ସେଣ୍ଟ୍ରିଂ ସମୟରେ ଖୁଣ୍ଟ ପଡ଼ି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦେଲେ ମାଲିକ
କୋକସରା,୧୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘର ନିର୍ମାଣ ସମୟରେ ସେଣ୍ଟ୍ରିଂ କାଢୁଥିବା ବଳି ଖୁଣ୍ଟ ମୁଣ୍ଡରେ ବାଜିବା ଫଳରେ ଜଣେ ରାଜମିସ୍ତ୍ରୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋକସରା ବ୍ଲକ ଲଡୁଗାଁ ଗ୍ରାମର ଜଣେ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ କମ୍ପ୍ଲେକ୍ସ ନିର୍ମାଣରେ ନିୟୋଜିତ ଥିବା…
ବାହାନଗା ଟ୍ରେନ୍ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ
ବାଲେଶ୍ୱର,୧୨ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ବୁଧବାର ରେଳଷ୍ଟେଶନ ପରିସରରେ ସୂଚନା ଦେଇଛନ୍ତି।…
ବିନା ସୂଚନାଫଳକରେ ଲକ୍ଷାଧିକ ଟଙ୍କାର ମିଶନ ଶକ୍ତି ଗୃହ ନିର୍ମାଣ
ଡୁଙ୍ଗୁରୁପାଲି,୧୨ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପଛପଟରେ ତଥା କୋର୍ଟ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗୃହ ନିର୍ମାଣ କାମ ବିନା ସୂଚନା ଫଳକରେ ଚାଲିଛି। ସୂଚନାନୁସାରେ, ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ…
ବାଞ୍ଜିବାହାଲ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ: ପ୍ରେମିକାଙ୍କ ବାପା, କାକା, ଭିଣୋଇ କୋର୍ଟଚାଲାଣ
ଭବାନୀପାଟଣା,୧୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବହୁ ଚର୍ଚ୍ଚିତ ବାଞ୍ଜିପଦର ଗାଁ ପ୍ରେମୀଯୁଗଳଙ୍କ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ କରିଛି ଧର୍ମଗଡ଼ ପୋଲିସ। ଏହି ଘଟଣାରେ ପ୍ରେମିକାଙ୍କ ବାପା,କାକା ଓ ଭିଣୋଇ ହତ୍ୟାକାରୀ ବୋଲି ଜଣାପଡ଼ିଛି। ତିନି ଅଭିଯୁକ୍ତଙ୍କୁ ଗିରଫ…
ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ
ବାଲିଗୁଡ଼ା,୧୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ଼ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି। ପାଣି ଅଭାବ ଯୋଗୁ ଚାଷୀକୁଳ ହତାଶ…
ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର ସକାଳେ କୌଶଳ କ୍ରମେ ଥାନାରୁ ଫେରାର ହୋଇଯାଇଥିଲେ। ବହୁ ତନାଘନା ପରେ ପୋଲିସ…
ନିଜ ଲୋଡର ତଳେ ଚାପି ହୋଇଗଲେ ଅପରେଟର
ବଡ଼ବିଲ,୧୨ା୭(ଦେବପ୍ରିୟା ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାଓ୍ବାର ଆଣ୍ଡ୍ ଷ୍ଟିଲ୍ କମ୍ପାନୀ ଖଣିରେ ବୁଧବାର ଦୁର୍ଘଟଣା ଘଟି ନିଜ ଲୋଡର ତଳେ ଚାପି ହୋଇ ଅପରେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା…
୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ଚେତାବନୀ ଦେଲା ୬୬୨ କଲେଜ ଅଧ୍ୟାପକ
ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର ଦାବି ସମୂହକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ବରଗଡ଼ ଜିଲା ବେସରକାରୀ ୬୬୨ କଲେଜ ବର୍ଗର…
ଟ୍ରେଲର-ବାଇକ୍ ଧକ୍କା, ଜଣଙ୍କ ଜୀବନ ଗଲା
ରାଇରଙ୍ଗପୁର,୧୨ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅନ୍ତର୍ଗତ ହଳଦା ନିକଟସ୍ଥ ପେଟ୍ରୋଲ ପମ୍ପ୍ ପାର୍ଶ୍ୱ ୨୨୦ ନଂ ଜାତୀୟ ରାଜପଥ ରାସ୍ତାରେ ଆଜି (ବୁଧବାର) ଏକ ଟ୍ରେଲର ନଂ (୦୧ଏଲ୍ ଏଚ-୮୩୩୦) ସେ ବାଇକ୍ ନଂ/ଜେ -ଏଚ୍-୦୫କେ-୭୪୭୩ ଧକ୍କା ଦେବାରୁ…
ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ନେଇ ବିକ୍ଷୋଭ
ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ଓ ଚରମ ଅବହେଳା ପ୍ରତିବାଦରେ ବୁଧବାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଲୋକ କାର୍ଯ୍ୟାଳୟ ସମ୍ମୁଖରେ…
ବନ୍ଦ ଘରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ
ପୋଲସରା,୧୨ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ରାଜମହଲ ସାହି ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ଥିବା ଏକ ଘରୁ ବୁଧବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବ୍ୟକ୍ତି ହେଉଛନ୍ତି ପୋଲସରା ବ୍ୟାଙ୍କ ଅଫ୍ ଇଣ୍ଡିଆର…
ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ: ୨ ଦିନ ହେଲା ବିଦ୍ୟାଳୟ ବନ୍ଦ
ପାଟଣା,୧୨।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗ ବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରି ମଙ୍ଗଳବାର ଓ ବୁଧବାର ବିଦ୍ୟାଳୟ ବନ୍ଦ ହୋଇଛି। ଅଭିଭାବକ ମାନେ ପିଲାଙ୍କୁ…

