ଆମ ଜିଲା ଖବର

ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଚାଲିଛି। ଶିବିରରେ ଚିକିଟି, ବେଗୁନିଆପଡ଼ା, ଛତ୍ରପୁର ବ୍ଲକର…

ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ): ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଯାତାୟାତରେ ସୁବିଧା ସହ ଯୋଗାଯୋଗର ସୁବିଧା ହେଲେ ଅଞ୍ଚଳର ବିକାଶ ହୋଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ…

ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ…

ଆଜି ବି ଚାଲିଛି ନବ ଦାସଙ୍କ ଘରେ ଆଇଟି ରେଡ୍‌

ଝାରସୁଗୁଡ଼ା,୨୧ା୬: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍‌…

ମହାନଦୀ ବନ୍ଧ ନିର୍ମାଣ କାମ ନିମ୍ନମାନର

ଜଗତ୍‌ସିଂହପୁର, ୨୧ା୬(ପ୍ରମୋଦ କୁମାର ନାୟକ): ମହାନଦୀ ସାଉଥ ଡିଭିଜନ ଅନ୍ତର୍ଗତ ଏହି ନଦୀର ବାମପାର୍ଶ୍ୱ କୃଷ୍ଣାନନ୍ଦପୁରଠାରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନିଲାମ ପାଇ ଓସିସି କାମ କରୁଛି।…

ବିଏସଏନଏଲ ଟାୱାର ଅଛି, ମିଳୁନି ସେବା:ଗ୍ରାମବାସୀ ନେଟୱାର୍କରୁ ବଞ୍ଚିତ

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ):ଆଶା ଥିଲା ଗାଁରେ ମୋବାଇଲ ଟାୱାର ବସିଲା ଏବେ କମ୍ୟୁନେକେସନର କୌଣସି ଅସୁବିଧା ହେବନି। ଗାଁରେ ଛାତ୍ରୀଛାତ୍ର ଅନଲାଇନରେ ପାଠ ପଢ଼ିପାରିବେ ଆଉ କ୍ଷୁଦ୍ର ବ୍ୟାଙ୍କ ସେବା ମିଳିପାରିବ। ୟୁପିଆଇରେ ଅର୍ଥ କାରବାର ନିଜ ମୋବାଇଲରେ କରିହେବ। କୃଷକ ସ୍ମାର୍ଟଫୋନରେ…

ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ

ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ):ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା…

ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ

ମହାକାଳପଡ଼ା, ୨୧ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ପୁରାତନ ଜମ୍ବୁ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଦଦରା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଏହି ଘାଟ ଉପରେ ଜମ୍ବୁ ପଞ୍ଚାୟତର ୫ ହଜାର ଲୋକ…

ଆଜି ବିଶ୍ୱ ଯୋଗ ଦିବସ

କଟକ,୨୧।୬(ଶିଳ୍ପା ପ୍ରିୟଦର୍ଶିନୀ): ଜୀବନ ତମାମ୍‌ ସୁସ୍ଥ ଶରୀର ଗଠନ କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ଶନିବାର ବିଶ୍ୱ ଯୋଗ ଦିବସ ରହିଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ସହରରେ ଥିବା ଯୋଗ କେନ୍ଦ୍ର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ…

ଧର୍ମଶାଳା, ୨୦। ୬ (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ହୃଦଘାତରେ ମତ୍ୟୁ ଘଟିଛି। ସୁଚନା ମୁତାବକ ଟିଏନ- ୨୪ଏଡି – ୭୫୭୯ ନଂ…

ସରପଞ୍ଚ, ଭାଜପା ନେତାଙ୍କୁ ଆକ୍ରମଣ ଘଟଣା, ୪ ଅଟକ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପଟେ ଆକ୍ରମଣ ଘଟଣାକୁ ନେଇ…

ନଦୀ ପାର ହୋଇ ସ୍କୁଲଗଲେ ଛାତ୍ରୀଛାତ୍ର

ମୋହନା,୨୦ା୫(ମନ୍ମଥ ମିଶ୍ର): ଗ୍ରୀଷ୍ମ ଅବକାଶ ପରେ ସ୍କୁଲ ଖୋଲିବାର ପ୍ରଥମ ଦିନ ଶୁକ୍ରବାର ଛାତ୍ରୀଛାତ୍ରମାନେ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଇଛନ୍ତି। ଗଜପତି ଜିଲା ମୋହନା ବ୍ଲକ ଡେଙ୍ଗାଆମ୍ବ ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଡେଙ୍ଗାଆମ୍ବା, ଟିଟିମେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?