ଆମ ଜିଲା ଖବର

ରାଜ୍ୟରେ ହେବ ୩ ହଜାର ଚେକ୍‌ ଡ୍ୟାମ୍‌ : ୬୧ଲକ୍ଷ ହେକ୍ଟରରୁ ୫୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡ଼ିଜାଇନ୍‌) ଇଂ. ଲିଙ୍ଗରାଜ ଗୌଡ଼ ଦୁଇଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ପ୍ରସ୍ତାବିତ ଅନେକ ନୂଆ ପ୍ରକଳ୍ପକୁ ସେ ବୁଲି ଦେଖିଛନ୍ତି।…

ମଦ ଦୋକାନ ମାଲିକଙ୍କୁ ଗୁଳି ମାଡ଼

ରାଇରଙ୍ଗପୁର,୬।୫: ମୟୁରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା କୁଲେଇଶିଳା ଗ୍ରାମରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ ମଦ ଦୋକାନ ମାଲିକ ଗୁରୁତର ଆହତ ହୋଇଛନ୍ତି। ଦୋକାନ ମାଲିକଙ୍କ ଜଙ୍ଘରେ ୨ଟି ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…

ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ

ରାଇକିଆ,୬।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଢାଉ ହୋଇଛି। ସମ୍ବର ଶିକାର ଅଭିଯୋଗରେ ଦୁଇ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗ୍ରାମର…

ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି

ନୂଆପଡ଼ା,୫ା୫ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ରହି ସମସ୍ତ…

ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ…

ନୂଆପଡ଼ା/ଖଡିଆଳ,୬ା୫(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହର ଶାନ୍ତିନଗର ପଡ଼ାରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବାବେଳେ ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଶାନ୍ତିନଗର ପଡ଼ାର ଗୌରବ ଅଗ୍ରୱାଲ (୨୦) ସକାଳ ୬ଟାରେ ପ୍ରାତଃ ଭ୍ରମଣ…

ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ

ବାସୁଦେବପୁର,୬।୫(କାଲିପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ବାଇପାସ୍‌ ଚାନ୍ଦବାଲି ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ…

ଓଡ଼ିଶାରେ ପଶିଲେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ

ବାଲେଶ୍ବର,୬।୫: ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଞ୍ଚିଛନ୍ତି ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ। ହାତୀପଲ ନୀଳଗିରିରେ ବ୍ୟାପକ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ଏପରି କି ହାତୀପଲ ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ…

ବଜାରରେ ମିଳୁଛି ନକଲି କ୍ଷୀର: ହୋଇଯାଆନ୍ତୁ ସାବଧାନ

ଜଗତସିଂହପୁର,୬।୫: ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଧରଣର ଚଢାଉ କରାଯାଇଛି। ଜିଲା ପ୍ରଶାସନର ୫ ଜଣିଆ ଟିମ୍‌ ଚଢ଼ାଉ କରି ବାଲିସାହି ଅଞ୍ଚଳରୁ ଏକ ନକଲି କ୍ଷୀର ଗୋଦାମ ଠାବ କରିଛି। ଗୋଦାମରୁ ଅପମିଶ୍ରିତ କ୍ଷୀର ସହ…

ବିଧାୟକଙ୍କ ମାଡ ଅଭିଯୋଗ ଘଟଣା: ଆଜିଠୁ କଲମ ଛାଡ ଆନ୍ଦୋଳନ

ଯାଜପୁର ଟାଉନ,୬।୫ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଏପ୍ରିଲ ୨୮ରେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ତାଙ୍କର କର୍ମୀମାନେ ବରି ବ୍ଲକରେ କାର୍ଯ୍ୟରତ ଦୁଇଜଣ ଅମଲା କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ବିଷୟରେ ବରି ରାମଚନ୍ଦ୍ରପୁର…

ଦୀଘା ଧାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଭୁବନେଶ୍ୱର,୬।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ…

ଜୁନ ୩ରୁ ଅଗସ୍ତିନୂଆଗାଁରେ ଠାକୁରାଣୀ ଯାତ୍ରା

ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ରେ ବୁଢ଼ୀ ମାଆ ଠାକୁରାଣୀଙ୍କ ଯାତ୍ରା ହୁଏ l ଚଳିତ ବର୍ଷ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗ୍ରାମ୍ୟ କମିଟି ସଭାପତି ରଜତ କୁମାର ନାୟକଙ୍କ…

ପୁରୀକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର: ସୋସିଆଲ ମିଡିଆରେ ‘ବେଙ୍ଗଲୀ ବୟକଟ୍‌ ପୁରୀ ଟୁରିଜମ୍‌’ ଭାଇରାଲ

ପୁରୀ,୬ା୫(ଅଜିତ୍‌ କୁମାର ମହାନ୍ତି):ପଶ୍ଚିମବଙ୍ଗ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହାରି ଭିତରେ ପୁରୀକୁ ବଦନାମ୍‌ କରାଯିବାକୁ ସୋସିଆଲ ମିଡିଆରେ ଷଡ଼ଯନ୍ତ୍ର ଚାଲିଥିବା ଆଲୋଚନା ହେଉଛି। ଏ ନେଇ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?