ଆମ ଜିଲା ଖବର

ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍‌ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ହେଲା…

ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନ ଧରି ଚାଲିଥିବା ଭଞ୍ଜନଗର ସଙ୍କୁଳର ସାମୁହିକ କାର୍ଯ୍ୟଶାଳା (ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର) ସୋମବାର ଉଦ୍‌ଯାପିତ ହୋଇଛି। ଶିବିରରେ ନୂତନ ଶିକ୍ଷାନୀତି ୨୦୨୦ ସରସତୀ ଶିଶୁ ମନ୍ଦିର ଗୁଡ଼ିକରେ…

ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିବାକୁ ଯାଇଥିଲେ, ଆଉ ତା’ପରେ…

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ଯୁବତୀଙ୍କୁ ଏସିଡ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ ଲୋକେ…

ଭାଜପା-କଂଗ୍ରେସ-ବିଜେଡି ନେତା-ମନ୍ତ୍ରୀ ଏକାଠି: ବଢୁଛି ଚର୍ଚ୍ଚା

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରରେ ଘୁମୁସର ତାଲୁକା ବାଣାୟତ ଓଡିଆ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ, ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ମନ୍ତ୍ରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପ୍ରମୁଖ ରାଜନୈତିକ…

ଅପରେଶନ ସିନ୍ଦୁର: ଭାରତୀୟ ସେନାକୁ ସମ୍ମାନ

ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):ଅପରେଶନ ସିନ୍ଦୁରର ସଫଳତାକୁ ନେଇ ଭାରତୀୟ ସେନାକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ଲାଗି ତୁମୁଡିବନ୍ଧଠାରେ ସୋମବାର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ତୁମୁଡିବନ୍ଧ ବ୍ଲକ ଏମ୍‌ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନେତ୍ର…

ଧରିତ୍ରୀ ପ୍ରଭାବ: ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ

ଖଜୁରିପଡ଼ା, ୧୯।୫ (ବିଦୁର ବେହେରା): କନ୍ଧମାଳ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ଅଧିନରେ ଥିବା ବଲସକୁମ୍ପା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବା ପୁରୁଣା ପାଣି ଜଳଭଣ୍ଡାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଦିନକୁ ଦିନ ଜଳଧାରଣ କ୍ଷମତା…

ନାବାଳିକା ଝିଆରୀଙ୍କୁ ବଳାତ୍କାର କରିଥିଲେ କକା: ମିଳିଳା ଏମିତି ଦଣ୍ଡ

ବ୍ରହ୍ମପୁର,୧୯/୫(ସୁବାସ ଚନ୍ଦ୍ର ପାଢ଼ୀ):ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ ପ୍ରଣତି ପଟ୍ଟନାୟକ ସୋମବାର ଜନୈକା ନାବାଳିକା ବଳାତ୍କାରୀଙ୍କୁ ଉପଯୁକ୍ତ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ତାଙ୍କ ଘର ସମ୍ମୁଖରେ ରହୁଥିବା ସମ୍ପର୍କୀୟ କକା। ଜଜ ଅଭିଯୁକ୍ତକୁ ୨୦ବର୍ଷ ଜେଲ…

ମୁଖ୍ୟ ରାସ୍ତାକୁ ମାଡ଼ିବସିଛି ଦୋକାନ ଗୃହ: ବଢୁଛି ଟ୍ରାଫିକ ସମସ୍ୟା

ରିଷିଡା,୧୯।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ ରିଷିଡା ପଞ୍ଚାୟତ ତରଫରୁ ନିର୍ମିତ ଭଡ଼ା ଦୋକାନ ଗୃହରୁ ଭଡ଼ା ଟଙ୍କା ଆଦାୟ ହେଉ ନ ଥିବା ଜଣାଯାଇଛି। ଦୋକାନ କରିଥିବା ବେପାରୀ ମାନେ ଜାଣିଶୁଣି ନିଜ ଦଖଲରେ ଦୋକାନ…

ଭାରତୀୟ ସେନାର ପରାକ୍ରମ ପ୍ରଶଂସନୀୟ

କର୍ଲାମୁଣ୍ଡା:୧୯।୫(ପ୍ରଦୀପ କୁମାର ସାହୁ): ଭାରତୀୟ ସେନାର ପରାକ୍ରମ ପ୍ରତି ସମ୍ମାନ ଜଣାଇ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ ‘ତ୍ରିରଙ୍ଗା ଯାତ୍ରା’ ସୋମବାର ଅନୁଷ୍ଠିତ ହୋଇଯାଇଛିରେ । କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣୀ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ଟି…

ମଲ୍‌ରେ ବଡ଼ ଧରଣର ରେଡ୍‌: ୧ ଲକ୍ଷ ଜରିମାନା

ଗୁଣୁପୁର,୧୯।୫: ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍‌ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ…

ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ

ରାଇକିଆ,୧୯।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ…

ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ଲୁଟେରା ଗିରଫ

ଗଜପତି,୧୯।୫(ଗିରିଧାରୀ ପରିଛା): ଗଜପତି ପୋଲିସକୁ ମିଳିଛି ବଡଧରଣର ସଫଳତା। ଜଣେ ଆନ୍ତଃରାଜ୍ୟ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଗିରଫ ଲୁଟେରା ଜଣକ ହେଉଛି ୟୁ ନବୀନ କୁମାର। ସେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମାନ୍ଦାସା ମଣ୍ଡଳର ସୋଣ୍ଡିପୋଡି ଗ୍ରାମର ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?