ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍ରେ ତରବାଡ଼ି-କେରକେବାଡି ବିଜୟୀ
ଦାରିଙ୍ଗବାଡି,୩ ା୬ (ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି କାର୍ଗିଲ ଖେଳପଡିଆ ଠାରେ ମଙ୍ଗଳବାର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ସିଆଙ୍ଗବାଲି ଓ…
ଲାଇନ୍ କାମ ସାରି ଫେରୁଥିଲେ; ଗଛରେ ପିଟି ହୋଇଗଲା ବୋଲେରୋ; ଚାଳକ ମୃତ; ଯନ୍ତ୍ରୀଙ୍କ ସମେତ ୩ ଗୁରୁତର
ହରଭଙ୍ଗା,୩।୬(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଦଠାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚାରିଛକ ବିଦ୍ୟୁତ ବିଭାଗର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀ…
ମଟନ୍ କହି କିଲୋପିଛା ୧୫୦ ବିକୁଥିଲେ ଗୋ’ମାଂସ: ମାଡ଼ ମାରି ଦେହ ସାରା ଗୋବର ବୋଳିଦେଲେ ଲୋକେ
ମୋରଡା,୩।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଦୁଇଜଣ ଗୋ ମାଂସ ବେପାରୀଙ୍କୁ ଧରି ନିସ୍ତୁକ ଉତ୍ତମ ମଧ୍ୟମ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ, ବଜରଙ୍ଗ ସେନା ସଦସ୍ୟ ଯୁଧିଷ୍ଠିର ଭଦ୍ର, ଛତିଶ…
୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା
ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ…
ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ
ଦାରିଙ୍ଗବାଡି,୩।୬(ଅରୁଣ ସାହୁ):ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି। ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ।…
ବ୍ରାଉନସୁଗାର ଡିଲ୍ବେଳେ ଦମ୍ପତିଙ୍କୁ ମାଡିବସିଲା ଅବକାରୀ ବିଭାଗ: ୧୪୫ ଗ୍ରାମ ଧଳା ଜହର ଜବତ
ଭୋଗରାଇ,୩l୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନଂ ଜାତୀୟ ରାଜପଥ ଜଗନ୍ନାଥପୁର ଛକଠାରେ ବ୍ରାଉନସୁଗାର ବିକ୍ରି ଡିଲ ବେଳେ ଗୋପନୀୟ ସୂତ୍ରରୁ ଖବରପାଇ ବାଲେଶ୍ୱର ଅବକାରୀ ମୋବାଇଲଟିମ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ…
କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର,୩ା୬: କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଛି ତାତି। ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟକୁ…
ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ-ଟ୍ରକ ମାଲିକ ସଂଘ
ଭୁବନେଶ୍ୱର,୩।୬: ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ…
ବାଇକ୍ରେ ଯାଉଥିଲେ, ହଠାତ୍ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…
ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି। ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ…
ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ
ନବରଙ୍ଗପୁର,୩।୬: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି…
ଗଞ୍ଜାମ ଏନଏସିର ବିଚିତ୍ର ନୀତି: ମହିଳା ଶୌଚାଳୟରେ ନାହିଁ କବାଟ
ଗଞ୍ଜାମ,୩।୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସାନ ବଜାର ଏବଂ ବଡ଼ ବଜାର ଠାରେ ଏନଏସି ପ୍ରଶାସନ ପକ୍ଷରୁ ବାହାରୁ ଆସୁଥିବା ମହିଳା ଓ ପୁରୁଷଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି l ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ନହେଉଣୁ ତାହା ଭାଙ୍ଗି…
୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ…

