ଆମ ଜିଲା ଖବର

ବରିଷ୍ଠ ନାଗରିକ ନିବାସରେ କଟୁଛି ବୃଦ୍ଧାବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ନିବାସରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ନିବାସରେ ଜନ୍ମ କଲା ଝିଅପୁଅମାନେ ପର କରିବା ପରେ ପରିଣତ ବୟସରେ ୨୫ଜଣ ବୃଦ୍ଧାବୃଦ୍ଧ…

ବିଧାୟକଙ୍କ ବିରୋଧରେ ମିଥ୍ୟା ଆରୋପ

ପଟ୍ଟାମୁଣ୍ଡାଇ,୨ା୧୦ (କଳ୍ପତରୁ ନାୟକ):ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ରାଜନଗରରେ ସେପ୍ଟେମ୍ବର ୨୯ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିଲା। ରବିବାର ବରିଷ୍ଠ ବିଜେଡି ନେତା…

ପାଟିରେ ତୂଳି ଧରି କାନ୍‌ଭାସ୍‌ରେ ଚିତ୍ର ଆଙ୍କି ଚର୍ଚ୍ଚାରେ ସୌମ୍ୟ

ରାଜନଗର,୨ା୧୦ (ଭାସ୍କର ରାଉତରାୟ):ସ୍ଥାନୀୟ ଶ୍ରୀ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର କୃତୀ ଛାତ୍ର ସୌମ୍ୟ ରଞ୍ଜନ ବଳ ପାଠ ପଢିବା ସହିତ ନିଆରା ପ୍ରୟାସରେ ପାଟିରେ ତୁଳି ଧରି କାନଭାସରେ ଦେଶର ବିଭିନ୍ନ ବରପୁତ୍ର, ପ୍ରକୃତି ଓ ପରିବେଶ ଏବଂ ଦେଶର ମାନଚିତ୍ର ଆଙ୍କି…

ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଭାଙ୍ଗିଦେଲେ

ଜଗତ୍‌ସିଂହପୁର, ୨ା୧୦ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିସରରେ ରବିବାର ଅଭାବନୀୟ ଘଟଣା ଘଟିଛି। ସିଏଚ୍‌ସିର ନୂଆ ବହିର୍ବିଭାଗ ଓ ସରକାରୀ ବାସଗୃହ ନିର୍ମାଣ ପାଇଁ ଅନୁଦାନ ଆସିଲା। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ…

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୩ ନୂଆ ପାଠ୍ୟକ୍ରମ ଖୋଲିବ

ସମ୍ବଲପୁର, ୨।୧୦(ଶୁଭାଶିଷ ପାଢ଼ୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବେ ତିନୋଟି ବିଷୟରେ ନୂତନ ପୋଷ୍ଟ ଗ୍ରାଜୁଏଟ (ପିଜି) ପାଠ୍ୟକ୍ରମ ଆରମ୍ଭ ହେବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷା, ବାଣିଜ୍ୟ ଏବଂ ସଂସ୍କୃତରେ ପିଜି ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ କେନ୍ଦ୍ର…

ନର୍ସିଂହୋମରେ ଚିକିତ୍ସା କରୁଥିଲେ ନକଲି ଡାକ୍ତର

ତାଳଚେର,୨ା୧୦(ମନୋଜ ନନ୍ଦ): ୨୦୧୯ରୁ ନର୍ସିଂହୋମ୍‌ର ପଞ୍ଜୀକରଣ ନବୀକରଣ ହୋଇନାହିଁ। ଏଠାରେ ରୋଗୀ ଦେଖୁଥିବା ଡାକ୍ତରଙ୍କ ନିକଟରେ ଡାକ୍ତରୀ ଲାଇସେନ୍ସ ମଧ୍ୟ ନାହିଁ। ତଥାପି ଦୀର୍ଘଦିନ ହେଲା ଏଠାରେ ଚାଲିଥିଲା ରୋଗୀଙ୍କ ଚିକିତ୍ସା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନେଇ ପୂର୍ବରୁ ପୋଲିସ ନିକଟରେ…

ରାଜପଥରେ ବୁଲିଲା ଦନ୍ତା

ନିରାକାରପୁର,୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀପଲଙ୍କ ଉତ୍ପାତ ଦୀର୍ଘ ବର୍ଷ ହେଲା ରହିଆସିଛି। ବିଭିନ୍ନ ସମୟରେ ହାତୀପଲ ଖାଦ୍ୟ ପାଇଁ ଗାଁ ମୁହଁା ହେଉଛନ୍ତି । ରବିବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ…

ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

କୋକସରା,୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝୀଗୁଡ଼ା ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଝୀଗୁଡ଼ା ପୋଢ଼ପଡାରେ ରହୁଥିବା ଅଭିଲାଲ ପୋଢ଼ଙ୍କ ୮ ବର୍ଷର ଝିଅ। ମିଳିଥିବା ସୂଚନା ମୁତାବକ,…

୯୫ ବର୍ଷୀୟା ମା’ଙ୍କୁ ପୋଡ଼ି ମାରିଦେଲେ ପୁଅ

ବାଲିଗୁଡା,୧।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ନିଜ ମା’ଙ୍କୁ ହତ୍ୟା କରି ଘରେ ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତବକ, ଖଜୁରିସାହିର…

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ରବିବାର ଏକ ଅଭବାନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହ କରି ବଡ଼ଭାଇ ଜଳ ନାଏକଙ୍କୁ ସାନଭାଇ ପରିବେଶ ନାଏକ ଏବଂ ୨ ପୁତୁରା…

ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ବଡ଼ବିଲ,୧।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ରେଳସାଇଡିଂ-ନୂଆ ବସ୍‌ଷ୍ଟାଣ୍ଡ ରାସ୍ତାରେ ଏକ ଗାଡ଼ି ଧକ୍କାରେ ରବିବାର ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ବିଲ ମହାନ୍ତି ବସ୍ତି ଅଞ୍ଚଳର ଚନ୍ଦ୍ରମୋହନ ମହାନ୍ତି(୫୫)। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରମୋହନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଅସ୍ତରଙ୍ଗ,୧।୧୦(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅସ୍ତରଙ୍ଗ କାକଟପୁର ରାସ୍ତା ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ନାବାଳିକାଙ୍କ ସହ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?