ଆମ ଜିଲା ଖବର

ଆଇକୋଲଡ୍‌ କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ ଯନ୍ତ୍ରୀ: ରାଜ୍ୟ ପାଇଁ ଆଣିଲେ ଗୌରବ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ)-ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ(ଆଇକୋଲଡ) କଂଗ୍ରେସର ୯୩ ତମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା। ଏଥିରେ common challenges, shared future, better’ dam ପ୍ରସଙ୍ଗ…

ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ସୋମବାର ଧାନ ଅମଳ ସମୟରେ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ୧୨ଫୁଟ୍ ଏବଂ ଓଜନ ସାଢେ ୧୦ କି. ଗ୍ରା ରହିଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଗଣେଶ ନାମକ…

ଜିଲାରେ ଚାଲିଛି ରବି ଧାନ କିଣା: ଛତିଶଗଡ଼ରୁ ଆସୁଛି ଧାନ, ଟ୍ରକକୁ ଜବତ କଲା ସ୍କ୍ବାର୍ଡ

ବଲାଙ୍ଗିର, ୨ା୬(ସୁନୀଲ ମହାନ୍ତି): ସୋମବାର ପୂର୍ବାହ୍ନରେ ଛତିଶଗଡ଼ରୁ ଏକ ଟ୍ରକ୍ ଯୋଗେ ଧାନ ଆସୁଥିବା ଖବର ପାଇ ସ୍କ୍ବାର୍ଡ ପାର୍ଟି ଚଢ଼ାଉ କରିଥିଲା l ଏବେ ବଲାଙ୍ଗିର ଜିଲାରେ ରବି ଧାନ କିଣା ଚାଲିଛି l ଏହାର ଫାଇଦା ନେଇ ଛତିଶଗଡ଼ରୁ…

ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରୟାସ

ଦିଗପହଣ୍ଡି,୨ା୬ (ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମରେ ମା’ଶ୍ୟାମଲାଈ ଯାତ୍ରାର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ହାଇସ୍କୁଲ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ…

ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ଭେଟିଦେଲେ ୨୭୪ କୋଟି ଟଙ୍କାର…

ଭଦ୍ରକ,୨।୬: ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର। ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେଡିକୁ ଟାର୍ଗେଟ…

ବର୍ଷାରେ ବେହାଲ ସିର୍ଲିଗୁଡ଼ା-ତେଣ୍ଡାପାଳି ରାସ୍ତା

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଜୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତର ସିର୍ଲିଗୁଡ଼ାଠାରୁ ତେଣ୍ଡାପାଳି ରାସ୍ତା ଶୋଚନୀୟ ହୋଇପଡିଛି। ଖାଲଖମାପୂର୍ଣ୍ଣ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି କିମ୍ବା ପୁନଃ…

ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା

କୋରାପୁଟ/ଲକ୍ଷ୍ମୀପୁର,୨।୬(ଅମିତାଭ ବେହେରା/ଅନନ୍ତ ପ୍ରସାଦ ନାୟକ) କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ୪ଟି ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ରବିବାର କୋରାପୁଟ ଏମ୍‌ପି ଏବଂ କଂଗ୍ରେସର ସମର୍ଥନ ଏକ…

ଆତ୍ମସମର୍ପଣ କରିଥିବା ମାଓବାଦୀ ଦେଇଥିଲେ ବଡ଼ ତଥ୍ୟ, ଏବେ ଗନ୍ଧମାର୍ଦ୍ଦନରୁ ମିଳିଲା..

ବରଗଡ଼, ୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଵିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେଥିରେ ଡିଟୋନେଟର, ଟିଫିନ, ଛତା, ପୋଷକ ଆଦି ଜବତ ହୋଇଛି। ମାଓବାଦୀମାନେ ସେଠାରେ ଏହି ସାମଗ୍ରୀ…

ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ: ଗାଡ଼ି ଭଙ୍ଗାରୁଜା

ଉଦଳା,୨।୬(ସନ୍ତୋଷ କୁମାର ବାଛିନି): ପୁଣି ମାତିଲେଣି ମାଫିଆ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ବେଆଇନ ବାଲି ଚାଲାଣ…

ଖୁବଶୀଘ୍ର ନୂଆ ମଦ ନୀତି ଆଣିବେ ସରକାର

ଭୁବନେଶ୍ୱର,୨।୬: ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି…

ପ୍ରେସ୍‌ କାଉନସିଲ ନାଁ ବ୍ୟବହାର ଉପରେ ନିଷେଧାଦେଶ

କେନ୍ଦୁଝର,୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ପ୍ରେସ୍‌ କାଉନସିଲ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି। ଜିଲାରେ କୌଣସି…

ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ବ୍ୟକ୍ତି, ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

ବଲାଙ୍ଗୀର,୨ା୬: ବଲାଙ୍ଗୀରର ପାଟଣାଗଡ଼ ଅଂଚଳରେ ଦିବାଲୋକରେ ଏକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ ସୋମବାର ରାମଜୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ ବ୍ୟକ୍ତିଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?