ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି
ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ…
ପିଡିଏସ୍ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା
ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…
ଶ୍ରେଣୀଗୃହ ଅଭାବ: ପ୍ରଥମ ବର୍ଷାରେ ବେହାଲ ଛାତ୍ରୀଛାତ୍ର
ଲାଠୋର,୨୫।୬(ଭୁବନେଶ୍ବର ବାରିକ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶ୍ରେଣୀ କୋଠରୀ ଅଭାବ ହେତୁ ଚଳିତବର୍ଷ ପ୍ରଥମ ବର୍ଷାରେ ବେହାଲ ହୋଇପଡିଛନ୍ତି l ଆଗକୁ ବର୍ଷା ବଢ଼ିଲେ ପରିସ୍ଥିତି କ’ଣ ହେବ ସେ ନେଇ…
କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା
ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା ଉପୁଜୁଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିପାରୁନାହିଁ।…
ନିୟନ୍ତ୍ରଣ ହରାଇଛି ଅଦା ଦର
ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ ପ୍ରତି…
୪୮ ହଜାର ହେକ୍ଟରରେ କପାଚାଷ ଲକ୍ଷ୍ୟ
ରାୟଗଡ଼ା,୨୫।୬(ଆଶିଷ ରଞ୍ଜନ ପଣ୍ଡା)ଆସିଲା ମୌସୁମୀ ା ଆରମ୍ଭ ହେଲା ଚାଷକାମ ା ତେବେ ଆଷାଢ଼ ମାସ ଆରମ୍ଭ ହୋଇ ୨୨ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଜିଲାରେ ୨୦୦ ମି.ଲି.…
ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ମୌଳିକ ସ୍ବାସ୍ଥ୍ୟସେବା
ଭାପୁର,୨୫।୬(ଭରତ କୁମାର ବେହେରା)ନୟାଗଡ଼ ଜିଲାର ପ୍ରଥମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିବା ଭାପୁର ଡାକ୍ତରଖାନାରେ ମୌଳିକ ସ୍ବାସ୍ଥ୍ୟସେବା ମିଳୁନି ା ଏହି ଡାକ୍ତରଖାନା ଉପରେ ଭାପୁର ବ୍ଲକର ୨୦ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ତେବେ ଅତୀତରେ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ…
ହାଇକୋର୍ଟଙ୍କ ରହିତାଦେଶ ଆଣିଲା ଆଶ୍ବସ୍ତି
ନୟାଗଡ଼,୨୫।୬(ଲୋକନାଥ ମିଶ୍ର)୨୦୧୯ ସଂଶୋଧିତ ପଦୋନ୍ନତି ପ୍ରକ୍ରିୟାରେ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ୪ ଥର ହୋଇଛି l ତେବେ ଚତୁର୍ଥ ପର୍ଯ୍ୟାୟରେ ଚାଲିଥିବା ପଦୋନ୍ନତିରେ ସମାନତା ନ ରହିବାରୁ ପ୍ରତିବାଦ ଉଠିଛି। ଚତୁର୍ଥ ପର୍ଯ୍ୟାୟର ପଦୋନ୍ନତିକୁ ତ୍ରୁଟିପୂର୍ଣ୍ଣ ଚାଲେଞ୍ଜ କରି ପଦୋନ୍ନତିରୁ…
ବହୁତଳ ଆପାର୍ଟମେଣ୍ଟ ବର୍ଷାଜଳ ନିଷ୍କାସନର ପ୍ରତିବନ୍ଧକ
ବ୍ରହ୍ମପୁର,୨୫।୬(ସ୍ମୃତି ରଞ୍ଜନ ମହାଲିକ)ମୌସୁମୀ ପ୍ରଭାବରେ ଗତ ୩ ଦିନ ଧରି ବ୍ରହ୍ମପୁରରେ ଲାଗି ରହିଥିବା ଳଗାଣ ବର୍ଷା କାରଣରୁ ସହରତଳି ଅଞ୍ଚଳଗୁଡିକ ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ସହରତଳି ଅଞ୍ଚଳ ଗୁଡିକରେ ବ୍ୟବସ୍ଥିତ ଡ୍ରେନର ଅଭାବ, ବିପର୍ଯ୍ୟସ୍ତ ରାସ୍ତା…
ଆବାସ ଯୋଜନାରେ ଲାଞ୍ଚ କାରବାର
ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର…
ଅସ୍ତିତ୍ୱ ହରାଇବାକୁ ବସିଲାଣି ଜଳାଶୟ
ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଧାର୍ମିକ ତଥା ଐତିହ୍ୟପୂର୍ଣ୍ଣ କ୍ଷେତ୍ର ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଣ୍ଟିଲୋର ଶ୍ରୀନୀଳମାଧବ କ୍ଷେତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା କଂସା ଓ ପିତ୍ତଳ ବାସନ ଶିଳ୍ପ ପାଇଁ ମଧ୍ୟ କଣ୍ଟିଲୋ ପ୍ରସିଦ୍ଧି ଲାଭ କରିଛି…
ମରାମତି ଶେଷ ନ କରି ଠିକାଦାର ଫେରାର
କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍ ପ୍ରେରିତ ହେଉଛି ତ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ…
Archives


