ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କ୍ରୀଡାମନ୍ତ୍ରୀ
କୋରାପୁଟ,୧୪।୮: କୋରାପୁଟରେ ହର ଘର ତ୍ରିରଙ୍ଗା ନେଇ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରୁଛି। ଏହି ଶୋଭାଯାତ୍ରାରେ କୋରାପୁଟ ବିଧାୟକ ରଘୁରାମ ମାଛ, ଭାଜପା ଜିଲା ସଭାପତି ସୁମନ୍ତ ପ୍ରଧାନଙ୍କ ସମେତ…
ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା
ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି…
ଶୌଚ ହେବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଭାଲୁ: ଦୁଇ ମହିଳା ଗୁରୁତର
ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ହାତୀନୁଟା ଗ୍ରାମରେ ଭାଲୁ ଆକ୍ରମଣ ରେ ବୁଧବାର ଭୋରରୁ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।…
ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ
ପାରାଦୀପ,୧୪।୮(ଶରତ ରାଉତ): ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମରେ ଗାଁ ମନ୍ଦିର ପୂଜାସାମଗ୍ରୀ ଚୋରି ଘଟଣାକୁ ନେଇ ମଙ୍ଗଳବାର ବିବାଦ ହୋଇଛି। ଜଣେ ବଙ୍ଗୀୟ ଲୋକ ଏଭଳି ଚୋରି କରୁଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାତବେଣ୍ଟିଆ କରି…
ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା
ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ…
ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ
ଧରାକୋଟ,୧୪।୮ (ବିଷ୍ଣୁକେଶରୀ ଆଚାର୍ଯ୍ୟ):ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଗତ ଆରମ୍ଭ ହେଇଥିବା ହିଂସା ଥମିବାର ନାଁ ନେଉନାହିଁ। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ିଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁମାନେ ଭୟ ଓ…
ଭୟରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ, ରାତାରାତି ଛାଡ଼ୁଛନ୍ତି…
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ପାଟଣା(ବୀରକିଶୋର ଦାଶ), ୧୪।୮: ବାଂଲାଦେଶରେ ହିଂସା ଏବଂ ସେଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ପରେ କେନ୍ଦୁଝର ଜିଲାରେ ବାହାରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ବଙ୍ଗାଳିଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏ ନେଇ…
ଘର୍ ଘର୍ ତ୍ରିରଙ୍ଗା
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛ। ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା।…
ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ
ଗାଇସିଲେଟ,୧୪।୮(ଦୁର୍ଗାପ୍ରସାଦ ତ୍ରିବେଦୀ): ଗାଇସିଲେଟ ଅଞ୍ଚଳରେ ୪୦୦ରୁ ଅଧିକ ବାଙ୍ଗଲାଦେଶୀ (ରୋହିଙ୍ଗ୍ୟା) ଦୀର୍ଘବର୍ଷ ଧରି ରାଜମିସ୍ତ୍ରୀ ଭାବେ କାମ କରିଆସୁଛନ୍ତି। ନିକଟରେ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ପ୍ରତିବାଦରେ ଓ କାୟାବିସ୍ତାର କରିବା ଆଶଙ୍କାରେ ଗାଇସିଲେଟ ସଚେତନ ନାଗରିକ ୟୁଥ କ୍ଲବ…
ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ
ନୀଳଗିରି,୧୪।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଭିଜିଲାନ୍ସ ଜାଲରେ ଆଉ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ…
ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ…
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ସେଠାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଦାବି ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ବରଗଡ଼ ଜିଲା…
ସୁରକ୍ଷା କର୍ମୀଙ୍କୁ ଠିକ୍ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ…
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ପ୍ରତି ଅଣଦେଖା ମନୋଭାବ ପୋଷଣ କରାଯାଉଛି। ସେମାନଙ୍କୁ ଠିକ୍ ଭାବେ ଦରମା ମିଳୁ ନ ଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ…

