ଆମ ଜିଲା ଖବର

ବଜ୍ରପାତରେ ପ୍ରାଣ ହରାଇଥିବା ଅମିତ ଗମାଙ୍ଗଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ବିଧାୟକ

ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ଗତ ୩୦ ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିବା ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୪ଟି ଛେଳିର ମଧ୍ୟ ମୃତ୍ୟୁ ହୋଇଥିଲା। ବିଧାୟକ ଇଂ ରୂପେଶ ପାଣିଗ୍ରାହୀ…

ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ

ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ…

ଧାନ ଗୋଦାମ ଅଫିସରୁ ଆଜ୍‌ବେଷ୍ଟସ୍‌ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ା ଛକ ନିକଟରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମର ଆଜବେଷ୍ଟସ୍‌ ତାଡ଼ି କେହି ଦୁର୍ବୃତ୍ତ ମଙ୍ଗଳବାର ରାତ୍ରି ଟେବୁଲ ଡ୍ର’ରୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଅଫିସ ଡ୍ର’…

ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା

ପାଟଣା,୪।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ୩ ଜଣ ୱାର୍ଡ ସଦସ୍ୟା ଓ ସଦସ୍ୟଙ୍କୁ ଏକାଧିକ ସନ୍ତାନ ଓ ସନ୍ତତି ଥିବା ଅଭିଯୋଗରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ…

ଗୋଟିଏ ରାତିିରେ କୋରାପୁଟ ମେଡିକାଲରେ ଅବହେଳା ଯୋଗୁ ଗଲା ୫ ଜୀବନ: ଅଭିଯୋଗ ଆଣିଲେ…

କୋରାପୁଟ,୪।୬(ଅମିତାଭ ବେହେରା ):କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ…

ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ…

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୪ା୬(ପ୍ରମୋଦ ବହିଦାର):ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଓଏପିଏଫ୍‌ କନଷ୍ଟେବଲ। ସେ ହେଉଛନ୍ତି ବରେଇପାଲି ଥାନା କନଷ୍ଟେବଲ ବିରଞ୍ଚତ୍ ମୁଣ୍ଡା(୩୮)। ଏହାକୁ ନେଇ ବରେଇପାଲି ଥାନାରେଭାରତୀୟ ନ୍ୟାୟ ସଂହିତାର…

ଗାଁ’ସାଥିଙ୍କ ଲାଳସା, ଗାଁରେ କରୁଛି ସମସ୍ୟା: ଘଣ୍ଟ ଘୋଡାଉଛି ପ୍ରଶାସନ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କାମ ଯୋଗାଇବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନଙ୍କୁ…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୪ା୬ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦରେ…

ଚାଷୀଙ୍କ ଆଶା ଧୂଳିସାତ୍‌: ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସରକାରଙ୍କ ବିଭନ୍ନ ଯୋଜନା ଅନୁଯାୟୀ ଗଭୀର ନଳକୂପ ଖନନ କରିଛନ୍ତି। ମାତ୍ର ବର୍ଷବର୍ଷ ଧରି ସେଠାକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଫଳରେ ଗଭୀର ନଳକୂପ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାବେଳେ ଚାଷକାର୍ଯ୍ୟ…

କୋହଳ ମାନ ଯୋଜନାରେ ସବୁଧାନ କିଣାଯାଉ: କୃଷକ ସଂଗଠନର ଦାବି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ଅଦିନିଆ ବର୍ଷା ପଶ୍ଚିମ ଓଡ଼ିଶାରେ ରହିଥିବା ବିଭିନ୍ନ ଜିଲାର ଚାଷୀଙ୍କ ଧାନକୁ ଉଜାଡ଼ି ଦେଇଛି। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା କାରଣରୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ…

ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍‌ରେ ତରବାଡ଼ି-କେରକେବାଡି ବିଜୟୀ

ଦାରିଙ୍ଗବାଡି,୩ ା୬ (ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି କାର୍ଗିଲ ଖେଳପଡିଆ ଠାରେ ମଙ୍ଗଳବାର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ସିଆଙ୍ଗବାଲି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?