ଆମ ଜିଲା ଖବର

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କୋରାପୁଟ,୧୪ା୧୨(ଅସମାପିକା ସାହୁ/ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କୋରାପୁଟ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ…

ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ଫୁଲବାଣୀ,୧୪ା୧୨(ରାକେଶ କୁମାର ରାଉତ): କେକେବିନ ସଂଗଠନର ଦୁଇ ମାଓବାଦୀ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଜିପି ସୁନୀଲ…

ହାଇଓ୍ବା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ବିଶ୍ରାମାଗାର

ପାଟଣା,୧୪ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଖଜୁରିଡିହା ଛକ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଗୁରୁବାର ସକାଳୁ ଏକ ଅଜଣା ହାଇଓ୍ବା ଧକ୍କା ଦେବାରୁ ଏହା ଧରାଶାୟୀ ହୋଇଯାଇଛି। ସୂଚନା ଯେ,…

ହାଇୱା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ପ୍ରତୀକ୍ଷାଳୟ

ପାଟଣା,୧୪।୧୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡ଼ିହା ଛକ ପାର୍ଶରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଏକ ଅଜଣା ହାଇୱା ଧକ୍କାରେ ଚୁରମାର ହୋଇଯାଇଛି। ଗୁରବାର ସକାଳୁ ଘଟିଥିବା ଏହି ଘଟଣାରେ ଯାତ୍ରୀ…

ବିପଦ ସଙ୍କୁଳ ଅବସ୍ଥାରେ ପିଲା ପଢୁଛନ୍ତି ପାଠ

ରୁପ୍ରାରୋଡ,୧୪।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଟକର୍ଲା ଗ୍ରାମପଞ୍ଚାୟତ ଟକର୍ଲା ଗ୍ରାମର(କ) ଅଙ୍ଗନୱାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରର କୋଠରୀଗୁଡିକ ବହୁ ପୁରୁଣା ହୋଇଥିବାରୁ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଶିଶୁମାନେ ନିଜର ଦୈନନ୍ଦିନ…

ବୁଡ଼ି ଅଞ୍ଚଳରେ ପାରିପାର୍ଶ୍ୱିକ ଅନୁଦାନ ଧର୍ମକୁ ଆଖିଠାର, ସାଧାରଣରେ କ୍ଷୋଭ

ଭବାନୀପାଟଣା,୧୪।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ପାରିପାଶ୍ୱିକ ଉନ୍ନୟନ ପାଇଁ ଓଏଚ୍‌ପିସି ପକ୍ଷରୁ ଗତ ୧୭ ବର୍ଷରେ ପ୍ରାୟ ୪ କୋଟି ୩୩ ଲକ୍ଷ ୧୩ହଜାର ୬୫୬ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ହେଲେ…

୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ…

ଗୋଟିଏ ଶ୍ରେଣୀରେ ପଢୁଛନ୍ତି ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ର

ବିଶ୍ରା,୧୪ା୧୨( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଯରେଇକେଲା ପଞ୍ଚାୟତ କୁଣ୍ଡାପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୮ ଛାତ୍ରୀଛାତ୍ରରେ ୨ ଶିକ୍ଷକ ନିଯୁକ୍ତ ହୋଇଥିଲେ। ପିଲା ସଂଖ୍ୟା କମ ଯୋଗୁ ଏହି ବିଦ୍ୟାଳୟକୁ ଏର୍ଲା ମାଝି ଟୋଲି ବିଦ୍ୟାଳୟ…

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଲାଗିଲା ମାଓ ପୋଷ୍ଟର

ଟିକିର,୧୪।୧୨(ପ୍ରଫୁଲ କୁମାର ବେହେରା )ରାୟଗଡ ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ସିପିଆଇ ବା.ଘୁ.ନା. ଡ଼ିଭିଜନ ନାଁରେ ଲାଗିଛି ମାଓ ପୋଷ୍ଟର। ଗୁରବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଲାଗିଥିବା ଦେଖାଯାଇଛି। ଏହି…

ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ

କାଲିମେଳା, ୧୪ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ଗୋଟିଏ ରାତିରେ ୨ଜଣଙ୍କ ଚାଷୀଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢାକୁ ଏହି ଜଙ୍ଗଲୀ ଅଜଣା ଜନ୍ତୁ ମାରି ଖାଇଛି।…

ମାସର ଅଧାଦିନ ତାଲା ଝୁଲୁଛି

ଢେଙ୍କିକୋଟ,୧୪ା୧୨(ନୀଳମଣି ମଣ୍ଡଳ)କେନ୍ଦୁଝର ଜିଲା ଘଟଗାଁ ତହସିଲ ଅନ୍ତର୍ଗତ ଢେଙ୍କିକୋଟ ରାଜସ୍ବ ନିରୀକ୍ଷକ (ଆର୍‌ଆଇ ଅଫିସ)ଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି। କାର୍ଯ୍ୟାଳୟ ମାସକୁ ଅଧା ଦିନ ବନ୍ଦ ରହୁଥିବାରୁ ଛାତ୍ରୀଛାତ୍ର ସମେତ ବହୁ ଆଦିବାସୀ ଚାଷୀ, ବୃଦ୍ଧାବୃଦ୍ଧ, ଭୂମିହୀନ ଜନସାଧାରଣ ବିଭିନ୍ନ…

୨୦୦ କୁଇଣ୍ଟାଲ ଚାଉଳ ଗାଏବ

ହାଟଡ଼ିହୀ,୧୪l୧୨ (ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅଧୀନ ୬ ପଞ୍ଚାୟତରେ ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ଚାଉଳ ହିତାଧିକାରୀଙ୍କୁ ଅଦ୍ୟାବଧି ମିଳିନାହିଁ। ହିତାଧିକାରୀଙ୍କ ପାଇଁ ଆସିଥିବା ପ୍ରାୟ ୨୦୦ କୁଇଣ୍ଟାଲ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?