ଆମ ଜିଲା ଖବର

ଯୋରନ୍ଦାର ବିକାଶ ପାଇଁ ୯୩ କୋଟି ମଞ୍ଜୁର

ଢେଙ୍କାନାଳ,୧୧ା୭(ରତନ ନାୟାର): ଢେଙ୍କନାଳ ଜିଲା ଯୋରନ୍ଦାସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ମହିମାଗାଦିକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀ କରିବା ଏବଂ ଇଣ୍ଟିଗ୍ରେଟେଡ୍‌ ଡେଭେଲପମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ମନୁମେଣ୍ଟ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେଶନର ୨୦୨୩-୨୪ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର…

ହାତୀପଲ ଉପରକୁ ଚଢିଗଲା ଟ୍ରେନ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍‌ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍‌ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ ମାଲବାହୀ…

ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ

ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ ବେହେରା l ମିଳିଥିବା ସୂଚନା ମୁତାବକ, ୧ ମାସ ତଳେ ପ୍ରଦୀପ କେନ୍ଦୁଝରରୁ…

ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା

ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରିଥାଆନ୍ତି।…

ଛିଣ୍ଡା ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ଜୀବନ

ମହାକାଳପଡ଼ା, ୧୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ବିକାଶ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ବିକାଶର ବାସ୍ତବ ଚିତ୍ର ଠିକ୍‌ ଓଲଟା। ବୟସର ଅପରାହ୍ନରେ ଆଖିକୁ ଭଲ ଭାବେ ଦିଶୁନାହିଁ।…

ମୌସୁମୀ ବର୍ଷାର ଲୁଚକାଳି ଖେଳ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୧୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚଳିତବର୍ଷ ଜୁନ୍‌ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଆଶାନୁରୂପକ ବର୍ଷା ହେଉନାହିଁ। ଫଳରେ ସ୍ଥାନୀୟ ଚାଷୀମାନଙ୍କ ଜମିରେ ପାଣି ନ ଥିବାରୁ ତଳି ଧାନ ନଷ୍ଟହେବାକୁ ବସିଲାଣି।…

ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ

ଜଗତ୍‌ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ ବ୍ୟକ୍ତି…

ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ: ୨ ଭଉଣୀ ଗୁରୁତର

ଆଳି,୧୧ା୭(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୁଲିରେ ୨ ଭଉଣୀ ପୁରି ଛାଣୁଥିବା ବେଳେ ଚୁଲି ପାଖରେ ଥିବା ଏକ ସାନିଟାଇଜର ଡବାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା।…

ଡ୍ରପ୍‌ ଆଉଟ୍‌ ପିଲାଙ୍କ ଥଇଥାନ ଚିନ୍ତା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଗ୍ରାମାଞ୍ଚଳରେ ବିଫଳ ହୋଇଛି। ବିଶେଷକରି ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ଅଧାରୁ ପାଠ ଛାଡି(ଡ୍ରପ ଆଉଟ) କିମ୍ବା ସ୍କୁଲ ବାରଣ୍ଡା ମାଡି ନ ଥିବା ୬ ରୁ ୧୪…

ନୀଳପଥର ଚୋରି ବୃଦ୍ଧି ପାଉଛି

କାଳିଆପାଣି,୧୧ା୭(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ବ୍ୟତୀତ ଏକ ମୂଲ୍ୟବାନ ନୀଳପଥର ବହୁଳ ମାତ୍ରାରେ ମିଳୁଛି। ହେଲେ ତାହାର ଗୁରୁତ୍ୱକୁ ସରକାର ଅଣଦେଖା କରୁଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଧୀରେଧୀରେ…

ଅସହାୟ ଯୁବତୀଙ୍କ ବିବାହ କରାଇଲା କିନ୍ନର ସଂଘ

ଯାଜପୁର ଟାଉନ,୧୧ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ସୋମବାର ଜଣେ ଅସାହାୟ ଯୁବତୀଙ୍କୁ ନିଜ ଉଦ୍ୟମରେ କିନ୍ନର ସଂଘ ବିବାହ କରାଇଛନ୍ତି। ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଯାଜପୁର ସହରର ରଶ୍ମି ସାହୁ…

ସ୍ବାମୀଙ୍କ ମାଡ଼ ସହି ନ ପାରି ଘର ଛାଡ଼ିଲେ ସ୍ତ୍ରୀ

ରସୁଲପୁର,୧୧ା୭(ରଞ୍ଜିତ ରାଉତ): ସ୍ବାମୀଙ୍କ ମାଡ଼ ସହ୍ୟ କରି ନ ପାରି ସ୍ବୀ ଘର ଛାଡ଼ିଛନ୍ତି। ଏଥିସହିତ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ସେ ୧୦ କି.ମି. ଊର୍ଦ୍ଧ୍ୱ ରାସ୍ତା ଚାଲିଚାଲି ଆସିଛନ୍ତି। ଏଭଳି ଘଟଣା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?