ଆମ ଜିଲା ଖବର

ଚିଲିକାରେ ପକ୍ଷୀ ଗଣନା ଆଜି, ସାମିଲ୍‌ ହେବେ ୨୧ ଟିମ୍‌

ବାଲୁଗାଁ, ୪ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିିଏ ଗବେଷଣା କେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ସବିଶେଷ…

ଗୋପବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ସାତସପନ: ପଲିଥିନ ତଳେ ଶୀତ, କାକରରେ ବିତୁଛି ଜୀବନ

ରାଜକନିକା,୪ା୧ (ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆବାସ ଯୋଜନା, ବିଜୁ ପକ୍କାଘର ଅନ୍ୟତମ। ସାଧାରଣ ଗରିବଙ୍କୁ ଏହି ଯୋଜନାରେ ଗୃହ ଯୋଗେଇ…

ଜଗତ୍‌ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ

ଜଗତ୍‌ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ…

ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା

ମହାକାଳପଡ଼ା,୪।୧( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ ବାଲି…

କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି

କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି ନେଇଥିବା…

ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି ଲଡ଼ୁ…

ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ

ବ୍ରହ୍ମପୁର,୪ା୧ (ସ୍ମୃତି ରଞ୍ଜନ ମହାଲିକ): ଶୀତ ଋତୁ ଆସିଲେ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଲାଗେ। ବିଶେଷ କରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ…

୬ରେ ଦଶପଲ୍ଲାକୁ ଗଡ଼ିବ ରେଳ

ନୟାଗଡ଼/ଦଶପଲ୍ଲା,୪।୧ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଜାନୁଆରୀ ୬ରେ ଦଶପଲ୍ଲା ରେଳ ଷ୍ଟେଶନ ଉଦ୍‌ଘାଟନ ହେବ। ଏଥିପାଇଁ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ନୟାଗଡ଼ ଜିଲାର ଦଶପଲ୍ଲା ଗସ୍ତ କରିଛନ୍ତି। ମହାପ୍ରବନ୍ଧକ ଭୁବନେଶ୍ୱରରୁ ଦଶପଲ୍ଲାକୁ ରେଳ ଇଞ୍ଜିନରେ ଆସି…

ସମ୍ବଲପୁରରେ ଲାଠି ଚାର୍ଜ

ସମ୍ବଲପୁର,୩ା୧: ବୁଧବାର ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରର ଲକ୍ଷ୍ମୀ ଟକିଜ୍‌ ଛକରେ ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଛି।

ଓଲଟିଲା କାର୍‌, ଟ୍ରକ୍‌ ସହ ପିଟିହେଲା ବସ୍‌

କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ (ଓଡି-୧୪-ଡବ୍ଲୁ-୪୪୪୫) ନମ୍ବର ବିଶିଷ୍ଟ ଏକ କାର୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଚାଳକ ସମେତ ୪ଜଣ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର…

ଜିଆଇ ମାନ୍ୟତା ପାଇଲା ଡଙ୍ଗରିଆଙ୍କ ହାତବୁଣା ଶାଲ୍‌, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା

ରାୟଗଡ଼ା,୩ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍‌ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ୭ଟି ସାମଗ୍ରୀ…

ବେଆଇନ ଟ୍ରେନ୍‌ ଟିକେଟ୍‌ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ

ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍‌ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?