ଆମ ଜିଲା ଖବର

ପ୍ରାପ୍ୟ ନ ପାଇ ବ୍ଲକ ସମ୍ମୁଖରେ ଠିକାଦାରଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୩ା୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ଅଚଳାବସ୍ଥା ଦେଖିବାକୁ ମିଳିଛି। କେଉଁଠି କାମ ହେଉନି ତ ଆଉ କେଉଁଠାରେ କାମ ହୋଇ ବିଲ୍‌ ମିଳୁନି। ବହୁ ପଞ୍ଚାୟତରେ ପୂର୍ବ ବିଲ୍‌ ଉପରେ ରୋକ ଲଗାଯାଇଛି। ଏପରି କି ବିଧାୟକଙ୍କୁ…

ସିଏମ୍‌ସି କାଉନ୍‌ସିଲ ବୈଠକ: ୧୨୦୦ କୋଟିର ଚିଠା ବଜେଟ ଉପସ୍ଥାପିତ

କଟକ,୧୩ା୨(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ (ସିଏମ୍‌ସି)ର ୨୮ତମ କାଉନସିଲ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୨୦୦ କୋଟି ଟଙ୍କାର ଚିଠା ବଜେଟ ଉପସ୍ଥାପନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସିଏମ୍‌ସି ବିଭିନ୍ନ କ୍ଷେତ୍ରରୁ ୧୨୧୬ କୋଟି ଟଙ୍କା ଆୟ…

ପପୁଲାର ନର୍ସିଂହୋମ୍‌ ସିଲ୍‌

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ):ମଙ୍ଗଳାବାଗ ଥାନା ଅଞ୍ଚଳରେ ବିନା ଫାୟାର ସେଫ୍ଟି ଓ ଲାଇସେନ୍ସରେ ଚାଲିଥିବା ପପୁଲାର ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ବୁଧବାର ସିଲ୍‌ କରାଯାଇଛି। କଟକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଡ ଡିଭିଜନାଲ ମେଡିକାଲ ଅଫସିର (ଏଫ୍‌ଡବ୍ଲ୍ୟୁ) ଡା. ଚିନ୍ତାମଣି…

ରାତି ସାଢ଼େ ୧ଟାରେ ଉଠିବ ମହାଦୀପ

ଖୁଣ୍ଟୁଣୀ,୧୩ା୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ଆସନ୍ତା ୨୬ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ପୀଠର ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼…

ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ

କଟକ,୧୩ା୨(କାର୍ତ୍ତିକ ସାହୁ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ…

ଏସ୍‌ସିବିରେ ଆଖିବୁଜିଲେ ଯକୃତ ପ୍ରତିରୋପିତ ମାନସ

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦ୍ୱିତୀୟ ଯକୃତ ପ୍ରତିରୋପିତ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯) ବୁଧବାର ଆଖି ବୁଜିଛନ୍ତି। ସେ ଗତ ଜାନୁଆରୀ ୨୨ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…

‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’

ପୁରୀ,୧୩ା୨( ଅଜିତ୍‌ କୁମାର ମହାନ୍ତି): ମାନବ ଚାଲାଣ ଏକ ଘୃଣ୍ୟ ଓ ଜଘନ୍ୟ ଆପରାଧିକ କାର୍ଯ୍ୟ। ଏହାକୁ ସାମୂହିକ ଉଦ୍ୟମ ଓ ସହଯୋଗ ଦ୍ୱାରା ପ୍ରତିହତ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବୁଧବାର ଅପରାହ୍ନରେ ପୁରୀ ଜିଲା ସଂସ୍କୃତି ଭବନରେ…

ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପୂର୍ଣ୍ଣାହୁତି, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ  

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠ ପରିସରରେ ଗତ ୫ ତାରିଖ ଠାରୁ ଚାଲିଥିବା ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୁତି ହୋଇଛି। ପୂର୍ଣ୍ଣାହୁତି…

ପାଳକୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ତଦନ୍ତ କଲା ପୋଲିସ

ଲାଞ୍ଜିଗଡ଼, ୧୨ା୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାକ୍ରମେ ତାଳବୋରା ଗାଁର କତାନା…

ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ

ମୋହନା.୧୨।୨( ମନ୍ମଥ ମିଶ୍ର): ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା l ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ ରୋଗ ଭଲ ନ ହେବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ…

ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ନିଜ ବାଙ୍କେଶ୍ୱରୀଙ୍କ ଘାଟିରେ ବୁଧବାର ଅପରାହ୍ନରେ ଏକ ଡାଲା ଅଟୋ (ନଂ. ଓଡ଼ି ୩୨ ଏଫ୍‌ ୧୦୩୬) ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର…

ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ପାହାଡ଼ରେ ବୁଲୁଛନ୍ତି ହାତୀ ପଲ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ

ଦାରିଙ୍ଗବାଡି /ବ୍ରାହ୍ମଣୀଗାଁ,୧୨।୨ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲାା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ବଣୁଆ ହାତୀ। ସେମାନଙ୍କ ଚଳପ୍ରଚଳ ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ସା ହେଲେ ତାଟି କବାଟ ବନ୍ଦ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri