ଆମ ଜିଲା ଖବର

ଅପେକ୍ଷାର ହେଲା ଅନ୍ତ: ବୌଦ୍ଧବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ରେଳ ଲାଇନରେ 

ବୌଦ୍ଧ/ହରଭଙ୍ଗା,୨୦ା୬ (ଅଜିତ କୁମାର ବାରିକ/ ନରେନ୍ଦ୍ର କୁମାର ସାହୁ): ବୌଦ୍ଧବାସୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ହୋଇଛି। ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇଛି। ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକରୁ ରେଳ ଶୁକ୍ରବାର ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଟ୍ରାକ୍ଟର ଚକା ତଳେ ଗଲା ନାବାଳକଙ୍କ ଜୀବନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ସାରାବଙ୍ଗ ପଞ୍ଚାୟତ ଲାଞ୍ଜିମାର ଗାଁରେ ଶୁକ୍ରବାର ଟ୍ରାକ୍ଟର ଚକା ତଳେ ଚାପିହୋଇ ୯ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ପୁରନ ସାହୁଙ୍କ ପୁଅ ବିକି ସାହୁ। ସୂଚନା…

ନବଜାତ ଶିଶୁ କନ୍ୟା ସହ ମିଳିଲେ ମହିଳା: ପୋଷ୍ୟକନ୍ୟା ପାଇଁ ଚେଷ୍ଟା ବେଳେ…

ଦିଗପହଣ୍ଡି,୨୦।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଶନିବାର ସକାଳେ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନଏସି ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣେ ମହିଳା ଓ ୪/୫ ଦିନ ପୂର୍ବରୁ ଜନ୍ମ ହୋଇଥିବା ତାଙ୍କ…

ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ…

ହଠାତ୍‌ ଛିଡିଲା ୧୦ ବିଦ୍ୟୁତ୍‌ ପୋଲର ତାର : ଅଟକି ରହିଛି…

ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍‌ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର ଥୁବା…

ବିଦ୍ୟାଳୟ ଖୋଲିବା ପ୍ରଥମ ଦିନରେ ଅଘଟଣ: ଛାତ୍ର କ୍ଲାସରୁମ୍‌କୁ ପଶୁପଶୁ…

କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଫଳରେ…

ବିଦ୍ୟୁତ ନାହିଁ ବୋଲି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ:ନୂଆ କୋଠାରେ ଝୁଲୁଛି ତାଲା

ଦାରିଙ୍ଗବାଡି, ୨୦।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଅଧୀନରେ ରହିଥିବା ଗ୍ରୀନବାଡି ରାଜସ୍ବ ନିରୀକ୍ଷକଙ୍କ ନୂତନ କୋଠା ନିର୍ମାଣ ବହୁତ ଦିନ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ କାର୍ଯ୍ୟରେ ଆସିନାହିଁ। ଗ୍ରୀନବାଡି ପଞ୍ଚାୟତବାସୀ ଜମି ମାମଲା ସହ ବିଭିନ୍ନ…

ନୂଆଙ୍କୁ ସ୍ବାଗତ ପୁରୁଣାଙ୍କୁ ବିଦାୟ ସମ୍ବର୍ଦ୍ଧନା: ତହସିଲରେ ନିଆରା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୦।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ନୂତନ ତହସିଲଦାର ଧୀରୋଜ ପାତ୍ରଙ୍କୁ ସ୍ବାଗତ କରାଯାଇଥିବାବେଳେ ତତ୍କାଳ ତହସିଲଦାର ଶରତ ଶବରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ନୂଆ ଏବଂ ପୁରୁଣା ତହସିଲଦାର ଉପସ୍ଥିତ…

ଚତୁର୍ଦ୍ଧାମୂର୍ତ୍ତୀଙ୍କ ପାଇଁ ପୁରୀରୁ ପହଞ୍ଚିଲା ଫୁଲୁରି ତେଲ

ପାଟଣା,୨୦।୬(ବୀର କିଶୋର ଦାଶ):ପୁରୀରୁ ଫୁଲୁରି ତେଲ ନେଇ ଗୁରୁବାର ଅପରାହ୍ନରେ ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପଶି ଜଗନ୍ନାଥ ମନ୍ଦିରକୁ ଫେରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତୀ ଅଣସରରେ ଜ୍ୱରରେ ପୀଡ଼ିତ ହେବା ପରେ ଦେବସ୍ନାନ ପୂର୍ଣ୍ଣିମାରୁ ଅଣସର…

କାଲି ମିଳିଥିଲା ସନ୍ଦିଗ୍ଧ ବ୍ୟାଗ୍‌, ଆଜି ସେଥିରୁ ବାହାରିଲା ଏମିତି ଜିନିଷ

ଧର୍ମଶାଳା,୨୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କୁମାରୀ କଲୋନୀରୁ ଦୁଇ ସନ୍ଦିଗ୍ଧ ବ୍ୟାଗରୁ ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ପାଖା ପାଖି ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ସୁଚନା ମୁତାବକ…

ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର୍‌, ପଞ୍ଚମ ଶ୍ରେଣୀ ଛାତ୍ର ଆହତ

କେନ୍ଦୁଝର,୨୦।୬: କେନ୍ଦୁଝର ଜିଲା ଘଟଗାଁ ଦେଓବନ୍ଧ ପ୍ରାଥମିକ ସ୍କୁଲ୍‌ରେ ଶୁକ୍ରବାର ଏକ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ ଛାତରୁ ପ୍ଲାଷ୍ଟର୍‌ ଖସି ଜଣେ ଛାତ୍ର ଆହତ ହୋଇଛନ୍ତି। ଛାତ୍ର ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।…

ଭିଡିଓ କନ୍‌ଫରେନ୍ସିଂରେ ବିଞ୍ଜିଗିରିବାସୀଙ୍କ ପାଇଁ ଦେବେ ଉଦ୍‌ବୋଧନ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଲୁକ୍କାୟିତ ଅବସ୍ଥାରେ ଥିବା ଘୁମୁସର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଗତ କିଛି ମାସ ହେବ ଚେଷ୍ଟା ଚଳାଇଛନ୍ତି। ତାଙ୍କର ପ୍ରଚେଷ୍ଟାର ଆଜି ବଡ଼ ସଫଳତା ମିଳିବାକୁ ଯାଉଛି। ବ୍ରିଟିଶ ଶାସକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?