ମୟୂରଭଞ୍ଜ

୩୨ ବର୍ଷ ବିତିଲା, ମିଳୁନି ଜମିପଟ୍ଟା

ବାରିପଦା ଅଫିସ,୨୨।୧୨ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ତଟବର୍ତ୍ତୀ ମଧୁବନ ଅଞ୍ଚଳରେ ଗୃହ ଓ ସହରୀ ବିକାଶ ନିଗମ(ହୁଡକୋ) ପକ୍ଷରୁ ଗୃହ ଯୋଗାଇ ଦିଆଯାଇଥିବା ହିତାଧିକାରୀଙ୍କୁ ଜମିପଟ୍ଟା ଦେବାକୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଟାଉନ କଂଗ୍ରେସ…

ଗାଁ ମୁହାଁ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଓ ଦଲକି ସଂରକ୍ଷିତ ଜଙ୍ଗଲରେ ୪୦ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀପଲ ରହିଛନ୍ତି। ଦୁଇ ଦଳରେ ବିଭକ୍ତ ହୋଇ ଜଙ୍ଗଲରେ ରହୁଥିବା ବେଳେ ରବିବାର ଗୋଠଛଡ଼ା ଦନ୍ତା ହାତୀଟି ଗଁା ଗଣ୍ଡାରେ…

ଆଜି ଘରକୁ ଫେରିବେ ହାବିଲ

ବାରିପଦା ଅଫିସ, ୧୯।୧୨: ଦୋଷୀ ନ ହୋଇ ବି ଅନ୍ଧାର କୋଠରୀ ଭିତରେ ବିତିଯାଇଛି ଦୀର୍ଘ ୧୮ବର୍ଷ ୧୧ମାସ ୧୫ଦିନ। ବାଟ ଭୁଲିଯାଇଥିବା ମଣିଷଟିଏ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅଣ୍ଟା ଭିଡିଛନ୍ତି। ପରିବାରଠାରୁ ବହୁ ଦୂରରେ ରହି ସ୍ତ୍ରୀ…

ଶୀତରେ ଥରୁଛନ୍ତି ଅନ୍ତେବାସୀ

ବାରିପଦା ଅଫିସ,୧୮।୧୨-ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନେ ଶୀତ କଷ୍ଟ ଭୋଗୁଛନ୍ତି। ବିଭାଗ ପକ୍ଷରୁ ଅଦ୍ୟାବଧି ସେମାନଙ୍କୁ କମ୍ବଳ ଯୋଗାଇ ଦିଆଯାଇ ନ ଥିତ୍ବାରୁ ପୁରୁଣାରେ କାମ ଚଳୁଛି। ଯଥାଶୀଘ୍ର…

ଟିକା ନେବା ପରେ ଗଲା ୨ ଜୀବନ

କୁଳିଅଣା,୧୭ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ କେଶରପୁର ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ ଗୁରୁବାର ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେବାର କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ମହାନ୍ତ। ଟିକା ନେଇ ଘରକୁ…

ସ୍କୁଲ ପାଖରେ ତମାଖୁ ବିକ୍ରିି ଉପରେ କଟକଣା

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତମାଖୁ ନିଷେଧ ଆଇନ ପ୍ରବର୍ତ୍ତନ ସମ୍ପର୍କିତ ଏକ କର୍ମଶାଳା ଏସ୍‌ପି କେ.ଆର୍‌. ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଗାରେଟ ତଥା ତମାଖୁ ଜାତ ଦ୍ରବ୍ୟ ଅଧିନିୟମ-୨୦୦୩ ଅନୁଯାୟୀ ଜିଲାର…

ମହିଳା ପୋଷ୍ଟ ମାଷ୍ଟରଙ୍କୁୁ ଆକ୍ରମଣ କରିଥିବା ଯୁବକଙ୍କୁ ବାନ୍ଧି ଛେଚିଲେ

ସାରସକଣା,୧୪।୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ଥିବା ଏକ ଶାଖା ଡାକଘରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଜଣେ ମହିଳା ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୁମ ଛେଚିବା…

ଛାତରୁ ଗଳୁଛି ପାଣି, ଉଇ ଖାଉଛି ବହି

ବାରିପଦା ଅଫିସ,୧୧।୧୨-ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପାଠାଗାର(ଜୁବୁଲି ଲାଇବ୍ରେରି) ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଏହାର ଛାତରୁ ପାଣି ଗଳୁଥିବା ବେଳେ ବହିଗୁଡ଼ିକରେ ଉଇ ଲାଗିଲେଣି। ବର୍ଷକ ତଳେ ଏହାର ପୁନରୁଦ୍ଧାର ଲାଗି ସରକାର କରିଥିବା ଘୋଷଣା ପ୍ରତିଶ୍ରୁତିରେ…

ଠାକୁରମୁଣ୍ଡାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ଠାକୁରମୁଣ୍ଡା,୧୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ୨୬ ଟିକିଆ ହାତୀପଲ ପଶି ଆସିଛନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛି। ସପ୍ତାହେ ହେଲାଣି ଏହି…

ହାତୀପଲ ଭାଙ୍ଗିଲେ ଘର

ଠାକୁରମୁଣ୍ଡା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ଓ ପରିବା ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। କେନ୍ଦୁଝର ଜିଲା ସାହାରପଡ଼ା…

୩୦ ଫୁଟ ତଳକୁ ଖସିଲା ଟ୍ରକ୍‌

ବାଙ୍ଗିରିପୋଷି,୬।୧୨(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ସୋମବାର ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇରନ ପାଇପ୍‌ ବୋଝେଇ ଟ୍ରକ୍‌ଟି ଘାଟିରୁ ୩୦ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା…

ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର

ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଓ ପରେ ବାରିପଦା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?