ନୟାଗଡ଼

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି l ସମସ୍ତ…

ଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାର

ନୟାଗଡ଼ ଅଫିସ/ଓଡ଼ଗଁା,୩।୨(ସ୍ବ.ପ୍ର.):ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ପାଣ୍ଡେରିପଡ଼ା ପଞ୍ଚାୟତ ମଦନପୁର ଗଁାର ଆଶାକର୍ମୀ ସସ୍ମିତା ପଣ୍ଡାଙ୍କ ଘରୁ ଗୁରୁବାର ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ୨ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛନ୍ତି ା ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ…

ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ ଟୋକନ୍‌ ଅବଧି ସରିବାର ସମୟ ୨ରୁ ୧୧ ଦିନ ଥିବାବେଳେ ଟାର୍ଗେଟ ନାହିଁ…

ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼ ଅଫିସ,୨।୨: ନୟାଗଡ଼ ବନଖଣ୍ଡରେ ଜଙ୍ଗଲ ନିଆଁ ଚିନ୍ତାର କାରଣ ହୋଇଛି । ଗତବର୍ଷ ନୟାଗଡ଼ ବନଖଣ୍ଡର ୧୮୪ ପଏଣ୍ଟର ୧୩୯ ହେକ୍ଟରରେ ନିଆଁ ଲାଗିଥିଲା । ଗଛର ପତ୍ରଝଡ଼ା ପରେ ନିଆଁ ଲାଗିବାର ସମ୍ଭାବନା ରହୁଛି । ଫେବୃୟାରୀରୁ ଆରମ୍ଭ…

୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ

ୟାଗଡ଼ ଅଫିସ,୧।୨: ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଦିନ ହେଲା ମଧ୍ୟାହ୍ନଭୋଜନ ଦିଆଯାଉନି । ଚାଉଳ ନ ଥିବାରୁ ରୋଷେଇ ହେଉ ନ ଥିବା ଜଣାପଡିଛି। ଅଭିଯୋଗ ପାଇ…

ସୁରକ୍ଷା ପ୍ରାଚୀର ନାହିଁ, ଖୋଲା ପଡ଼ିଛି ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ଖଣ୍ଡପଡ଼ା,୧।୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଅନେକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି ା ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ସେଗୁଡିକ ବିଭିନ୍ନ ସମୟରେ ବିପଦକୁ ଆମନ୍ତ୍ରଣ କରିଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ସହରରେ…

ପୋଖରୀ ଖୋଳୁଛି ଜେସିବି

ନୟାଗଡ଼ ଅଫିସ,୩୧।୧: ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଞ୍ଚାୟତ ତଳପାଟଣା ଗଁାର ଗୋଡିପୋଖରୀକୁ ଜେସିବି ଖୋଳୁଛି। ଏଠାରେ ପୋଖରୀର କାର୍ଯ୍ୟ ଦିନ ବେଳା କରା ନ ଯାଇ ରାତିରେ କରାଯାଉଛି। ଫଟୋ ଓ ଭିଡିଓ ଉତ୍ତୋଳନ କରିବା ରାତିରେ ସହଜ ହେବ…

ଟେଣ୍ଡରରେ ଅନୁକମ୍ପା ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୩୧।୧: ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଟେଣ୍ଡରରେ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଠିକାଦାରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି କି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ।…

ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା…

ଜଳିଗଲା ବସ୍‌: ୧୫ ଚକ୍ଷୁ ଅପରେଶନ ରୋଗୀ ଆହତ

ନୟାଗଡ ଅଫିସ୍‌,୩୦।୧: ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନାର ଫାଲପାଦୁ ନିକଟରେ ଡିଭାଇଡରକୁ ଧକା ଦେଇ ଏକ ବସ ଜଳି ଯାଇଛି। ବସରେ ୩୦ ଆଖି ଅପରେସନ ରୋଗୀ ଥିଲେ। ଏଥିରୁ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ଘର…

‘ସାହସିକତା, ବୀରତ୍ୱ, ତ୍ୟାଗର ଜ୍ୱଳନ୍ତ ଉଦାହରଣ ନୟାଗଡ଼’

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୪୭ଟି ପରେଡ୍‌ ଟିମ୍‌ ଭାଗ ନେଇଥିଲେ। ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ରାତି ୧୨ରେ ଉଠିବ ମହାଦୀପ

ଶରଣକୁଳ,୨୬ା୧(ଡି.ଏନ.ଏ.): ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?