ଆମ ଜିଲା ଖବର

ବାଉଁଶ ଦୋଳାରେ ବୁହାହେଲେ ରୋଗୀ

ଭଦ୍ରକ, ୧୨।୭ (ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ହରିଶପୁର ଗଁା ରାସ୍ତା କାଦୁଅ ପଚପଚ ହୋଇଛି। ଫଳରେ ଗଁାକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବାଉଁଶ ଦୋଳାରେ…

ଆଗରପଡ଼ା ବଜାରରେ ଟ୍ରାଫିକ୍‌ ସମସ୍ୟା

ଆଗରପଡ଼ା, ୧୨।୭ (ସୁଶାନ୍ତ କୁମାର ଦାଶ): ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ସୀମାନ୍ତରେ ଅବସ୍ଥିତ ଆଗରପଡ଼ା ବଜାର। ଏହି ବଜାର ଉପରେ ୩ ଜିଲା ସହ ମୟୂରଭଞ୍ଜର କେତେକାଂଶର ଲୋକେ ପ୍ରତ୍ୟେହ ଗମନାଗମନ ପାଇଁ ନିର୍ଭର କରନ୍ତି। ଆଗରପଡ଼ା ବଜାର…

ଅସୁରକ୍ଷିତ ହାତୀପଲ

କେନ୍ଦୁଝର, ୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଜଖପୁରା-ବାଂଶପାଣି ରେଳଧାରଣା ପାଲଟିଛି ହାତୀଙ୍କ ମରଣଯନ୍ତା। ଗତ ୨୦୧୨ରୁ ଅଦ୍ୟାବଧି ରେଳ ଦୁର୍ଘଟଣାରେ ୧୧ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ରେଳ ଦୁର୍ଘଟଣା…

ପୋଡ଼ା ହେଉଥିବା ମୃତଦେହର ମାଂସ  ଖାଇଗଲେ ୨ ଜଣ: ଗ୍ରାମରେ ଉତ୍ତେଜନା 

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମଦ ନିଶାରେ ନିଜ ହିତାହିତ ଜ୍ଞାନ ହରାଇ ରାକ୍ଷସ ପାଲଟି ଯାଇଛି । ପୋଡା ହେଉଥିବା ମୃତଦେହ…

ସରିନି ଓଭରବ୍ରିଜ୍‌ କାମ, ନଡ଼ିଆ ଭାଙ୍ଗିଲେ ବିଧାୟକ

ଜଟଣୀ,୧୨।୭(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ (ଆନ୍ଧ୍ରବ୍ୟାଙ୍କ)ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଚାଲିଥିବା ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ…

ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ବାଲେଶ୍ୱର, ୧୨।୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଛାତ୍ରୀଜଣକ…

୪ ମାଓବାଦୀ ଗିରଫ

ରାୟଗଡ଼ା,୧୨।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ମଙ୍ଗଳବାର ୪ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀମାନେ ହେଲେ ମୁନିୁଗଡ଼ା ବ୍ଲକ କାଡ୍ରାପାଙ୍ଗା ଗ୍ରାମର ନୂଆମାଝି କାଡ୍ରାକା, ପାଟରାଣୀ ଗ୍ରାମର ରାଗିଡ଼ି ଗାଗରାଙ୍ଗା, ବଡ଼ଡେଙ୍ଗୁଣି ଗ୍ରାମର ବଇ କରକରିଆ…

ଓଲଟି ପଡିଲା ଜିପ୍‌

ପାରଳାଖେମୁଣ୍ଡି, ୧୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟରେ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣା ଘଟି ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରର ମଞ୍ଜୁଷା ଗ୍ରାମରୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ଏକ ଜିପ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ବ୍ରହ୍ମପୁର,୧୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ(ଜିଆରପି) ମଙ୍ଗଳବାର ସକାଳେ ଆଙ୍କୁଲି ଝାମି ମନ୍ଦିର ନିକଟ ଦେଇ ଯାଇଥିବା ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନଥିବା ବେଳେ ବୟସ ଆନୁମାନିକ ୨୫ରୁ ୩୦ବର୍ଷ…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ଚେତାବନୀ 

କେସିଙ୍ଗା,୧୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବୋରିଙ୍ଗପଦରସ୍ଥିତ କସ୍ତୁରୀବାଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ମଙ୍ଗଳବାର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏ ନେଇ ଜିଲା ପ୍ରକଳ୍ପ ସଂଯୋଜକ କଳାହାଣ୍ଡିଙ୍କ ଉଦ୍ଦେଶ୍ୟରେ…

ପାର୍କ ଭିତରେ ଥିବା ପୋଖରୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ

ବ୍ରହ୍ମପୁର,୧୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀ(ଜଳାଶ୍ରୟ)ରୁ ମଙ୍ଗଳବାର ୨ଟି ମୃତଦେହ ପୋଲିସ ଉଦ୍ଧାର କରିଛି। ସେମାନେ ଦୁଇ ଭାଇ ବୋଲି ପୋଲିସ କହିଛି। ମୃତକ ମାନେ ହେଲେ ବଡ଼ବଜାର ଗୌଡ଼ ସାହି…

ଛେଳି ଚୋରକୁ ଧରି ବହେ ଛେଚିଲେ ପରେ ଫାଣ୍ଡିରେ ଜିମା ଦେଲେ

ମୋରଡା,୧୧।୧୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଦିନକୁ ଦିନ ଛେଳି ଚୋରି ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ୨ ଜଣ ଚୋରଙ୍କୁ ଧରି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?