମାଲକାନଗିରି ଜିଲା। କିନ୍ତୁ ଶନିବାର ରାତିରେ କିଛି ସମୟ ଲାଗି ଜିଲାର କୋରୁକୋଣ୍ଡା ବ୍ଲକ ସଦରରେ ବର୍ଷା ସାଙ୍ଗକୁ ପବନ…

ଗାଧୋଇବାବେଳେ ପଥରରେ ପଡି ଚାଲିଗଲା ଜୀବନ

କୋରୁକୋଣ୍ଡା,୨୩।୪(ଡି. ଏନ. ଏ): ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ କୌଣସି କାରଣ ବଶତଃ ପଥରରୁ ଗୋଡ଼ ଖସିଯିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଳକ ସଦରରେ ଘଟିଛି। ସେ ହେଉଛନ୍ତି ଗୌର ଦୋରାଙ୍କ ମଝିଆ…

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ

ପୁରୀ ଅଫିସ,୨୩ା୪: ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା ସହ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ସୋମବାର ଠାରୁ ରାଜନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି…

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ଚଷା ଗୀତରେ ପ୍ରକମ୍ପିତ ହେଲା ଅଞ୍ଚଳ

ପୁରୁଷୋତ୍ତମପୁର, ୨୩/୪(ଡିଏନଏ) ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଚାଷୀକୁଳ । ଚଷାପୁଅମାନଙ୍କ ସୁନ୍ଦର ସୁନ୍ଦର ଚଷା ଗୀତରେ ପ୍ରକମ୍ପିତ ହୋଇଛି ସମଗ୍ର ଅଞ୍ଚଳ। କୃଷକମାନେ ଅତି ଆନନ୍ଦ ଉଲ୍ଲାସରେ କ୍ଷେତକୁ ଯାଇ ବିଭିନ୍ନ…

ଗୋଛା ପଞ୍ଚାୟତକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର

ସୋରଡା,୨୩।୪ : ଗୋଛା ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସରପଞ୍ଚ ତ୍ରିଲୋଚନ…

୧୨ବର୍ଷରେ ଥରେ ହୁଏ ମା’ ଶୀତଳାଙ୍କ ଯାତ୍ରା

ଛତ୍ରପୁର,୨୩।୪(ଡିଏନଏ ): ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ପ୍ରତି ୧୨ ବର୍ଷକୁ ଥରେ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?