ଆମ ଜିଲା ଖବର

ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ୍‌

ନୟାଗଡ଼,୬।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ରେଳ ଷ୍ଟେସନ ଶନିବାର ଲୋକାର୍ପିତ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏବେ ଦଶପଲ୍ଲାରୁ ୪ଟି ଟ୍ରେନ…

ଲାଞ୍ଚ ନେଉଥିବା ବେଳେ ଆର୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

ବଡବିଲ,୬।୧: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷକ ଫିର୍‌ଏମଡି…

ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରୁଥିଲା ଦନ୍ତା: ଅଣାଗଲା କପିଳାସ ପ୍ରାଣୀ ଉଦ୍ୟାନ  

ଢେଙ୍କାନାଳ,୬।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ…

ମଧ୍ୟାହ୍ନ ଭୋଜନ ଚାଉଳ ବିକୁଥିଲେ  ପ୍ରଧାନ ଶିକ୍ଷୟିତ୍ରୀ, ଧରିପକାଇଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୬।୧: (ଅଶୋକ କୁମାର ମହାପାତ୍ର): ସ୍କୁଲ ଆରମ୍ଭ ହେଉ ହେଉ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ । ଚାଉଳ ଲଦା ହୋଇଥିବା ବାଇକ ସହ ବ୍ୟବସାୟୀଙ୍କୁ ଧରିଲେ ବିଦ୍ୟାଳୟ ସଭାପତି। ଏ ନେଇ ଥାନାରେ ଏତଲା…

୧୫ ଗାଁରେ ମିଳୁନି ମୋବାଇଲ ସେବା

ତେନ୍ତୁଳିଖୁଣ୍ଟି, ୬।୧(ଚିଦାନନ୍ଦ ସାହୁ): ବର୍ତ୍ତମାନ ସମୟରେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରେ ଟେଲି ଯୋଗାଯୋଗ ବା ମୋବାଇଲ ସେବା ଯୋଡ଼ିହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏଭଳି ୧୫ଟି ଗ୍ରାମ ଅଛି ଯେଉଁଠି…

୮ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ବିଷମ କଟକ,୬।୧ (ବିଭୂତି ଭୂଷଣ ନାୟକ): ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘୋଡାବାଙ୍ଗିରି ଗ୍ରାମରେ ଜଣେ ୮ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକାଙ୍କ ସ୍ତ୍ରୀ ରୀତା କୁଲସିକା।…

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ହେବ

ଭଦ୍ରକ,୬।୧(ସନାତନ ରାଉତ): ଡ୍ରାଇଭର ସଙ୍ଘ ନିଷ୍ପତ୍ତି କ୍ରମେ ଶନିବାର ଭଦ୍ରକ ଡ୍ରାଇଭର ସଙ୍ଘ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ବସିଛନ୍ତି । ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଡ୍ରାଇଭରଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ପ୍ରଣୟନ ହୋଇଥିବା ଆଇନ ପ୍ରତ୍ୟାହାର…

ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା, ଜଣେ ଅଟକ

କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ…

କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ

ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। କେଉଁଠି ଗୁପ୍ତ ଟେଣ୍ଡର କରି ଅନେକ କୋଟି ଟଙ୍କାର…

ରାଜନୀତିର ଶୀର୍ଷ ସ୍ଥାନରେ ଆଦିବାସୀ ମହିଳା

କୋରାପୁଟ,୬।୧(ଅମିତାଭ ବେହେରା): ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ଆୟୋଜିତ ଜାତୀୟସ୍ତରୀୟ ଚେଞ୍ଜ ମେକର କର୍ମଶାଳାରେ ଯୋଗଦେଇ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ନିଜ ବକ୍ତବ୍ୟ ରଖିଛନ୍ତି। କର୍ମଶାଳାରେ ଓଡ଼ିଶାରୁ ୧୦ଜଣ ମହିଳା ଯାଇଥିବା ବେଳେ ସେ ଏକମାତ୍ର ଆଦିବାସୀ ମହିଳା…

ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ

କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି…

ଗୋଟେ ନଳକୂପକୁ ୭୦ ପରିବାର

କେନ୍ଦୁଝର,୬।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଆଡ଼େ ବିଶୁଦ୍ଧ ପିଇବା ପାଣି ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ବୋଦାପୋଳଶା ପଞ୍ଚାୟତର କବିତ୍ରା ମୁଣ୍ଡା ସାହିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?