ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର
ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା…
ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ରାୟଗଡ଼ା/କାଶୀପୁର/ଟିକିରି,୯।୧୧ (ଆଶିଷ ରଞ୍ଜନ ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ଜିଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ…
କଳାହାଣ୍ଡି ପେକ୍ସ ପକ୍ଷରୁ ହେବ ଡାକଟିକଟ ପ୍ରଦର୍ଶିନୀ”ସମାରୋହ: ପ୍ରଦର୍ଶିତ ହେବ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ
ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ମୁଖ୍ୟ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ୯ ତାରିଖ ଶନିବାର ଓ ରବିବାର ୧୦ ତାରିଖ ୨ଦିନ ଧରି ଭବାନୀପାଟଣା ସହର…
କଳାହାଣ୍ଡି ଘରୋଇ ବସ୍ ମାଲିକ ସଂଘର ନୂତନ ସାଧାରଣ ସମ୍ପାଦକ ହେଲେ ପ୍ରବୀଣ ଖମାରୀ
ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର କଳାହାଣ୍ଡି ଘରୋଇ ବସ୍ ମାଳିକ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥଲା । ଏହି ବୈଠକରେ କଳାହାଣ୍ଡି ଘରୋଇ ବସ୍ ମାଳିକ ସଂଘର ସାଧାରଣ ସମ୍ପାଦକ…
ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି
ହିଞ୍ଜିଳିକାଟୁ, ୮।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପୋଡିଙ୍ଗି ଗାଁ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସଂଧ୍ୟାରେ ଭାଜପାରେ ଯୋଗ ଦେବାରୁ ତାଙ୍କ ବିଜେଡିର ୫ ଜଣ ଯୁବକ ସଙ୍ଘବଦ୍ଧ ଭାବେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ…
ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ: କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ
ଥୁଆମୂଳ ରାମପୁର,୮।୧୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକର ରାଜନୀତି ଗତ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି। ଏକଦା ବିଜେଡି ଦୀର୍ଘ ବର୍ଷ ଧରି ବ୍ଲକ ଅଧ୍ୟକ୍ଷ ପଦବୀକୁ ବାରମ୍ବାର ନିଜେ ଅକ୍ତିଆର କରିଆସୁଥିବା ବେଳେ…
କଟକ ବଳାତ୍କାର ମାମଲା: ଜଣାପଡିଲା ସାଂଘାତିକ ସତ, ହୁକା ବାର୍ ମାଲିକ ବି କରିଥିଲେ…
କଟକ,୮।୧୧: କଟକ ବଳାତ୍କାର ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଛାତ୍ରୀଙ୍କୁ ହୁକା ବାର୍କୁ ଆଣି କରାଯାଇଥିଲା ବଳାତ୍କାର। ହୁକା ବାରରେ ବୟଫ୍ରେଣ୍ଡ ସହ ଜନ୍ମଦିନ ପାଳିଥିଲେ ଛାତ୍ରୀ।ଏହି ସମୟରେ ବୟଫ୍ରେଣ୍ଡଙ୍କ ସହ ଅନ୍ତରଙ୍ଗ ଭିଡିଓ ସୁଟ୍ ହୋଇଥିଲା। ଆଉ ଭିଡିଓ…
ବ୍ଲକ ଅଫିସରେ ଗଣ୍ଡଗୋଳ: ସରପଞ୍ଚ, ସମିତି ସଭ୍ୟଙ୍କ ସ୍ବାମୀ ହାତାହାତି ସିସିଟିଭିରେ..
ହିଞ୍ଜିଳିକାଟୁ ୮।୧୧( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କୌଣସି କଥାକୁ ନେଇ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଓ ଉକ୍ତ ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ବାମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। କଥା ଶେଷରେ ପୋଲିସ ଥାନା…
ବାଇକ ଆରୋହିଙ୍କୁ ଧକ୍କା ଦେଲା ଧାନ ବୋଝେଇ ଗାଡି
ଜୟପାଟଣା,୮।୧୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ପୋଲିସ ଫାଣ୍ଡି ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ୪୦୭ ଧାନ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀଙ୍କ ନାମ ମୁକୁନ୍ଦ…
ହଠାତ୍ ହୁ ହୁ ହୋଇ ଜଳିଲା ବୋରୱେଲ ଗାଡି
ବଲାଙ୍ଗୀର, ୮।୧୧: (ସୁନିଲ କୁମାର ମହାନ୍ତି): ଗାତ ଖୋଳୁଥିବା ବେଳେ ହୁ ହୁ ହୋଇ ଜଳିଲା ବୋରଓ୍ବେଲ ଗାଡ଼ି। ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା କର୍ଲାମାଲ ଗାଁର ସୁବାସ ଷାଣ୍ଢଙ୍କ କ୍ଷେତରେ ଶୁକ୍ରବାର ବୋରୱେଲ ମେସିନ ସହାୟତାରେ ଗାତ ଖୋଲାଯାଉଥିଲା ।…

