ଆମ ଜିଲା ଖବର

ଦେଢ଼ ବର୍ଷ ପରେ ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର

ପାଟଣା,୨୦।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲି ବନ୍ଧ ଅଙ୍ଗନ ୱାଡି କେନ୍ଦ୍ରକୁ ଶୁକ୍ରବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଲୀଳା ବତୀ ନାୟକଙ୍କ ଉପସ୍ଥିତିରେ ଗେଟର ତାଲା ଭାଙ୍ଗି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରଶାସନ ଖୋଲିଛି। ବାଲି ବନ୍ଧ ଗ୍ରାମର…

ମହିଳା ସୁରକ୍ଷା ନେଇ ଜିଲା ଓକିଲ ସଂଘର ଏସ୍‌ପିଙ୍କୁ ଦାବିପତ୍ର

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ଆଇନଶୃଙ୍ଖଳା ସୁଧାରିବା ପାଇଁ ଜିଲା ଓକିଲ ସଂଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ଦିଆଯାଇଛି। ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକରଙ୍କୁ ଭେଟି…

ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ…

ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

ବୌଦ୍ଧ,୨୦।୬(ଅଜିତ କୁମାର ବାରିକ): ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ…

ଖଇରାକୁ ବ୍ୟାପିଲା ଝାଡାବାନ୍ତି, ୫ ଆକ୍ରାନ୍ତ

ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ ବଡ ନୁଆଁଗାଁ ଅଞ୍ଚଳରୁ ୫ ଜଣଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି…

ଏନ୍‌କାଉଣ୍ଟରେ ଟଳିଲେ ୨ ମାଓବାଦୀ

ମାଲକାନଗିରି,୨୦।୬: ଓଡ଼ିଶା ସୀମାନ୍ତ ଛତିଶଗଡ଼ କାଙ୍କେର ଜଙ୍ଗଲରେ ଶୁକ୍ରବାରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୨ଜଣ ମାଓବାଦୀ ଟଳି ପଡିଥିବା ଜଣାପଡିଛି। ମିଳିଥିବା ସଚନା ମୁତାବକ, କାଙ୍କେର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ନେଇ…

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି ଗେଟଦ୍ୱାରା ପ୍ରତି ସେକେଣ୍ଡରେ ୨ ଲକ୍ଷ ୪ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ହଟାତ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୬ ଛାତ୍ର କଂଗ୍ରେସ ନେତା ଅଟକ

ଭୁବନେଶ୍ୱର,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍‌ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି। ଭାଜପା ସରକାରର…

ଆଜି ବି ନବ ଦାସଙ୍କ ଘରେ ରେଡ୍‌

ଭୁବନେଶ୍ୱର,୨୦।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଶୁକ୍ରବାର ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ଅଧିକାରୀମାନେ ଝାରସୁଗୁଡ଼ା ସ୍ଥିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛନ୍ତି।…

ଅରୁଆ ଚାଉଳରେ ରଥ ନିର୍ମାଣ

ପିପିଲି,୨୦ା୬(ପ୍ରଭାତ କୁମାର ମହାପାତ୍ର): ଭକ୍ତ ମହାପ୍ରଭୁଙ୍କ ପ୍ରତି ଭିନ୍ନ ପ୍ରକାରରେ ନିଜର ଭକ୍ତି ଦର୍ଶାଇଥାଏ। ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହୋଇଉଠିଛି। ଏହା ପୂର୍ବରୁ ପିପିଲି ବ୍ଲକ ଦର୍ଜିସାହି ଗ୍ରାମର ଯୁବ କାରିଗର ଅକ୍ଷୟ ମହାପାତ୍ର…

ଆଜି ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ ମହାପ୍ରଭୁ

ପୁରୀ,୨୦ା୬(ଅଜିତ୍‌ କୁମାର ମହାନ୍ତି): ଅଣସର ଗୃହରେ ଶୁକ୍ରବାର ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ…

ସରପଞ୍ଚ, ଭାଜପା ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର ଓିପେ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ୮ରୁ ଊଦ୍ଧର୍‌ବ ବ୍ୟକ୍ତି ସଂଘବଦ୍ଧ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?