ଆମ ଜିଲା ଖବର

ହତ୍ୟା ମାମଲା: ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର,୨ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ…

ନିର୍ମାଣାଧୀନ କୋଠାରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର,୨।୯: ଯାଜପୁର ମେଡିକାଲ କଲେଜ ନିକଟରେ ନିର୍ମାଣାଧୀନ ପୌରପାଳିକା କାର୍ଯ୍ୟାଳୟ କୋଠରୀରୁ ଏକ ମୃତଦେହ ମିଳିଛି । ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପଣସା ପଞ୍ଚାୟତର ମୋଟ୍ରାଙ୍ଗ ପାଳ ଗାଁର ଜିଲୁ ବୋଲି…

ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ ଉଦ୍ଧାର…

ପୁରୀ ପେଣ୍ଠକଟାରେ ବୋମା ବିସ୍ଫୋରଣ

ପୁରୀ,୨।୯(ଅଜିତ୍‌ ମହାନ୍ତି): ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ ଡଙ୍ଗା ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଏକ ମାଛ ଧରା ଡଙ୍ଗାରେ ବୋମା ବିସ୍ଫୋରଣ । ଶନିବାର ହଠାତ୍‌ ପେଟ୍ରୋଲ ପମ୍ପ ପଛ ପଟେ ବିସ୍ଫୋରଣ ହୋଇଥିଲା। ଏଥିରେ ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି…

ବୁଲାଗୋରୁଙ୍କୁ ରାସ୍ତାରୁ ଉଠାଇନେଲେ

ବୁଗୁଡ଼ା,୨ା୯(କାଳି ଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ରାଜରାସ୍ତା ସାଙ୍ଗକୁ ବିଭିନ୍ନ ସାହିରେ ଗାଈଗୋରୁଙ୍କ ଅବାଧ ବିଚରଣକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ଏନେଇ ଏନ୍‌ଏସି ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ଅମାନିଆ…

୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଟେନ୍‌ସା,୨ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ଦେବେନ୍ଦ୍ର ନାଏକଙ୍କ ସ୍ତ୍ରୀ ଗୁରା ନାଏକ(୪୫) ଗତ ୨୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କର କୌଣସି ସନ୍ଧାନ…

ପିକ୍‌ଅପ୍‌ ପଛରୁ ପିଟିଲା ଆମ୍ବୁଲାନ୍ସ: ୩ ଗୁରୁତର

ରୂପସା ,୨।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି।…

ଲୁଟ୍‌ ଉଦ୍ୟମ ବେଳେ ମହିଳାଙ୍କୁ ଛୁରି ଭୁସିଲେ ଦୁର୍ବୃତ୍ତ

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଡକାୟତମାନେ ଆତଙ୍କ ଜାହିର କରିଛନ୍ତି। ରାତିରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲଟ୍‌ପାଟ କରୁଛନ୍ତି। ଏପରିକି ଲୋକଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଆଘାତ ମଧ୍ୟ କରୁଛନ୍ତି। ପୋଲିସର ନିଷ୍କ୍ରିୟତା…

ଖାଉଟି ଫୋରମ୍‌ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କା

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ବୀମା କମ୍ପାନୀ ମୃତ୍ୟୁକାଳୀନ କ୍ଷତିପୂରଣ ଟଙ୍କା ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ଅଭିଯୋଗର ବିଚାର କରି ବରଗଡ଼ ଖାଉଟି ସୁରକ୍ଷା ଫୋରମ ମୃତକଙ୍କ ସ୍ତ୍ରୀଙ୍କୁ ୧କୋଟି…

ଜିଆଇ ଟ୍ୟାଗ୍‌ ଅନ୍ତିମ ପର୍ଯ୍ୟାୟରେ ମଗଜି ଲଡୁ

ଢେଙ୍କାନାଳ,୨ା୯(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଜିଓଗ୍ରାଫିକାଲ ଜର୍ନାଲ ମାଗାଜିନର ପୃଷ୍ଟା-୪୫ରେ ମଧ୍ୟ ଏହା ସ୍ଥାନ ପାଇସାରିଛି। ଏହି ଖବର ଜଣାପଡ଼ିବା ପରେ ଢେଙ୍କାନାଳ ଜିଲାରେ…

ମୃତଦେହ ଛାଡ଼ିବା ପାଇଁ ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର,୨ା୯ (ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ରୋଗୀସେବା ପାଇଁ ବିଭିନ୍ନ ସମୟରେ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆସୁଛି। ଏବେ ମୃତଦେହ ଛାଡ଼ିବା ପାଇଁ ମଧ୍ୟ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର (ମନୋରଞ୍ଜନ ତିରିଆ),୨ା୯: ମୟୂରଭଞ୍ଜ ଜିଲା ବାଦାମପାହାଡ ତହସିଲ ଅଧୀନ ଜୟପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ କେମିକାଲ ବୋଳା ସମସ୍ତ ନୋଟ ଜବତ ହୋଇଛି। ଆର୍‌ଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?