ଆମ ଜିଲା ଖବର

‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ

ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌ ଓ ଅନେକ କିଛି କ୍ଷତି ହୋଇଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ…

ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍‌ଲିରାଣୀ କଲେଜ ଟପ୍ପର

ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…

ଓଲଟି ପଡ଼ିଲା ଟ୍ରାକ୍ଟର କମ୍ପରେସର, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଟିଯୋଡ଼ା ନିକଟରେ ଏକ ଟ୍ରାକ୍ଟର କମ୍ପରେସର ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତ ପ୍ରଧାନ। ସୂଚନାନୁଯାୟୀ, ବାରମାଣ ଅଞ୍ଚଳର ଡ୍ରାଇଭର କାନ୍ତ ଓ ତାଙ୍କ ସହଯୋଗୀ ଗୁରୁବାର ଦିନ…

ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି):ଥୁଆମୁଳ ରାମପୁର ବ୍ଲକ ଓ କାଶିପୁର ବ୍ଲକ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମିଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି…

ଜଳିଗଲା ଇଲେକ୍ଟ୍ରି ଦୋକାନ: ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଗଲା ପାଉଁଶ

ବାରିପଦା,୨୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ବାରିପଦା ସହର ସ୍ଥିତ କେ.କେ. ଏଂଟରପ୍ରାଇଜେଶ ଇଲେକ୍ଟ୍ରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି । ଗୁରୁବାର ଭୋର ୫ଟା ସମୟରେ ସଟସର୍କିଟକୁ ନେଇ ନିଆଁ ଲାଗିଥିଲା । ନିଆଁ…

ଯୁକ୍ତ ୨ କଳାରେ ମୁନି ସାହୁ, ବିଜ୍ଞାନରେ ଏନ୍‌. ସାଇନି ରାଇକିଆ ବ୍ଲକ ଟପ୍ପର

ରାଇକିଆ,୨୨।୫(ପ୍ରଦୀପ ବେହେରା ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରୀ କଳା ଏବଂ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି।…

ଟ୍ରାନ୍ସଫର୍ମର ଅଚଳ: କ୍ଷତି ସହିବେ ଚାଷୀ

ନୂଆପଡ଼ା,୨୨ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୁରୁମପୁରି ପଞ୍ଚାୟତ ଦିଆମୁଣ୍ଡା ଗାଁର ଚାଷୀଙ୍କ ଚାଷଜମିରେ ବସାଯାଇଥିବା ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ନୂତନ ଟ୍ରାମ୍ସଫର୍ମର ସ୍ଥପାନ ପାଇଁ ବୁଧବାର ସେମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଦର୍ଶାଯାଇଛି, ଦିଆମୁଣ୍ଡା ଗାଁର ମକୁନ୍ଦ…

ବିନା ସୂଚନା ଫଳକରେ ହେବନାହିଁ ଉନ୍ନୟନ କାର୍ଯ୍ୟ

ନୂଆପଡ଼ା,୨୨ା୫ (ମକାରୁ ବେମାଲ):ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ମଙ୍ଗଳବାର ୬ଷ୍ଠତମ ଜିଲା ପରିଷଦର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଲାହାଣ୍ଡି ଏମ୍‌ପି ମାଳବିକା ଦେବୀ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,…

ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି ସମୟରେ ପିଲାମାନଙ୍କ ବିଭିନ୍ନ କ୍ରିୟାଶୀଳତା ଦେଖିବାକୁ ମିଳୁଛି। କିଛି ଶିଶୁ ନିଜ ଅଭିଭାବକଙ୍କ…

ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅ ମୃତ, ମା’ ନିଖୋଜ, ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ,୨୨।୫,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଘଟିଛି ବଡ଼ ଅଘଟଣ। ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଥିବା ସୂଚନା ମିଳିଛି। ହେଲେ ଏହି ଘଟଣାରେ…

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ…

ପ୍ରୀତି ନାୟକ ଖେମୁଣ୍ଡି କଲେଜ ଟପ୍ପର

ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବିଜ୍ଞାନ ବିଭାଗରେ ଖେମୁଣ୍ଡି କଲେଜ ଛାତ୍ରୀ ପ୍ରୀତି ନାୟକ ସର୍ବାଧିକ ୫୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?