୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ
ନାକଟିଦେଉଳ,୬ା୧୦(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରା.ପ. ଅନ୍ତର୍ଗତ କଞ୍ଚନପୁର ଗ୍ରାମକୁ ୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଫଳରେ ପାଣି ପାଇଁ ଗ୍ରାମବାସୀ…
ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ
ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ…
ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି
ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ…
ପାରିବାରିକ କଳହକୁ ନେଇ ଆତ୍ମହତ୍ୟା
ପୋଲସରା,୬।୧୦(ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମର ରୋହିତ ବିଷୋୟୀ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ସବୁ ବେଳେ ରୋହିତ ମଦ୍ୟପାନ କରି ଘରେ ଝଗଡ଼ା ଗଣ୍ଡଗୋଳ କରୁଥଲେ। ଗାଳି ଗୁଲଜ…
ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ପୋଲସରା,୬।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ଗ୍ରାମ ପଞ୍ଚାୟତ ହାତୀପାଦ ପଲ୍ଲୀ ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହାତୀପାଦ ପଲ୍ଲୀ ଗ୍ରାମର ନନ୍ଦିଆ ପରିଡ଼ା (୭୦)। ସେ…
ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍ ଖୁଣ୍ଟ, ଜବରଦଖଲ ବାଧକ
ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ ଉଠାଇବା…
ରାସ୍ତାରେ ଖାଲଖମା, ଲୋକେ ହଇରାଣ
କୃଷ୍ଣପ୍ରସାଦ,୬।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ରାମଲେଙ୍କା ପଞ୍ଚାୟତ ପାଇକେରାପୁରଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ବ୍ରାହ୍ମଣଦେଓ ହାଡ଼ି ପୋଖରୀ, ପିଟିଶାଳ ବିଟ ହାଉସ, ବଜ୍ରକୋଟ ବାଙ୍କ ଓ ପୋଖରୀ,…
ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା
ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି କୋଟି…
ପୁନରୁଦ୍ଧାର ହେଉଛି ବୌଦ୍ଧପୀଠ ଲାଙ୍ଗୁଡ଼ି
କାଏମା,୬ା୧୦(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜାପୁର ଓ ପାଟପୁର ପଞ୍ଚାୟତ ମଧ୍ୟଭାଗରେ ଥିବା ଲଙ୍ଗୁଡ଼ି ପାହାଡ଼ର ପୁନରୁଦ୍ଧାର କରାଯାଉଛି। ଏହି କାର୍ଯ୍ୟ ୨୦୨୩ ଜାନୁୟାରୀରୁ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବ। ଏହାପରେ ଉକ୍ତ ପାହାଡ଼ ପୂର୍ବଭଳି…
ଟ୍ରଲିରେ ବୁହାହେଲେ ଅସୁସ୍ଥ ମହିଳା
ଧର୍ମଶାଳା,୬ା୧୦(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ସାମନାକୁ ଆସିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଡକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ତାଙ୍କୁ ଟ୍ରଲିରେ ନିଆଯାଇଛି। ସମ୍ପୃକ୍ତ ମହିଳା ହେଲେ ରସୁଲପୁର ବ୍ଲକ ପ୍ରଥମଖଣ୍ଡି ପଞ୍ଚାୟତ…
ଜାରକା ଡିଭିଜନରେ ତତ୍ପରତା, ଯାଜପୁରରେ ନାହିଁ
ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ୨୦୧୯ ଜୁନ ସୁଦ୍ଧା ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ସଡ଼କ ସଂଯୋଗ ହୋଇପାରି ନ ଥିଲା। ସେତେବେଳେ ବିଧାୟକ ମୋହନ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ବିଭାଗୀୟ ଉତ୍ତରରୁ ଏହା ସ୍ପଷ୍ଟ ହୋଇଥିଲା। ଗତ ବିଧାନସଭା ଅଧିବେଶନରେ…
ପୋଖରୀ ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ
ଜଗତ୍ସିଂହପୁର, ୬।୧୦ (ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ସହରରେ ଏକାଧିକ ପୋଖରୀ ଅଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆବଶ୍ୟକତା ପୂରଣ କରିପାରୁନାହିଁ। ଏପରି କି କେତେକ ପୋଖରୀ ଖରାଦିନେ ଶୁଖିଯାଏ। କିନ୍ତୁ ଗୋପାଳସାଗର ପୋଖରୀରେ ବର୍ଷ ତମାମ ପାଣି ରୁହେ। କଟକ-ଜଗତ୍ସିଂହପୁର ମୁଖ୍ୟ…

