ଆମ ଜିଲା ଖବର

ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ

ବ୍ରହ୍ମପୁର,୧୧।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ହୋଇଛନ୍ତି। ଗୌଡ଼ ସାହିରେ ରହୁଥିବା କେ.ସତୀଶ କୁମାର…

ଗଞ୍ଜାମବାସୀଙ୍କ ମଙ୍ଗଳକାମନା କଲେ ଜିଲାପାଳ: ମା’ ତାରାତାରିଣୀଙ୍କୁ ଚଢ଼ାଇଲେ ଲକ୍ଷେ ୮ ବେଲପତ୍ର

ପୁରୁଷୋତ୍ତମପୁର,୧୧।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଶ୍ୱର କଲ୍ୟାଣ ଲାଗି ବିଶ୍ବଶାନ୍ତି ମହାଯଜ୍ଞ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାତିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପହଞ୍ଚି ପୂର୍ଣ୍ଣାହୁତିରେ ଯୋଗଦେଇ ମା’ ତାରାତାରିଣୀ ଦୁଇ…

ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ

କର୍ଲାମୁଣ୍ଡା,୧୧।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ । ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଦଳ ଓ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି…

 କାହିଁକି ଛତ୍ରପୁର ଉପକାରାଗାରରେ କାଚରେ ବେକ କାଟିଲେ ବିଚରାଧୀନ କଏଦୀ, କ’ଣ ରହିଛି  ବଡ଼ କାରଣ 

ଛତ୍ରପୁର,୧୧।୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ବିଚରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦି ଜଣକ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନିମାସ ତଳେ ସେ କୋଦଳା ଜେଲ୍‌ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ତେବେ ବୁଧବାର ସକାଳୁ କୌଣସି…

ଆଜି ଶୁଣାଣି, ରାୟ ଉପରେ ରହିଛି…

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦିଗହରା ହୋଇପଡ଼ିଛି। ସହରବାସୀଙ୍କ ଦୀର୍ଘଦିନର ଏହି ଦାବି ଅସମାହିତ ରହିଛି। ଗୋଟିଏ ପଟେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟପଟେ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…

ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ….

ଚମ୍ପୁଆ,୧୧।୯(ମହେଶ୍ୱର ଦାସ): ଅଭିଯୋଗ କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଶୁଣିବାକୁ ଚମ୍ପୁଆ ଉପଜିଲାପାଳ ଉମାକନ୍ତ ପରିଡ଼ା ନିଜ ଚେୟାର ଛାଡ଼ି ଉଠି ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଉପଜିଲାପାଳ ବୃଦ୍ଧାଙ୍କୁ ଧରି ନେଇ ପାଖରେ ବସାଇବା ସହିତ ତାଙ୍କ ଆଖିର…

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼ ଘଟଣାରେ ମଙ୍ଗଳବାର ଶତାଧିକ ଅଙ୍ଗନୱାଡି କର୍ମୀ ପ୍ରତିବାଦ ଜଣାଇଛନ୍ତି। ସେମାନେ ବିଡିଓଙ୍କୁ ଭେଟି ସମ୍ପୃକ୍ତ…

ଜାଣନ୍ତୁ ସୁଭଦ୍ରା ପାଇଁ ଆବେଦନ କଲେଣି କେତେ ମହିଳା

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ସରକାର ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୦ବର୍ଷ ମଧ୍ୟରେ ମହିଳାମାନେ ୫ ବର୍ଷରେ ୫୦ହଜାର ଟଙ୍କା ପାଇବେ।ଏହି ଟଙ୍କାର ସୁବିନିଯୋଗକରି ମହିଳାମାନେ ସ୍ବାବଲମ୍ବୀ ହେବା ରାଜ୍ୟ ସରକାରଙ୍କ…

ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ

ବାରଙ୍ଗ,୧୧।୯(ଲିଙ୍ଗରାଜ ରାଉତ): ବାରଙ୍ଗ କଣ୍ଟାବାଡ ଗାଁ ନିକଟ ଏକ ଘରୋଇ କଲେଜର ଗଣେଶ ଭସାଣିବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତକ…

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ ଟ୍ରାଙ୍କୁଲାଇଜର ଇଞ୍ଜେକ୍ସନ ବାଜି ବିରାଶାଳ ଫରେଷ୍ଟର ଦୀପକ ସାହୁ (୪୨) ଗୁରୁତର ହୋଇଛନ୍ତି। ତାଙ୍କୁ…

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଏକମାତ୍ର ରୋଜଗାରିଆ ପୁଅ ହରାଇଲା ପରିବାର

ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଦାଦନ ଦୁଖ ଦେଖୁବାକୁ ମିଳିଛି। ଜିଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିନୈଗୁଡା ଗ୍ରାମର ରାକେଶ ସୁନା (୨୮) ନାମକ ଜଣେ ଯୁବକ ଗତ ଅଢେଇ ମାସ ତଳେ ଦାଦନ ଖଟିବାକୁ ଚେନ୍ନାଇକୁ ଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?