ବାପା, ମାଆଙ୍କ ସାମ୍ନାରେ ଝିଅକୁ ଅପହରଣ: ହତ୍ୟା ଧମକ ଦେଇ ଛଡ଼ାଇ ନେଲେ

ମୟୁରଭଞ୍ଜ,୧୦ା୮: ମୟୂରଭଞ୍ଜ ଜିଲାର ଉଦଳା ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବାପା-ମା’ଙ୍କ ସାମ୍ନାରେ ଜଣେ ଝିଅକୁ ୪ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଦିନଦ୍ଵିପ୍ରହରରେ ଘଟିଥିବା ବେଳେ ଅପହୃତ ଝିଅର ବାପା-ମା’ ବିରୋଧ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ବୃତ୍ତମାନେ ହତ୍ୟା ଧମକ ଦେଇ ଝିଅକୁ ଛଡ଼ାଇ ନେଇଥିବା ଜଣାପଡ଼ିଛି।

ଅପହୃତ ଝିଅର ବାପା କପ୍ତିପଦା ଥାନାରେ ଏତଲା ଦେଇଥିଲେ ହେଁ, ଘଟଣାର ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ସୁରାଗ ପାଇନଥିବା ଅଭିଯୋଗ ହୋଇଛି। ଝିଅର ବାପା କହିଛନ୍ତି ଯେ ପୋଲିସ ଏହାକୁ ମିସିଂ କେସ୍‌ ଭାବେ ଗ୍ରହଣ କରି ନିଷ୍କ୍ରିୟ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟି କାଟିଦେଲେ…

ଝାରସୁଗୁଡା, ୬।୫(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଜଣେ ଯୁବକ ବାରଣ୍ଡାରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ…

ସାମ୍ନାକୁ ଆସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ, ଚମକି ପଡିଲେ ମମତା!

କୋଲକାତା,୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଭାଜପାର ବିପୁଳ ବିଜୟ ପରଠାରୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବଙ୍ଗଳାର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଭାଜପା ରାଜ୍ୟରେ କ୍ଷମତାର…

ଆଇନଗତ ସମସ୍ୟାରେ ଫସିଲେ ପଲାଶ ମୁଚ୍ଛଲ, ଏଫଆଇଆର ରୁଜୁ କଲେ …

ନୂଆଦିଲ୍ଲୀ,୬।୫: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ପୂର୍ବତନ ପ୍ରେମିକ ପଲାଶ ମୁଚ୍ଛଲ ଆଇନଗତ ସମସ୍ୟାରେ ଫସିଛନ୍ତି। ସ୍ମୃତି ଏବଂ ପଲାଶ ବର୍ଷ ବର୍ଷ ଧରି ସମ୍ପର୍କରେ…

ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ…

ସମୁଦ୍ରକୁ ଯିବା ପୂର୍ବରୁ ଗଙ୍ଗାମାତାଙ୍କୁ ସ୍ମରଣ କରନ୍ତି ମତ୍ସ୍ୟଜୀବୀ, ମା’ଙ୍କ ବେକରେ ପିନ୍ଧାନ୍ତି…

ମହାକାଳପଡ଼ା,୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦଶ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ର ଉପରେ ନିର୍ଭରକରି ପରିବାର ପ୍ରତିପୋଷଣ କରନ୍ତି। ସାମୁଦ୍ରିକ…

ପୁଣି ୬ଟା ରାଜ୍ୟରେ ନିର୍ବାଚନ, ପଶ୍ଚିମବଙ୍ଗ ପରେ ନୂଆ ଗେମ୍‌ ଖେଳିବ ଭାଜପା!

ନୂଆଦିଲ୍ଲୀ,୬।୫: ସାମ୍ପ୍ରତିକ ସମୟରେ, ଭାରତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି, ଭାରତୀୟ ଜନତା ପାର୍ଟି ପୂର୍ୱ ଭାରତରେ ନିଜର ପାଦ ମଜବୁତ କରିବା ପାଇଁ…

ଧରପଗଡ଼ ଜୋରଦାର୍‌: ସଟ୍ଟା କାରବାର, କିଙ୍ଗ୍‌ପିନ୍‌ ସମେତ ୪ ଗିରଫ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସଟ୍ଟା ଧରପଗଡ଼କୁ ଜୋରଦାର୍‌ କରିଛି। ସୋମବାର ସ୍ଥାନୀୟ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋରା ସୂତାମିଲ୍‌ ପାଖରେ ଚାଲିଥିବା ଏକ ସଟ୍ଟା ଆଡ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri