ଆମ ଜିଲା ଖବର

କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାରେ ସାଇ ସୁକନ୍ୟା

ଭଦ୍ରକ, ୨ା୯ (ସନାତନ ରାଉତ): ଭାବର ଠାକୁର କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ସାଇ ସୁକନ୍ୟା। ଜଗନ୍ନାଥ ଓ ବଳଭଦ୍ରଙ୍କୁ ନିଜର ବଡ଼ଭାଇ ମାନି ତିହିଡ଼ି ବ୍ଲକ ବାମନବିନ୍ଧା ଗ୍ରାମର ସଞ୍ଜୟ ମହାନ୍ତିଙ୍କ…

କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଜ୍ଞପ୍ତି

ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ ପବ୍ଲିକ…

ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହ ଜବତ

ମଙ୍ଗୁଳି-ଜଗତପୁର,୧।୯(ମାନସ ସାମଲ)- ଜଗତପୁର ଥାନା ଅଧୀନ ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହକୁ ଜଗତପୁର ପୋଲିସ ଶୁକ୍ରବାର ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ପଠାଟିରେ ସାଧାରଣ ଲୋକଙ୍କ ଚଳାଚଳ ନ ଥିବାରୁ…

ବ୍ରିଜ୍‌ରେ ଝୁଲି ରହିଲା ହାଇୱା

ବାରଙ୍ଗ,୧।୯(ଲିଙ୍ଗରାଜ ରାଉତ): ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡକୁ ଧକ୍କାଦେଇ ଝୁଲି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ। ପ୍ରକାଶ…

ଦିନକରେ ୨ ମୃତଦେହ ଜବତ

କଟକ ସଦର,୧।୯(ସୁଶାନ୍ତ ଜେନା) କିଶନ ନଗର ଥାନା ଅଞ୍ଚଳରେ ଶୁକ୍ରବାର ପୋଲିସ ୨ଟି ମୃତଦେହକୁ ଜବତ କରିଛି। ଏ ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସିଙ୍ଘାଳ ଗ୍ରାମର…

ନିୟମଗିରି ପାଦଦେଶରେ ଆଦିବାସୀଙ୍କ ମେଳି

ମୁନିଗୁଡା,୧।୯(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ପୋଲିସ ନିରୀହ ଆଦିବାସୀଙ୍କୁ ଉଠାଇନେଇ ନିର୍ଯାତନା ଦେବା ସହ ମିଥ୍ୟା ମାମଲାରେ ଛନ୍ଦି ଜେଲ ପଠାଉଥିବା ଘଟଣାକୁ ନେଇ ନିୟମଗିରି ପାଦଦେଶରେ ଥିବା ଡଙ୍ଗରିଆଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ରାୟଗଡ଼ା ଜିଲା…

କେନ୍ଦୁପତ୍ର ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ରେଢାଖୋଲ,୧ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ବନଖଣ୍ଡ ମୋବାଇଲ ଟିମ୍‌ ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ହେଲେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଳିଥିବା ସୂଚନା ମୁତାବକ, ଓଆର୍‌୧୫ଆର-୫୦୮୬ନଂ.…

ଟିଫିନ ବୋମା ଜବତ

ଫିରିଙ୍ଗିଆ,୧ା୯(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କିଛି ମାସ ପୂର୍ବେ ସୁମରୁବନ୍ଧ ଅଞ୍ଚଳର ପୁରୁଣା ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଥିଲେ। ସେହିପରି ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ ଏବଂ ଗଞ୍ଜେଇ ଚାଷକୁ ମାନ୍ୟତା…

ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ସ୍ବାସ୍ଥ୍ୟ ସଚିବ

ଘସିପୁରା,୧।୯(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ୍‌ ଅଚାନକ ଗସ୍ତ କରିଥିଲେ। ଏହି ଅବସରରେ ସେ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଚିକିତ୍ସାଳୟ ଅଧିକାରୀଙ୍କ…

ସ୍ବତନ୍ତ୍ର ଜିଲା ଦାବି ତେଜିଲା

କୁଚିଣ୍ଡା,୧ା୯(ବିରଞ୍ଚତ୍ ଦର୍କା): କୁଚିଣ୍ଡାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ତେଜିବାରେ ଲାଗିଛି। ସରକାର କୁଚିଣ୍ଡାକୁ ଜିଲା ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଗୁରୁବାର କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। କୁଚିଣ୍ଡା ଓକିଲ ସଂଘ ସଭାଗୃହରେ କ୍ରିୟାନୁଷ୍ଠାନ…

ମୋରଡ଼ା ନିର୍ବାଚନମଣ୍ଡଳୀ: ବିକାଶ ମଣ୍ଡଳ ହେଲେ ଛାତ୍ର କଂଗ୍ରେସ ସଭାପତି

ମୋରଡ଼ା,୧।୯(ସ୍ମାରକ ମାଜୀ): ମୋରଡ଼ା ନିର୍ବାଚନମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ ସଭାପତି ଭାବେ ବିକାଶ ମଣ୍ଡଳ ନିଯୁକ୍ତ ହୋଇଛନ୍ତି l ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ୩୩ଜଣ ନୂତନ ସଭାପତି ନିଯୁକ୍ତି ଘୋଷଣା କରିଥିବା ବେଳେ ମୋରଡା, ରାସଗୋବିନ୍ଦପୁର ଶୁଳିଆପଦା ବ୍ଲକକୁ ନେଇ…

ଜିଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଶୁଭାରମ୍ଭ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ): କନ୍ଧମାଳ ଜିଲାରେ କ୍ଲାମ୍ବୁ(ଗୋତ୍ର) ତଥା ଜାତିର ପରିଚୟ ସୃଷ୍ଟି ପାଇଁ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ୨୦୦୮ରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?