ଆମ ଜିଲା ଖବର

ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ସାଇ ସରସ୍ବତୀ ଶିଶୁ ମନ୍ଦିର ହଷ୍ଟେଲରେ ଗତ ଶନିବାର ପଞ୍ଚମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ମୃତ କିରଣଙ୍କ ଘର ଛତ୍ରପୁର ବ୍ଲକ ଭିକାରି ପଲ୍ଲୀ ପଞ୍ଚାୟତ କମାପଲ୍ଲୀ l…

ଜୀବନ ଦେବୁ ପଛେ, ଇଞ୍ଚେ ଜମି ଦେବୁନାହିଁ: ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

କେନ୍ଦୁଝର,୨୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦରଠାରେ ସମାକୋଇ ନଦୀରେ ପ୍ରସ୍ତାବିତ ସମାକୋଇ-ଚକଦର ଜଳ୍‌ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ବୟ କମିଟି…

ବିଜେଡିରୁ ବିଦା ହେଲେ ଜିଲା ପରିଷଦ ସସ୍ମିତା ମାଝୀ

ଭୁବନେଶ୍ୱର,୨୭।୮: ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ପରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ମାଲକାନଗିରି ମାଥିଲି-୩ ଜିଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଏନେଇ ଦଳ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ,…

କେସିଙ୍ଗା ମହାବିଦ୍ୟାଳୟର ଦୂର ହେବ ସବୁ ସମସ୍ୟା

କେସିଙ୍ଗା, ୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ମହାବିଦ୍ୟାଳୟ ର ୪୪ତମ ପ୍ରତିଷ୍ଠା ଦିବସ କଲେଜର ଏକ ସଭା ଗୃହରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀତ୍‌ଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ…

ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଲୋଇସିଂହା,୨୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନା ଶିବିର ଚାଲିଥିବାବେଳେ ତହସିଲଦାର ସଂଘମିତ୍ରା କାଲୋ, ବିଡ଼ିଓ ଅକ୍ଷୟ ପାଣି ଉଡୁ, ଏବିଡିଓ ସୁରେନ୍ଦ୍ର ସିଂ ବାବୁ, ବିଏସଏସଓ…

ଚାରିଆଡ଼େ ଡେଙ୍ଗୁ ଆତଙ୍କ: ଚିନ୍ତା ବଢାଉଛି ସୁନ୍ଦରଗଡ଼

ଭୁବନେଶ୍ୱର,୨୭।୮: ରାଜ୍ୟର ଚାରିଆଡ଼େ ଏବେ ଡେଙ୍ଗୁ ଆତଙ୍କ। ଏହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫୯ରେ ପହଞ୍ଚିଛି। ଏପରିକି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ…

ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ

ବଲାଙ୍ଗୀର,୨୭ା୮: ବଲାଙ୍ଗୀର ଜେଲକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ। କଟକରୁ ଆଖି ଚିକିତ୍ସା ପରେ ମଙ୍ଗଳବାର ପୁଣି ଥରେ ଜେଲକୁ ଫେରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଚଢାଉ ହୋଇଥିଲା। ଚଢାଉ ବେଳେ କୁଖ୍ୟାତ…

ନାମାଙ୍କନରୁ ଓହରି ଗଲେ ଜଗନ୍ନାଥ

ଭୁବନେଶ୍ୱର,୨୭।୮: ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରି ମଙ୍ଗଳବାର ଓହରି ଯାଇଛନ୍ତି ଭାଜପା ନେତା ଜଗନ୍ନାଥ ପ୍ରଧାନ। ଜଗନ୍ନାଥ ମଙ୍ଗଳବାର ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ଭାଜପାର ମମତା ମହାନ୍ତ ଜଣେମାତ୍ର ପ୍ରାର୍ଥୀ…

ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,୨୭।୮: ଝାରସୁଗୁଡ଼ା ଜିଲା ସଦର ଥାନା ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି। ଏପରି କି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ…

ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ….

ପାଟଣା,୨୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ଼ ସାହାରପଡା ରାସ୍ତାର ସୁନାରିପଶି(ହାଣ୍ଡିଆସିଲ)ନିକଟରୁ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ସ୍ଥାନୀୟଲୋକେ ଜବତ କରିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି । ଗାଡି ଭିତରୁ ୧୨ଗୋରୁ ଉଦ୍ଧାର…

ନାମାଙ୍କନ ପ୍ରତ୍ୟାହାର କରିନେବେ ଜଗନ୍ନାଥ

ଭୁବନେଶ୍ୱର,୨୭।୮: ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ହେଲେ ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପାଇଁ ଜଗନ୍ନାଥ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ…

ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ ବଖରା ଘର, ୩ ବାଇକ୍‌

ସାକ୍ଷୀଗୋପାଳ,୨୭।୮(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୨ଟି ପରିବାରର ୨୦ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲିଭାଇବା ବେଳେ ଗୁଣନିଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?