ଆମ ଜିଲା ଖବର

ଅନ୍ତିମ ସତ୍କାରକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ

ମୋରଡା,୧୫।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିଦପୁର ବ୍ଲକ ଅଧୀନ ରାସଗୋବିଦପୁର ପଞ୍ଚାୟତରେ ଶୁକ୍ରବାର ଅନ୍ତିମ ସତ୍କାରକୁ କେନ୍ଦ୍ର କରି ସାରମୂଳା ପଞ୍ଚାୟତ ଓ ରାସଗୋବିଦପୁର ପଞ୍ଚାୟତର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାସଗୋବିଦପୁର ପଞ୍ଚାୟତର କନ୍ଦ୍ରା ନାଏକଙ୍କ…

ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା

ଜୟପୁର,୧୫ା୧୨(ପବନ ପାଣିଗ୍ରାହୀ): ଜୟପୁରରେ ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସହରର ନୂଆସାହି, ମହାନ୍ତିସାହି, ତେଲିସାହି ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଘର କବାଟ…

କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଗୌତମନଗରଠାରେ ଶୁକ୍ରବାର ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ପ୍ରମୋଦ କିଲାକା(୨୧)। ପ୍ରମୋଦ ନିଜ ଭାଣିଜୀଙ୍କୁ ସ୍କୁଲରୁ ଧରି…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳ…

ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ ଜାତୀୟ…

ଭାଜପା-ବିଜେଡି ମେଣ୍ଟ ହେଲେ ହାତକୁ ଫାଇଦା

କେନ୍ଦୁଝର,୧୫ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡିର ଶାସନ ଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି। କେନ୍ଦୁଝର ଜିଲା କଂଗ୍ରେସ ଅଫିସରେ ଚାଲିଥିବା ଖଟିରେ ସ୍ଥାନୀୟ ନେତା ଓ କର୍ମୀ କୁହାକୁହି ହେଉଛନ୍ତି, ରାଜ୍ୟରେ…

ବିକାଶ ନାଁରେ ଚାଲିଛି ହରିଲୁଟ

ନୂଆଗାଁ,୧୫।୧୨ (ଧନେଶ୍ୱର ସାହୁ): ପ୍ରତି ପଞ୍ଚାୟତ ଓ ଗାଁର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ତାହାକୁ ଠିକ୍‌ ଭାବେ ବିନିଯୋଗ ନ କରି ଅସତ୍‌ ଉପାୟରେ ତାହା ହରିଲୁଟ୍‌ ହେଉଛି । ନୟାଗଡ଼ ଜିଲା…

ବଦଳୁନି ଜଙ୍ଗଲ ରାସ୍ତାର ରୂପ

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ଠାରୁ ସାରଣ୍ଡା, ବୁଢ଼ିଝରି, ଆଙ୍ଗିସିଙ୍ଗି, କୋଶଳାଙ୍ଗ ଆଦି ଅଞ୍ଚଳକୁ ସାପୁଆ ଜଙ୍ଗଲ ଭିତରେ ରହିଥିବା ରାସ୍ତାର ରୂପ ବଦଳୁନି । କେତେବେଳେ ରାସ୍ତା ନିର୍ମାଣ ହେଉଛି ତ ଆଉ କେତେବେଳେ ମରାମତି…

ସ୍ପିଡ୍‌ ବୋଟ୍‌ ଅଚଳ: ମତ୍ସ୍ୟ ବିଭାଗ ପାଟ୍ରୋଲିଂ କରୁନାହିଁ

ପାରାଦୀପ,୧୫ା୧୨(ଶରତ ରାଉତ): ଓଡ଼ିଶାର ପୂର୍ବ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଲାଗୁ କରାଯାଇଛି। ଏହି ସମୟରେ କୌଣସି ମତ୍ସ୍ୟଜୀବୀ କିମ୍ବା ମାଛଧରା ବୋଟ୍‌ କଇଁଛ…

ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି: ତାରାପ୍ରସାଦ ବାହିନୀପତି

କୋରାପୁଟ,୧୪ା୧୨(ଅମିତାଭ ବେହେରା): କୋରାପୁଟରେ ଲକ୍ଷ୍ମୀ ବସ୍‌ ସେବା ଉଦ୍‌ଘାଟନ ଅବସରରେ କେତେକ କାରଣ ଯୋଗୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ମଞ୍ଚରେ ସମସ୍ତଙ୍କ ସମ୍ମୁଖରେ ସେ ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି ବୋଲି ଚେତାବନୀ…

ନବ ଦାସ ହତ୍ୟା ମାମଲା: ୧୦ମାସ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରଜରାଜନଗର,୧୪ା୧୨(ବିଜୟ ବରାଡ଼): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବ୍ରଜରାଜନଗର ନିବାସୀ ଚନ୍ଦନ ସିଂ ନୋଟିସ ପାଇବା ପରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌(ଏଡିଜେ) କୋର୍ଟରେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ ଡିଫେନ୍ସ କାଉନସିଲ ଆଡ୍‌ଭୋକେଟ…

ପ୍ରେମ କରି ଫେରାର ହେଲେ ପ୍ରେମିକ: ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ନାବାଳିକା

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପ୍ରେମିକ ଫେରାର ଥିବା ବେଳେ ବର୍ତ୍ତମାନ ନାବାଳିକା ଜଣକ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?