ନୟାଗଡ଼

ପରୀ ହତ୍ୟା ଘଟଣା: ଯଦୁପୁରର ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ଯଦୁପୁର ଗାଁର ୩ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ଯଦୁପୁର ଗାଁର ସରୋଜ ସେଠୀ, ତାଙ୍କ ମା’ ଓ ବଡଭଉଣୀ ପ୍ରମୁଖ ୩ଜଣଙ୍କୁ ଏସ୍‌ଆଇଟି ପଚରାଉଚରା ଜାରି…

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସଦର ନିରଞ୍ଜନ ମହାରଣା (…

ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୬ ଦିନ ଧରି ଡିଜିଟାଲ ସର୍ଭେ, ଆପ୍‌…

ପରୀକୁ ନ୍ୟାୟ ମିଳୁ, ନିର୍ଦ୍ଦୋଷ ଦଣ୍ଡ ନ ପାଉ

ନୟାଗଡ଼ ଅଫିସ,୧୮ା୧୨: ପରୀ ନ୍ୟାୟ ପାଉ। ତେବେ ବାହାବା ନେବା ପାଇଁ ନିର୍ଦ୍ଦୋଷକୁ ଦଣ୍ଡ ଦିଆ ନ ଯାଉ। ଦୋଷର ପ୍ରମାଣ ମିଳିଲେ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ନିର୍ଦ୍ଦୋଷକୁ ଫସାଇବାକୁ ଚେଷ୍ଟା କରାଗଲେ ପ୍ରତିବାଦ କରାଯିବ। ଆମେ ରାଜରାସ୍ତାକୁ ଓହ୍ଲାଇବୁ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଖତ ଖାଉଛି

ଖଣ୍ଡପଡା,୧୭।୧୨ (ସ୍ବ.ପ୍ର.):କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ହାଇସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦୧୩ରେ କେନ୍ଦ୍ର ଓ ରାଜ୍ୟ ସରକାର ଇ-ବିଦ୍ୟାଳୟ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ପ୍ରତି ହାଇସ୍କୁଲରେ ଜଣେ ଲେଖାଏ ଶିକ୍ଷା ସଂଯୋଜକଙ୍କୁ ୫ବର୍ଷିୟା ଚୁକ୍ତିନାମାରେ ନିଯୁକ୍ତି ମିଳିଥିଲା। ଚୁକ୍ତିନାମା…

ପରୀ ପରେ ସ୍ବାତୀ: ୫ ଦିନ ପରେ ପୋଖରୀରୁ ମିଳିଲା କୁନି ଝିଅଙ୍କ ମୃତଦେହ

ନୟାଗଡ଼ ଅଫିସ, ୧୫।୧୨: ନୟାଗଡ଼ ଜିଲା ରଣପୁର ଥାନା ବଧିପାଟଣା ଗାଁର କୁନି ଝିଅ ସ୍ବାତୀ ଶୁକ୍ରବାରଠାରୁ ନିଖୋଜ ଥିଲେ। ନିଖୋଜର ୫ ଦିନ ପରେ ମଙ୍ଗଳବାର ତାଙ୍କର ମୃତଦେହ ଗାଁ ପାଖ ଦଳିତସାହି ପୋଖରୀରୁ ଉଦ୍ଧାର ହୋଇଛି। ସ୍ବାତୀଙ୍କ ଆଖିରେ…

ମିଳୁନି ଟେର୍‌, ୩ ଟିମ୍‌ର ତନାଘନା

ନୟାଗଡ଼ ଅଫିସ୍‌/ରଣପୁର, ୧୪ା୧୨(ସ୍ବ.ପ୍ର.):ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ରଣପୁର ଥାନା ସୁନାଖଳା ଫାଣ୍ଡି ବଧିପାଟଣା ଗଁାଦାଣ୍ଡରୁ ଦିନ ଦ୍ୱିପ୍ରହରରେ ୩ ବର୍ଷର ଝିଅ ହରପ୍ରିୟା ସାହୁ(ସ୍ବାତୀ) ନ ମିଳିବା ଘଟଣା…

‘ମୋତେ ହତ୍ୟାକାରୀ ଦର୍ଶାଇବାକୁ ଉଦ୍ୟମ ଚାଲିଛି’

ନୟାଗଡ ଅଫିିସ/ଭୁବନେଶ୍ୱର,୧୪ା୧୨ (ବ୍ୟୁରୋ):ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ର ସରୋଜ ସେଠୀ। ତାଙ୍କୁ ହତ୍ୟାକାରୀ…

ଗହୀରମଥା ନିଷିଦ୍ଧାଞ୍ଚଳରେ ମାଛଧରା

ରାଜନଗର,୧୨ା୧୨(ଡି.ଏନ.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରା ଚାଲିଛି। ଏପରି ଅଭିଯୋଗ ହେବା ପରେ ଶୁକ୍ରବାର ରାଜନଗର ବନ ବିଭାଗ ୫ ଟ୍ରଲରକୁ ଧରିଛି। ସେଥିରେ ଥିବା ୨୯ କୁଇଣ୍ଟାଲ ମାଛ, ମୃତ…

ପରୀ ହତ୍ୟା ମାମଲା: ନୟାଗଡ଼ ସଦର ଆଇଆଇସି ସସ୍‌ପେଣ୍ଡ

ନୟାଗଡ଼ ଅଫିସ, ୧୦।୧୨: ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାନ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପରୀ ହତ୍ୟା ଘଟଣାକୁ…

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ ଉଦ୍ଧାର ସ୍ଥାନ ବୁଲି ଦେଖିଥିଲେ। ଡି.ପୁରନ୍ଦେଶ୍ୱରୀ ଅଭିଯୋଗ କରି କହିଛନ୍ତି, ପରୀ ବାପାମାଙ୍କୁ ସୁରକ୍ଷା…

କାର୍‌- ଦୁଇ ବାଇକ୍‌ ମୁହାଁମୁହିଁ, କାର୍‌ ଛାଡ଼ି ଚାଲିଗଲେ ଚାଳକ

ଓଡ଼ଗାଁ,୧୦ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଗୁରୁବାର ସକାଳେ ଏକ କାର୍‌ ସହିତ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?