ପରୀ ହତ୍ୟା ଘଟଣା: ଯଦୁପୁରର ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ଯଦୁପୁର ଗାଁର ୩ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ଯଦୁପୁର ଗାଁର ସରୋଜ ସେଠୀ, ତାଙ୍କ ମା’ ଓ ବଡଭଉଣୀ ପ୍ରମୁଖ ୩ଜଣଙ୍କୁ ଏସ୍‌ଆଇଟି ପଚରାଉଚରା ଜାରି ରଖିଥିବା ଶନିବାର ସୂଚନା ମିଳିଛି। ତେବେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ହତ୍ୟାକାରୀ ଭାବେ ଫସାଇ ଦେବାକୁ ଉଦ୍ୟମ କରୁଥିବା ସରୋଜ ଅଭିଯୋଗ କରିଥିଲେ। ତାଙ୍କୁ ଏସ୍‌ଆଇଟି ବାରମ୍ବାର ଜେରା କରି ବିଭିନ୍ନ ଧମକଚମକ ସହ ଲୋଭ ଦେଖାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା...

ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ...

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।...

ପଛରୁ ପିଟିଲା ଟ୍ରକ୍‌, ଚାଲିଗଲା ମା’ ବାପାଙ୍କ ଜୀବନ; ଝିଅ ଗୁରୁତର

ଚଣ୍ଡିଖୋଲ,୧୧।୪ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା...

CORONAVIRUS UPDATE : କେନ୍ଦୁଝରରେ ଆଉ ୨ କରୋନା ପଜିଟିଭ, ଉଭୟ ସୁରଟ ଫେରନ୍ତା

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ଦ୍ୱୟ...

ଉପବାଚସ୍ପତି ପ୍ରସ୍ତାବ ଆସିଲେ ବିଚାର କରାଯିବ: ପିନାକୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ...

୪ ମାସ ହେଲା ଏଟିଏମ୍‌ରେ ତାଲା

ଢେଙ୍କିକୋଟ,୬।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର...

ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ...

Advertisement
Archives

Model This Week