ଇକୋ ଭିଲେଜ ସତ୍ତ୍ୱେ ହେଉନି ଭିତ୍ତିଭୂମିର ବିକାଶ -ମୁଦୁଲିଗାଡ଼ିଆକୁ ଯିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ
ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡିଆ ଇକୋ ଭିଲେଜ ମାନ୍ୟତା ପାଇବାର ୨ବର୍ଷ ବିତିଯାଇଛି। ହେଲେ ଏଠାରେ ଲାଗିରହିଥିବା ସମସ୍ୟା ସମାଧାନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁ। ଆକର୍ଷିତ କରିପାରୁନି। ମହାନଦୀ ପାଖରେ…
ଭଙ୍ଗାକାନ୍ଥରେ ୱାଲ୍ପେଣ୍ଟିଂ
ନୟାଗଡ଼ ଅଫିସ, ୨୩ା୧୦: ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାନ୍ଥ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁରହିଛି। ତେବେ କିଛି ସ୍ଥାନରେ ଭଙ୍ଗା କାନ୍ଥରେ ୱାଲ୍ପେଣ୍ଟିଂ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ନୟାଗଡ଼ ଜଗନ୍ନାଥ ମନ୍ଦିରର…
ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ତାଲା
ଖଣ୍ଡପଡ଼ା,୨୩ା୧୦(ସ୍ବ.ପ୍ର.): କେନ୍ଦ୍ର ସରକାର ପ୍ରତି ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ନିମନ୍ତେ ୧୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ବିଭିନ୍ନ ପଞ୍ଚାୟତରେ ଏହି କେନ୍ଦ୍ର ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତରେ ଥିବା…
ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ
ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦ ଟଙ୍କିଆ ଜବତ ପରେ ଏହା ଦୃଷ୍ଟିକୁ ଆସିଛି। ଥାନାଠାରୁ ପ୍ରାୟ ୫୦୦ ମିଟର ଦୂରରେ…
ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ
ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ…
ମାଟି ବେଉସାରେ ଜୀବନ
ଖଣ୍ଡପଡ଼ା,୧୬ା୧୦(ସ୍ବ.ପ୍ର.): କରୋନାଜନିତ ଲକ୍ଡାଉନ ଓ ଶଟ୍ଡାଉନ ଯୋଗୁ ଗତ ୭ମାସ ହେଲା ଅଧିକାଂଶ ଲୋକ କାମଧନ୍ଦା ହରାଇଛନ୍ତି। ଏପରି ସମୟରେ ପେଟ ପୋଷିବା ପାଇଁ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ମାଟି ବ୍ୟବସାୟକୁ ଆଦରି ନେଇଛନ୍ତି। ଢଳେଇ ଆଲୁମିନିୟମ…
ବଜ୍ରପାତ ନେଲା ୨ ଜୀବନ
ନୟାଗଡ ଅଫିସ,୧୪।୧୦:ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ବର୍ଷା ସହ ବଜ୍ରପାତ ହୋଇଛି। ବୁଧବାର ସକାଳେ ଏଠାର ଡିହଗାଁ ପଂଚାୟତରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଉଦୟ ନାଥ ପ୍ରଧାନ (୮୦…
ଆବାସ ଯୋଜନାରେ ମିଳୁନି ଘର
ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦର…
ଲୁଟେରାଙ୍କ କବ୍ଜାରେ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ
ଖଣ୍ଡପଡ଼ା,୧୨।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ଏବେ ଲୁଟେରାଙ୍କ କବ୍ଜାରେ ଥିବା ଦେଖିବାକୁ ମିଳିଛି। ୨ ବର୍ଷ ତଳେ ଉକ୍ତ ସ୍ଥାନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା। ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ଉପକରଣ ସ୍ଥାପନ କରାଯାଇଥିଲା।…
ଅଧାରେ ଅଟକିଛି ମଣିଭଦ୍ରା ପତୁରିଆ ନଦୀବନ୍ଧ
ନୟାଗଡ଼ ଅଫିସ,୯।୧୦: ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ନୟାଗଡ଼ ଜିଲା ଗଣିଆର ମଣିଭଦ୍ରା ପତୁରିଆ ନଦୀବନ୍ଧ ଅଧାରେ ଅଟକିଛି। ବନ୍ୟା ସମସ୍ୟାରୁ ମୁକୁଳିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ୨୦୧୩ରୁ…
ଏନ୍ଏଚ୍ ଡାଇଭର୍ସନ ରୋଡ୍ରେ ଘାଇ
ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ନୟାଗଡ ସତ୍ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା କରାଯାଇ ନ ଥିଲା। ଫଳରେ ଡାଇଭର୍ସନ ରୋଡ୍ରେ ଯାନାବାହନ ଯାତାୟାତ କରୁଥିଲା। ଅନ୍ୟପଟେ…
ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ
ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ମାୟା ଭୂୟାଁ(୬୦)। ଗୁରୁବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର…

