୧୦ ଲକ୍ଷ ଟଙ୍କାର ନକଲି ପ୍ରସାଧନ ସାମଗ୍ରୀ ଜବତ
ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଲାକ୍ମି ବ୍ରାଣ୍ଡ କମ୍ପାନୀର ନକଲି ପ୍ରସାଧନ ସମାଗ୍ରୀ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଶନିବାର ବଡ଼ବଜାର ଏବଂ ଟାଉନ୍ ଥାନା ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ…
ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଏସ୍ଆଇ ତରଣୀସେନ ବାଘ ଢେଙ୍କିକୋଟ ଫାଣ୍ଡିରୁ ରୁଗୁଡ଼ି ଥାନା, ସିଲୁ ମଲ୍ଲିକ ମୁଖ୍ୟାଳୟରୁ ଟାଉନ ଥାନା, ଦ୍ୱାରିକାନାଥ ସେଠୀ ଆନନନ୍ଦପୁରରୁ ହରିଚନ୍ଦନପୁର ଥାନାକୁ, ଅଗଷ୍ଟ ସ୍ବାଧୀନ ସେଠୀ ବାମେବାରୀରୁ…
ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ସ୍ବାସ୍ଥ୍ୟକେନ୍ଦ୍ର କିରାଣି, ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍
ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଶନିବାର ଏକ ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଓ ତାଙ୍କ ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…
ବଳାତ୍କାରୀଙ୍କୁ ୭ ବର୍ଷ ଜେଲ୍ଦଣ୍ଡାଦେଶ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ବଳାତ୍କାର ମାମଲାର ଶୁଣାଣି କରି ରାଜେନ୍ଦ୍ର ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଫାଇନ…
ତୋଟାରୁ ମିଳିଲା ନରକଙ୍କାଳ
ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…
ଟ୍ରେନ୍ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା
ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍ ଟ୍ରେନ୍ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ…
ଖବରଦାତାଙ୍କୁ ହତ୍ୟାଧମକ ଘଟଣା:ଅତିରିକ୍ତ ଏସ୍ପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ କର୍ମକର୍ତ୍ତା
ବେହେରା, ୩୦।୯(ଭୂପେଶ ତିୱାରୀ)-ଏକ ଦୈନିକ ଖବର କାଗଜର କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦେଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶୁକ୍ରବାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ…
ଶହୀଦ ପୀଠରୁ ମାଟି ସଂଗ୍ରହ
ଧାମନଗର, ୩୦।୯ (ଦେବେନ୍ଦ୍ର ଆନ୍ଦିଆ)-ଭଦ୍ରକ ଜିଲା ଧାମନଗର ବିଧାନସଭା କ୍ଷେତ୍ରର ଲୁଣିଆ ଗୁଳିକାଣ୍ଡ ସ୍ମାରକୀସ୍ଥଳୀ ଶହୀଦନଗରସ୍ଥିତ ଶହୀଦ ସ୍ମୃତିପୀଠଠାରେ ଭାଜପା ପକ୍ଷରୁ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ଏମ୍ପି…
ଡ୍ରେନ୍ ନିର୍ମାଣ ସରୁନି, ଚିନ୍ତାରେ ଗ୍ରାମବାସୀ
ବଇଣ୍ଡା,୩୦।୯(ପରିକ୍ଷିତ ସାହୁ): କିଶୋରନଗର ବ୍ଲକ ବଇଣ୍ଡା ଛକ, କଦଳୀମୁଣ୍ଡା, ନନ୍ଦମୁଣ୍ଡା, ଶରଧାମୁଣ୍ଡା ଅଞ୍ଚଳରେ ଡ୍ରେନ୍ କାର୍ଯ୍ୟ ସରୁନାହିଁ। ଠିକାସଂସ୍ଥା ପକ୍ଷରୁ କାମ ସମାପ୍ତ କରାଯାଉ ନ ଥିବାରୁ ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ବାରମ୍ବାର ବଇଣ୍ଡା ଗ୍ରାମବାସୀ ରାସ୍ତା କାମ…
ହାତୀ ଉପଦ୍ରବ: ଭାଙ୍ଗିଲା ଘର
ମୋରଡା,୩୦।୯(ସ୍ମାରକ ମାଝୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତର ତଳସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାରି ଟିକିଆ ଶିମିଳିପାଳ ହାତୀପଲ…
କାର୍ଯ୍ୟ ସମାପ୍ତି ତାରିଖ ଶେଷ, ସରିନି ନିର୍ମାଣ
ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣାଠାରେ ଗତ ଦେଢବଷରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଆଦର୍ଶ ବସ୍ ଟର୍ମିନାଲ ନିର୍ମାଣ କାମ ବିଳମ୍ବିତ ହୋଇଛି। ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟର ଶେଷ (ସମାପ୍ତି) ତାରିଖ ଗତ ଜୁନ୍ ୩୦ ତାରିଖ…
ସରିଲା ନୂଆଁଖାଇ, ଗାଁ ଗାଁରେ ଦାଦନ ସର୍ଦ୍ଦାର
ଖଡ଼ିଆଳ,୩୦।୯(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ଅଞ୍ଚଳରେ ବେସ ଉତ୍ସାହର ସହ ଲୋକେ ଗଣପର୍ବ ନୂଆଁଖାଇ ପାଳନ କରିଛନ୍ତି। ନୂଆଁଖାଇ ସରିବା ପରେ ଦାଦନ ସର୍ଦ୍ଦାର ଗାଁ ଗାଁରେ ଏଜେଣ୍ଟ ରଖି ମୁଣ୍ଡ ପିଛା ୨୦ରୁ ୩୦ ହଜାର ଟଙ୍କା…

