ଆମ ଜିଲା ଖବର

ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଦାରିଙ୍ଗବାଡି, ୧୦।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ୧ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଭ୍ୟାନ ଜବତ କରିଛି। ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ…

ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା, ଆଉ ତା’ପରେ…

ଭଦ୍ରକ,୧୦।୮: ଭଦ୍ରକ ଜିଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଅନ୍ୟପକ୍ଷେ ପୋଲିସ ପ୍ରେମିକା ଏବଂ ତାଙ୍କର ଜଣେ ବାନ୍ଦବୀଙ୍କୁ ଥାନାରେ ଅଟକ…

ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ

କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ…

ମୁଷ୍ଟିମେୟଙ୍କ ହାତରେ ଏନ୍‌ଏସିର ଦୋକାନ ଗୃହ

ପଦ୍ମପୁର,୧୦।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ଦୋକାନ ଗୃହ ମୁଷ୍ଟିମେୟଙ୍କ ହାତରେ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜେ ଦୋକାନ କରିବା ପାଇଁ ଏନ୍‌ଏସିଠାରୁ ନେଇ ନିଜେ ନ କରି ତାହା ଭଡା ସୁତ୍ରରେ ଅନ୍ୟ ଜଣଙ୍କୁ ଦେଇଦେଲେ। ଏହା…

ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌, ଆଳୁଚପ, ସିଙ୍ଗଡା ପରି ଜଳଖିଆରୁ ମଧ୍ୟ ପରିମାଣ ମଧ୍ୟ ହ୍ରାସ ପାଇଛି। ତରକାରୀ, ଡାଲମା,…

୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ

ବରଗଡ଼,୧୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବରାହଗୋଡ଼ା ଗ୍ରାମର ପଞ୍ଚାୟତ ପଡ଼ାସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଶୁକ୍ରବାର ପଡ଼ାବାସୀ ବରଗଡ଼…

ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି। ପୁଣି ଏକ ଫ୍ରେସ ସର୍ଭେ କରାଯିବ। ଏହି…

ଏସ୍‌ସିବିରେ ବଡ଼ ଅଘଟଣ: ହଠାତ୍‌ ଭାଙ୍ଗିଲା ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌, ୩ ଗୁରୁତର

କଟକ,୯।୮: କଟକ ଏସ୍‌ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ ଘଟିଛି। ଏସ୍‌ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗିପଡ଼ିଛି। ଏଥିରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଏସ୍‌ସିବି ମେଡିକାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ

ପୁରୀ,୯।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ସେ ଭୁବନେଶ୍ୱରରେ ରହଥିଲେ ।…

ପଦବୀ ହରାଇଲେ ଗୁମିକିଆ ସରପଞ୍ଚ

ଦାରିଙ୍ଗବାଡି,୯ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି। ୫ ସନ୍ତାନ ଥିବାରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନରେ ପଞ୍ଚାୟତ…

୯ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଉ

କେସିଙ୍ଗା,୯ା୮(ତୁମେଶ୍ୱର ସାହୁ): କାଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ଧ ସମାଜ ପକ୍ଷରୁ ସଭାପତି ଶେଷଦେବ ମାଝିଙ୍କ ଆବାହକତ୍ୱରେ ବୋରିଙ୍ଗ ପଦରଠାରେ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କର୍ମକର୍ତ୍ତାମାନେ ଦର୍ଶାଇଥିଲେ, ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ୧୯୫୦ ଅନୁଯାୟୀ ଓଡିଶାରେ…

ବନ୍ଧୁଙ୍କ ଘରେ କଳାକନା ବୁଲାଇଲା ବନ୍ଧୁ

ଭୁବନେଶ୍ୱର,୯।୮: ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ହୋଇଥିବା ଏକ ଚୋରି ଘଟଣାର ଶୁକ୍ରବାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ଚୋରି ହୋଇଥିବା ୧୦୬ ଗ୍ରାମ ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?