ଆମ ଜିଲା ଖବର

ବିଲମୁଣ୍ଡରୁ ଧାନ ବିକି ଦେଉଛି ଚାଷୀ

ଖଇରା, ୧୪।୧୨(ଉତ୍କଳବନ୍ଧୁ ପଣ୍ଡା)ଡିସେମ୍ବର ମାସର ଅଧାଦିନ ଗଲାଣି। ୨୫ଭାଗ ଚାଷୀ ବିଲରୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡି ଧାନ ବିକିସାରିଲାଣି। ଗତବର୍ଷ ମିଲରମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇସାରିଥିବା ଚାଷୀ ଆଉ ଆଗକୁ ଭରସା ନ ରଖି ମହରଗରୁ ବର୍ତ୍ତିବାକୁ ଶାଗମାଛ…

ଧାର୍ଯ୍ୟ ସମୟରେ ସରିବା ନେଇ ଆଶଙ୍କା

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅଦ୍ୟାବଧି ୯୦ ପ୍ରତିଶତ କାମ ସରିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ…

ଗୋଦାମଘରେ ପାଠପଢ଼ା

ମୋହନା,୧୪ା୧୨(ମନ୍ମଥ ମିଶ୍ର)ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡାରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀର ପିଲାଙ୍କ ପାଠପଢା। କେବଳ ସେତିକି ନୁହେଁ ଗୋଦାମ ଗୃହରେ ମଧ୍ୟ ପଢୁଛନ୍ତି ଛାତ୍ରୀଛାତ୍ରୀ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି…

ଧର୍ମଶାଳାରେ ବଢ଼ି ଚାଲିଛି ଆପରାଧିକ କାର୍ଯ୍ୟକଳାପ

ଧର୍ମଶାଳା/କାଏମା,୧୪ା୧୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ଥାନା ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଠାରେ ୭ ଦିନ ମଧ୍ୟରେ ୩ ଅପହରଣ ଉଦ୍ୟମ ଘଟଣା ଘଟିବା ପରେ ବିଦ୍ୟାଳୟ ଛାତ୍ରୀଛାତ୍ର ଓ ଅଭିଭାବଙ୍କଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ସ୍କୁଲ୍‌କୁ ପିଲାଙ୍କୁ ଛାଡ଼ିବା…

କ୍ଷତିପୂରଣ ମିଳିନି, ମେମୁ ଟ୍ରେନ୍‌ ବି ଚାଲିଲା ନାହିଁ

କେନ୍ଦ୍ରାପଡ଼ା,୧୪ା୧୨(ଜଗନ୍ନାଥ ଧଳ)ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ ଦେବା ସହିତ…

ଆସନ୍ତାକାଲି କୋରାପୁଟରେ ଗଡ଼ିବ ୪୮ ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରୁବାରଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍‌ ଯୋଜନା। କୋରାପୁଟସ୍ଥିତ ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟଠାରେ ଆୟୋଜିତ ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ,…

ସବ୍‌-ଇନ୍ସପେକ୍ଟର ସ୍ବାଗତିକାଙ୍କ ମୃତ୍ୟୁକୁ ପୂରିଲା ବର୍ଷେ ୩ ମାସ: ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ

ନିରାକାରପୁର,୧୩ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଣ୍ଡବପାଟଣା ଗ୍ରାମର ସ୍ବାଗତିକା ବେହେରାଙ୍କ ଫୁଲବାଣୀ ଜିଲାର ଜି-ଉଦୟଗିରି ଆଦର୍ଶ ଥାନାରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ୨୦୨୨ ଅଗଷ୍ଟ ୨୭ରେ ଥାନା ପରିସରରେ ଥିବା ନିଜ କ୍ୱାର୍ଟର୍ସରେ ସନ୍ଦେହଜନକ…

ହାଇଓ୍ବା-କାର୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୩ ଗୁରୁତର

କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋଡିଙ୍ଗା ମାଳି ବକ୍ସସାଇଡ୍‌ ପରିବହନ ହାଇଓ୍ବା ଓ କାର୍‌ ମୁହାମୁହିଁ ଧକ୍କା ହେବାରୁ ବୁଧବାର ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମାର ଲୋକେ ଭୁବନେଶ୍ୱର ଯାଇ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୧୬ ବର୍ଷର ନାବାଳିକା ବଳାତ୍କାର ମାମଲାରେ ସାବତ ବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ନାବାଳିକାଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଶିଶୁକେନ୍ଦ୍ରରେ ରଖାଯାଇ କାଉନସେଲିଂ ଚାଲିଛି। ଗିରଫ ସାବତ ବାପାଙ୍କ ନାମ…

ଜୁଆଙ୍ଗ ମୃତ୍ୟୁ ଘଟଣାରେ ଏନ୍‌ଏଚ୍‌ଆର୍‌ସି ମାଗିଲେ ସବିଶେଷ ରିପୋର୍ଟ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ବହୁ ପୁରାତନ ଜନଜାତିର ୧୧ ଜଣ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବୁଧବାର…

ଋଷିକୂଲ୍ୟା ମୁହାଣରେ କଇଁଛଙ୍କ ମିଳନ ପର୍ବ ଆରମ୍ଭ

ଗଞ୍ଜାମ,୧୩ା୧୨(ବିଦ୍ୟାଧର ସାହୁ): ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଳମ୍ବ ହୋଇଥିବା ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି। ବୁଧବାର ରମ୍ଭା ଫରେଷ୍ଟର…

ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବୁଧବାର ସକାଳେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟାର ମୋହନ ଭାଟି(୫୩) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?