ଆମ ଜିଲା ଖବର

ନଗଡ଼ାରେ ବାଘ ଆତଙ୍କ

କଳିଆପାଣି,୧୭ା୧୦(ଅସିତ୍‌ ମହାନ୍ତ): ସମ୍ପ୍ରତି ବନ ବିଭାଗର ବାଘ ଗଣନା କାର୍ଯ୍ୟକ୍ରମ ଚାଲିଛି । ହେଲେ ଯାଜପୁର ଓ ଢ଼େଙ୍କାନାଳ ଜିଲା ସୀମାନ୍ତ ନାଗଡ଼ା ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ପାଦ ଚିହ୍ନରୁ ସୂଚନା ମିଳିଛି। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ମହାବଳ…

ଦାରିଙ୍ଗବାଡ଼ିରେ ପହିଲି ଶୀତ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି।…

ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ନାଏକ(୭୩)। ମିଳିଥିବା ସୂଚନା ମୁତାବକ, ରାମଚନ୍ଦ୍ର ଧାନ ଚାଷ ଦେଖିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ।…

ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି

ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ ଏକ ପ୍ରକାର ଆଶ୍ୱସ୍ତି ହୋଇଛନ୍ତି। ଗୁରୁବାର ରାତିରେ ଅମୁଣିଆ ସାହିରେ ବୃନ୍ଦାବନ ଗୌଡ଼ଙ୍କ…

ମିଛ କହି କୋର୍ଟ ଭିତରେ ପଶିଲେ, ବ୍ୟାଗରୁ ପଥର ବାହାର କରି…

ଛତ୍ରପୁର,୧୬।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସଡିଜେଏମ୍‌ଙ୍କ କୋର୍ଟ ହଲରେ ସୋମବାର ପଥର ମାଡ଼ ହୋଇଛି। ଏଥିରେ କମ୍ପ୍ୟୁଟର, ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଘଟଣାରେ ସମ୍ପୃକ୍ତ ଭଞ୍ଜନଗର ଥାନା ବଡ଼ କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କୁ ଛତ୍ରପୁର…

ମୋବାଇଲ ଭାଙ୍ଗି ଦେବାରୁ ଜୀବନ ନେଇଗଲା ସାଙ୍ଗ

ଚାନ୍ଦବାଲି,୧୬।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣଖାସାହି ଗାଁରେ ଶୁକ୍ରବାର ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର…

୧୩ ବର୍ଷରେ ନକଟିଗୁଡ଼ା ଦୁର୍ଗାପୂଜା

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ):(୦୩) ଶାରଦୀୟ ଦୁର୍ଗାପୂଜା ପାଇଁ ସମୟ ଯେତେ ପାଖେଇ ଆସୁଛି, ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ସେତେ ଯୋର ଧରୁଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତିବର୍ଷ ପୂଜା…

୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଧରାପଡ଼ିଲେ କୋର୍ଟ ପିଅନ

କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): (୦୩) ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବ୍ରାଉନସୁଗାର କାରବାର ଉପରେ ଧରପଗଡ଼ ଆରମ୍ଭ କରିଛି। ସମ୍ପୃକ୍ତ ଟିମ୍‌ ଟାଉନ୍‌ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଏକ କାର୍‌…

ଜମି ବିବାଦରୁ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସିନାପାଲି,୧୬।୧୦(ମନଫୁଲ ମେହେର): (୦୩) ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ସୁଶିଲ କୁଲଦିପ (୩୫)। ମିଳିଥିବା ସୂଚନା…

କୋଟିଏ ଟଙ୍କାର ବ୍ରାଉନସୁଗାର ସହ କାର୍‌ ଜବତ, ଜଣେ ଗିରଫ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଜିରୋ ଟଲେରାନ୍ସ ରକ୍ଷା କରିବାକୁ ଧଳା ଜହର କାରବାର ଉପରେ ଧରପଗଡ଼ କରୁଛି। ଏହି ଟିମ୍‌ ରବିବାର ରାତିରେ ଟାଉନ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ…

ପରିତ୍ୟକ୍ତ ଅବସ୍ଥାରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ୧୯୨୫ରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମକ୍ରମେ ଏହା ଆରମ୍ଭ ହୋଇଥିଲା।…

ଭଙ୍ଗା ଘରେ ଚାଲିଛି ସେବା ସମବାୟ ସମିତି

ତଳଗାଁ,୧୬ା୧୦(କୁନା ବେହେରା): ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ସକାଶେ ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହରଭଙ୍ଗାଠାରେ ଥିବା ସେବା ସମବାୟ ସମିତି ନାହି ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?