ଆମ ଜିଲା ଖବର

କିପରି ରହିଛି ବୋରୱେଲରୁ  ଉଦ୍ଧାର  ହୋଇଥିବା ଶିଶୁକନ୍ୟା ଅବସ୍ଥା

ସମ୍ବଲପୁର,୧୨।୧୨: ରେଙ୍ଗାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟି ପ୍ରିମ୍ୟାଚୁର ବେବି ବୋଲି ବୁର୍ଲା ଭୀମସାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶିଶୁକନ୍ୟାଟିର ଓଜନ ୧ କେଜି ୬୦୦ ଗ୍ରାମ ରହିଥିବା ଭୀମସାର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ୧୦ ଜଣିଆ…

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟାର

ନୟାଗଡ଼, ୧୩।୧୨ (ଲୋକନାଥ ମିଶ୍ର): ନୟାଗଡ଼ ସବ୍‌ ରେଜିଷ୍ଟାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ସବ୍‌ରେଜିଷ୍ଟାରଙ୍କ…

ଉନ୍ନୟନ ନାଁରେ ଚାଲିଛି ଅବାଧ ଗଛକଟା

ରସୁଲପୁର,୧୨ା୧୨(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ଉନ୍ନୟନ ନାଁରେ ଅବାଧ ଗଛକଟା ଚାଲିଛି। ଏଭଳି ସ୍ଥିତି ଯେ କେବଳ ଏହି ବ୍ଲକରେ ଦେଖାଯାଉଛି ତା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ନାନା କାରଣରୁ ଗଛ କଟା ଯାଉଛି। ଜନବସିତ…

ଅଙ୍ଗନଓ୍ବାଡିରେ ମିଳୁଛି ନିମ୍ନମାନର ଛତୁଆ

ପୋଲସରା,୧୩।୧୨(ସୁବ୍ରତ ବେହେରା): ଗର୍ଭବତୀ ଓ ପ୍ରସ୍ତୁତି ମହିଳା ହିତାଧିକାରୀମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଛି। ଏପରି ଘଟଣା ଘଟିଛି ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତର ଡୋଙ୍ଗରୀ ଅଙ୍ଗନୱାଡ଼ି କେନ୍ଦ୍ରରେ। ଛତୁଆ ଗଚ୍ଛିତ ରଖିଥିବା ବେଳେ ସେଗୁଡ଼ିକୁ ମୂଷା…

ଆବର୍ଜନା ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୧୨ା୧୨ (କଳ୍ପତରୁ ନାୟକ): ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…

ପରୀକ୍ଷା ଦେବାକୁ ୬ କି.ମି. ଚାଲିଲେ ୯୦ ଛାତ୍ରୀ

ମୋରଡ଼ା,୧୩।୧୨(ସ୍ମାରକ ମାଜୀ): ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୯୦ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ୬ କି.ମି. ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଭାଲିଆଡ଼ିହା କସ୍ତୁରବା ଗାନ୍ଧୀ…

ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି…

ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଛାତ୍ରୀ

ମୋରଡା,୧୨।୧୨(ସ୍ମାରକ ମାଜୀ): ପରୀକ୍ଷା ଦେବା ପାଇଁ ୬କିଲୋମିଟର ଚାଲିଲେ ୯୦ ଜଣ ଛାତ୍ରୀ । ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲା ମୋରଡା ବ୍ଲକ…

୪ ନକଲି ମାଓବାଦୀ ଗିରଫ

ରାୟଗଡ଼ା,୧୨।୧୨(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ାରୁ ୪ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି।ଅଭିଯୁକ୍ତମାନେ ମାଓବାଦୀଙ୍କ ନାମରେ ଚିଠି ଓ ହତ୍ୟା ଧମକ ଦେଉଥିଲେ। ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା…

ଭାଜପା,ବିଜେଡି କର୍ମୀ ହାତାହାତି: ଉଡ଼ିଲା ଝାଡ଼ୁ, ଚପଲ 

ନିଶ୍ଚିନ୍ତକୋଇଲି,୧୨।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା କିଶୋରନଗର ଥାନା ଅଧୀନ ମାଣପୁର ପଞ୍ଚାୟତରେ ଭାଜପା ଓ ବିଜେଡି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ ୩ ଜଣ ଭାଜପା କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଗତ ଦୁଇ ଦିନ ହେବ କେନ୍ଦ୍ର…

୨୫୦୦୦ ଭୋଲ୍ଟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ଗୁରୁତର

ରୁପ୍ରାରୋଡ଼,୧୨।୧୨(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲାରୋଡ଼ ରେଳଷ୍ଟେଶନଠାରୁ କିଛି ଦୂରରେ ରେଳବିଭାଗର କାର୍ଯ୍ୟ ଚାଲିଛି। ଏ ନେଇ ଟିଆର୍‌ଡି ଷ୍ଟାଫ ୨୫୦୦୦ ଭୋଲ୍ଟ ଟ୍ରାନ୍ସମିଶନ ମରାମତି କରୁୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ସାଗର ଗୁରୁତର ହୋଇଛନ୍ତି।…

ବୋରଓ୍ବେଲ୍‌ରେ ପଡ଼ିଲା ଶିଶୁ

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲିରେ ବୋରଓ୍ବେଲ୍‌ ଏକ ଶିଶୁ ପଡ଼ିଯାଇଛି। ତେବେ ବୋରଓ୍ବେଲ୍‌ରେ ପଡ଼ିଥିବା ଏହି ଶିଶୁଟି ନବଜାତକ ବୋଲି ସନ୍ଦେହ କରାଯାଉଥିବା ବେଳେ ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା କୁହାଯାଉଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?