Odisha Elections 2024

ଆମ ଜିଲା ଖବର

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨୩୩ କି.ଗ୍ରା ହେବ। ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି।...

ଝିଅପୁଅଙ୍କୁ ଘରୁ ଡାକି ନେଇ କୂଅକୁ ଠେଲି ଦେଲେ ମା’, ନିଜେ କଲେ ଆତ୍ମହତ୍ୟା ଉଦ୍ୟମ

ରାଇକିଆ,୧୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମା’ ୯ ବର୍ଷର ଝିଅ ଏବଂ ୫ ବର୍ଷର ପୁଅକୁ କୂଅକୁ ଠେଲି ଦେଇଛନ୍ତି। ଝିଅପୁଅଙ୍କୁ ଘରୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା...

ଛତ୍ରପୁର ଏନଏସିରେ ସ୍ପେଶିଆଲ ଡ୍ରାଇଭ: ଦାରିଦ୍ର୍ୟ ପ୍ରପୀଡ଼ିତ, ନିରାଶ୍ରୟଙ୍କୁ ଟିକା

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ସ୍ପେଶିଆଲ ଡ୍ରାଇଭ ଆରମ୍ଭ ହୋଇଛି। ଏଥିରେ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନିରାଶ୍ରୟଙ୍କୁ କରୋନା ଟିକା ଦିଆଯାଉଛି। ଏ ନେଇ ସହଯୋଗ କରି ଆଗେଇ ଆସିବାକୁ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ...

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦...

ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍‌

ପଦ୍ମପୁର,୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିଥିଲେ ମଧ୍ୟ କୌଣସି କାରଣରୁ ଟଙ୍କା ଉଠାଇବାରେ ସଫଳ ହୋଇ ନ ଥିଲେ। ଖବର...

ଘରୁ କେଉଁଆଡ଼େ ଗଲେଯେ ଆଉ ଫେରିଲେନି, ବିଲରୁ ମିଳିଲା ମୁଣ୍ଡବିହୀନ ମୃତଦେହ

ଆରଡ଼ି,୧୭।୭ (ଡି.ଏନ୍‌.ଏ. ): ଭଦ୍ରକ ଜିଲା ଅସୁରାଳି ନିକଟସ୍ଥ କାକୁଡ଼ିଗଡିଆ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ ଜବତ ହୋଇଛି। ଉକ୍ତ ମୃତଦେହ ଧୂଷୁରୀ ଥାନା ଅଧୀନ ଉଚ୍ଚପଦା ଗ୍ରାମର ଜିତେନ୍ଦ୍ର କୁମାର ସେନ (୩୩)ଙ୍କର। ତାଙ୍କ ପରିବାର...

ଅନୁମତି ସତ୍ତ୍ୱେ ଗଡ଼ିଲା ନାହିଁ ବସ୍‌

କଟକ ଅଫିସ, ୧୭ା୭: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ସ୍ୱାଭାବିକ ହୋଇଥାନ୍ତା। ତେବେ କଟକ ବାଦାମବାଡି ଅଞ୍ଚଳରୁ ସକାଳୁ ଗୋଟିଏ ବି ବସ୍‌ ଗଡିନାହିଁ। ବସ୍‌ ଚଳାଚଳ ନେଇ ବିଭିନ୍ନ ସମସ୍ୟା ରହିଥିବାରୁ ଏ...

ବିଭିନ୍ନ ଯୋଜନାର କାର୍ଯ୍ୟ ଅଗ୍ରଗତିକୁ ଗୁରୁତ୍ୱ

କଟକ ଅଫିସ ୧୭ା୭: କଟକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ପଞ୍ଚମ ଜିଲା ଉନ୍ନୟନ, ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷି,...

ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତାଙ୍କୁ ସର୍ବସମ୍ମୁଖରେ...

ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୭ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଏବେ ସେଠାରେ ଦାରୁଦିଅଁଙ୍କ ନୀତିକାନ୍ତି ଚାଲିଛି। ଶୁକ୍ରବାର ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ମା’ ମହାଲକ୍ଷ୍ମୀ...

୧୯ରୁ ଭର୍ଚୁଆଲରେ ଚାଲିବ ହାଇକୋର୍ଟ

କଟକ ଅଫିସ,୧୭ା୭: ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଭର୍ଚୁଆଲ ମୋଡରେ ଚାଲିବ। ରାଜ୍ୟ ସରକାର ଗୁରୁବାର କୋଭିଡ କଟକଣାକୁ କୋହଳ କରିବାପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଥିବା ମାମଲାର ଶୁଣାଣି ପାଇଁ...

୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା ଆଇ ଡିଜିଜ୍‌ ଷ୍ଟଡି)ଡାଇଗ୍ନୋଷ୍ଟିକ ଆକ୍ସନ ରିସର୍ଚ୍ଚ ପ୍ରୋଜେକ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ସରୋଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri