ଆମ ଜିଲା ଖବର

ବିଷାକ୍ତ ଖାଦ୍ୟରୁ ବ୍ୟାପୁଛି ଝାଡ଼ାବାନ୍ତି

ଯାଜପୁରରୋଡ୍‌/କୋରେଇ, ୨୪ା୨ (ପବିତ୍ର ରଞ୍ଜନ ମହାନ୍ତି/ ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଞ୍ଚଳରେ ୨ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଶଙ୍ଖଚିଲା ହାଟରେ ଦହିବରା ଏବଂ ଚଟପଟି ଦୋକନରୁ ଖାଦ୍ୟଖାଇ ସଂଖ୍ୟାଧିକ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ…

ଇଂଲିଶରେ କପିକରି ଧରାପଡ଼ିଲେ ୪୨ ପରୀକ୍ଷାର୍ଥୀ

କଟକ,୨୪ା୨ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶରେ ୪୨ ଜଣ ପରୀକ୍ଷାର୍ଥୀ ଶୁକ୍ରବାର ମାଲପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି। ସେମାନେ ପରୀକ୍ଷା ହଲ୍‌ରେ ଅସତ୍‌ ଉପାୟ ଅବଲମ୍ବନ କରି ଉତ୍ତର ଲେଖୁଥିବାବେଳେ ସ୍କ୍ବାଡ୍‌…

ଆଜିଠୁ ବର୍ଷିବ ବର୍ଷା

ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଏପରିକି ମୟୁରଭଞ୍ଜ, କେନ୍ଦୁଝର,…

କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀରକିଶୋର ଦାଶ),୨୩ା୨: କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ…

ଶ୍ୱଶୁର ଘର ଜାଳିଦେଲେ ଜ୍ୱାଇଁ

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁ ଆଳତୁମା ଗାଁରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଶ୍ୱଶୁର ଘରେ ଜ୍ୱାଇଁ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୪ ବଖରା ଘର ଜଳିଯାଇଛି। ଶୁକ୍ରବାର…

କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି…

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର…

ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା

ପରଜଙ୍ଗ,୨୩।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ଚିଆଁ ବଣ୍ଟନ ବେଳେ ହଟ୍ଟଗୋଳ ହୋଇଛି । ଉତ୍ତ୍ୟକ୍ତ ଲୋକେ କୁକୁଡ଼ା ଚିଆଁ ବୋହି ନେଇଛନ୍ତି। ୨୦୨୨-୨୩ ମସିହାରେ ପରଜଙ୍ଗ ଆଇସିଡିଏସ୍‌ ରିପୋର୍ଟ ଅନୁଯାୟୀ ବ୍ଲକର ବିଭିନ୍ନ ଅଞ୍ଚଳରେ…

ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ

ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର ସ୍ଥାନୀୟ ଖଣ୍ଡିଝରନ ଡ୍ୟାମ୍‌ ନିକଟ ଜଙ୍ଗଲରେ ଏସ୍‌ଓଜି ଯବାନମାନେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛନ୍ତି।…

୨୬ରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ବାଲେଶ୍ୱର, ୨୩।୨(ମାନସ ବିଶ୍ୱାଳ): ବାଲେଶ୍ୱର ସହର ସିନେମା ଛକସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଉପସ୍ଥିତ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ…

୧୦ ବର୍ଷ ପରେ ଘର ବାହୁଡ଼ା: ବିଜେଡିରେ ପୁଣି ଯୋଗଦେଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ଏମ୍‌ପି ମମତା ମହାନ୍ତ, ଜିଲା…

ଝାଡ଼ା ବାନ୍ତିରେ ୫୦ ଜଣରୁ ଅଧିକ ଆକ୍ରାନ୍ତ

ଯାଜପୁର,୨୩।୨: ଯାଜପୁର ଜିଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ,…

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?