ଆମ ଜିଲା ଖବର

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: କହିଲେ ରାଜ୍ୟର ଚାଷୀଙ୍କ ଆୟ…

ବଲାଙ୍ଗୀର,୧୭।୬: ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ।…

ବସୁମତି ସ୍ନାନ: ମହଲକ୍ଷ୍ମୀ ବେଷରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୭।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଇଷ୍ଚଦେବୀ ମା’ତାରାତାରିଣୀଙ୍କ ପୀଠରେ ପବିତ୍ର ବସୁମତି ସ୍ନାନ ଅବସରରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସେବାୟତମାନେ ମା’ ତାରାତାରିଣୀଙ୍କୁ ବସୁମତି ସ୍ନାନ କରାଇଥିଲେ। ଏହାପରେ ରିତିନିତି ପ୍ରକାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ କରାଯାଇ…

ଗୋଟିଏ ପରେ ଗୋଟିଏ ସଫଳତା ସାଉଣ୍ଟି ଚାଲିଛନ୍ତି ପ୍ରଜ୍ଞାରାଣୀ: ଏବେ  ରାଷ୍ଟ୍ରପତି କଲେ ପୁରସ୍କୃତ     

ଦିଗପହଣ୍ଡି,୧୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ଵତୀ ଶିଶୁ ମନ୍ଦିର ୧୦ ମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି। ଟାଟା ବିଲଡିଙ୍ଗ ଇଣ୍ଡିଆ ସଂସ୍ଥା ପକ୍ଷରୁ…

ରକ୍ତଜୁଡୁବୁଡୁ ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ବଳାତ୍କାର ପରେ ବଢ଼ିଲା ହତ୍ୟା ସନ୍ଦେହ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମରେ ପୋଲିସ ଜଣେ କଲେଜ ଛାତ୍ରୀଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ…

ଆକ୍ସନ ମୋଡ୍‌ରେ ତହସିଲଦାର: ହୋଟେଲରେ ଅଚାନକ ଚଢ଼ାଉ

ଧର୍ମଶାଳା,୧୬।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଦିନକୁ ଦିନ ଡାଇରିଆ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ମଙ୍ଗଳବାର ବଡ଼ଚଣା ବ୍ଲକର ଚଣ୍ଡିଖୋଲ, ଦର୍ପଣ ଆଦି ଅଞ୍ଚଳରେ ଥିବା ହୋଟେଲ, ମିଠା ଦୋକାନ, ରେଷ୍ଟୁରାଣ୍ଟ ଗୁଡିକରେ ଅଚାନକ ଚଢ଼ାଉ କରାଯାଇଛି। ଦର୍ପଣ ତହସିଲଦାର…

ମୋବାଇଲ ଲୁଟେରାଙ୍କୁ ମାଡ଼ିବସିଲା ପୋଲିସ: ୧୩ ମୋବାଇଲ ଜବତ

ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂରିୟା ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ…

ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ

ତିହିଡ଼ି,୧୭।୬(ସଞ୍ଜିତ ବଳ): ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ବଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ପ୍ରେମିକକୁ ଗିରଫ କରିଛି ପୋଲିସ l ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଞ୍ଚଳର ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୫୫/୨୫) ରୁଜୁ…

ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ: ୨୦ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର,୧୭।୬: ରାଜ୍ୟରେ ସ୍କୁଲ ଖୋଲିବା ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତା ୨୦ ତାରିଖରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବ ବୋଲି ମନ୍ତ୍ରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦ ତାରିଖରେ ହିଁ ସ୍କୁଲ…

ସରିଲା ଖରା ଛୁଟି, ଖୋଲିଲା କଲେଜ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଖରା ଛୁଟି ସରିବା ପରେ ମଙ୍ଗଳବାର ଖୋଲିଛି କଲେଜ। ଏଣିକି ଆରମ୍ଭ ହେବ ଛାତ୍ରୀଛାତ୍ରଙ୍କ ପାଠପଢ଼ା। ଏନେଇ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି। ଅପରପକ୍ଷେ ମଙ୍ଗଳବାର ଯୁକ୍ତ ୩ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ…

ମଦ୍ୟପ ଚାଳକଙ୍କ ବାଇକ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ମୁକ୍ତ କାଣ୍ଡ

ପାଟଣା,୧୭।୬(ବୀର କିଶୋର ଦାଶ):ମଦ୍ୟପ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଧାନବେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଧାନବେଣୀ ଗ୍ରାମର ବଳରାମ…

କାମୁଡ଼ିଥିଲା ଭାଲୁ : ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରାଧିକରଣ ସଚିବ

ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁର ଅମୂଳ ମାଝି ଓ ଦିପଚନ ମାଝି ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜିଲା ମୁଖ୍ୟ…

ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ

ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?