ଆମ ଜିଲା ଖବର

ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା

ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ ହୋଇଛି। ଏଥିରେ ଦର୍ପଣ ତହସିଲଦାର, ମାଇନିଂ ଅଫିସର, ସରକାରୀ ମାପଚୁପ ସଂସ୍ଥା ଓର୍ସାକ…

ବିଜେଡି, ଭାଜପାକୁ ସଉତୁଣୀ କହିଲେ ବାହିନୀପତି

ନବରଙ୍ଗପୁର,୧୧।୭(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କଂଗ୍ରେସ ପକ୍ଷରୁ ସୋମବାରଠାରୁ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ପୀଠରୁ ଆଜ୍ଞାମାଳ ନେବାପରେ ସ୍ଥାନୀୟ ଶାସ୍ତ୍ରୀ ଭବନରେ ଏ ନେଇ ଏକ ବୈଠକ କରାଯାଇଛି। ଏଥିରେ ଜୟପୁର ବିଧାୟକ…

ଖୁଣ୍ଟୁପଡ଼ାରୁ ମିଳିଲା ଗ୍ରାଫାଇଟ୍‌ ଖଣିର ସନ୍ଧାନ

ଭାପୁର,୧୧।୭(ଭରତ କୁମାର ବେହେରା):ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରୁ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଛି। ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସାଟେଲାଇଟ୍‌ ସର୍ଭେ କରାଯାଇଥିଲା। ଖୁଣ୍ଟୁପଡା ଗ୍ରାମର ଛେଳିଆ ଟୁବୁରି ପାହାଡ଼ ମାଟିତଳେ…

ଚାଲୁଥିବା ଅବସ୍ଥାରେ ଜଳିଗଲା ସ୍କୁଟି

ବୋରିଗୁମ୍ମା/ନବରଙ୍ଗପୁର,୧୦ା୭(ବିଜୟ ସାହୁ/ସଦାଶିବ ପ୍ରହରାଜ): ରାସ୍ତା ଉପରେ ଚଳନ୍ତା ସ୍କୁଟିରେ ସୋମବାର ହଠାତ୍‌ ନିଆଁ ଲାଗି ଜଳିଯାଇଛି। ତେବେ ଏ ନେଇ ଲୋକମାନଙ୍କଠାରୁ ସୂଚନା ପାଇ ସଙ୍ଗେସଙ୍ଗେ ଚାଳକ ଗାଡି ରଖିଦେଇ ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି। ନବରଙ୍ଗପୁର ଜିଲା କୋରାପୁଟ ସୀମାନ୍ତ…

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର: ପ୍ରତି ପଞ୍ଚାୟତକୁ ୫ ଲକ୍ଷ

ଭୁବନେଶ୍ୱର,୧୦।୭ (ଅନୀଲ ଦାସ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପଞ୍ଚାୟତିରାଜ ବିଭାଗରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆମା ଗାଁ ଆମ ବିକାଶର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର…

ଅପରେଶନ୍‌ ବେଳେ ଠାବ ହେଲା ମାଓବାଦୀ କ୍ୟାମ୍ପ: ବିଭିନ୍ନ ସାମଗ୍ରୀ ଜବତ 

ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ ବଡ଼ିଗେଟା ପଞ୍ଚାୟତର ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍‌ଏଫ ସୁରକ୍ଷାକର୍ମୀ ସୋମବାର ଅପରେଶନ କରିଥିଲେ। ସେଠାରେ ଶର୍ଚ୍ଚ ଅପରେଶନ ଚାଲିଲା ପରେ ଏକ ମାଓବାଦୀ କ୍ୟାମ୍ପ ଠାବ…

ସମ୍ପତ୍ତି ପାଇଁ ମା’କୁ ଆକ୍ରମଣ କଲା ପୁଅ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା)୧୦।୭: ପାରଳାଖେମୁଣ୍ଡି ସହରର ଅର୍ଣ୍ଣପୂର୍ଣ୍ଣା ନଗର-୨ରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମା’କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ପାଇଁ ପରିଣତ ବୟସରେ ମାଡ ମାରି ରକ୍ତାକ୍ତ କରିଥିବା ମା’ ହେମଲତା ସାହୁ ପୁଅ ନାଁରେ ଏତଲା…

ସିରିଜ୍‌ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବେଗୁନିଆପଡ଼ା,୧୦ା୭(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଏନଏସି ଅଧୀନ ବଂଗଲା ସାହିରେ ସିରିଜ୍‌ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ଅଭିଯୁକ୍ତ ସୀତାରାମ…

ବିଭିନ୍ନ ସମସ୍ୟା ନେଇ ବନ୍ଦ ହେଲା ଦୋକାନ

ଛତ୍ରପୁର,୧୦ା୭(ସନ୍ତୋଷ ପାଢ଼ୀ ): ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସୋମବାର ଦୋକାନ ବନ୍ଦ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉଠାଦୋକାନୀ ସଂଘ ଡାକରାରେ ଛତ୍ରପୁରର ସମସ୍ତ…

ଜଳିଗଲା ଡ୍ରେସ ଦୋକାନ

ବ୍ରହ୍ମପୁର,୧୦ା୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ଥାନା ଅନ୍ତର୍ଗତ ଏକ ଡ୍ରେସ ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟରୁ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଭାରତ ସାଇକେଲ ମାର୍ଟ ନିକଟ ପାଇକବାଡ଼ି ସାହିରେ ଥିବା ଶ୍ରୀସାଇ ଗାର୍ମେଣ୍ଟସ ଜଳିଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ…

ଶ୍ରାବଣ ମାସ ପ୍ରଥମ ସୋମବାର: ପଞ୍ଚଲିଙ୍ଗେଶ୍ୱର ପୀଠ ଚଳଚଞ୍ଚଳ

ନୀଳଗିରି, ୧୦।୭(ପ୍ରଶାନ୍ତ ବିଶ୍ୱାଳ): ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ପଞ୍ଚଲିଙ୍ଗେଶ୍ୱ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ହର ହର ମହାଦେବ, ଓଁ ନମଃ ଶିବାୟ ଧ୍ୱନିରେ ଶୈବପୀଠ କମ୍ପିଉଠିଥିଲା । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ।…

ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ଗୁରୁତରଙ୍କୁ ଭେଟିଲେ ନିରଞ୍ଜନ

ଭଣ୍ଡାରିପୋଖରୀ,୧୦।୭(ରବିନାରାୟଣ ଖିଲାର): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଅଳ୍ପ କେଇଦିନ ବ୍ୟବଧାନରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରେନ୍‌ ମାଡ଼ିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳର ବଳିପୁର ଗାଁର ଅମର ସାହୁ(୩୧)ଙ୍କୁ ଭେଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?