ମୟୂରଭଞ୍ଜ

ଗିରଫ ହେଲେଣି ୩ ଓଏଏସ୍‌ ଅଧିକାରୀ

ବାରିପଦା ଅଫିସ,୯।୭ ଦୁର୍ନୀତି ହେଉ ଅଥବା ଲାଞ୍ଚ ମାମଲା। ଗତ କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାର ୩ ଓଏଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି। ବାରମ୍ବାର ଏଭଳି ଘଟଣା ଘଟୁଥବା ବେଳେ ଦୁର୍ନୀତିଖୋର ଅଧିକାରୀମାନେ ସୁଧୁରୁ…

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର

ବାରିପଦା ଅଫିସ,୮ା୭: ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି…

୪୫ହଜାର ପିଲା କାହିଁକି ଅନୁପସ୍ଥିତ ରହିଲେ ତାହା ସେମାନେ ହିଁ କହିବେ : ମନ୍ତ୍ରୀ

କଟକ ଅଫିସ,୭ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫,୦୯୧ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ତେବେ କାହିଁକି ଅନୁପସ୍ଥିତ ରହିଲେ, ତାହା କେବଳ ସେମାନେ ହିଁ କହିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ା ବୁଧବାର ୨୦୨୧-୨୨ ଶିକ୍ଷାବର୍ଷର…

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ମହିଳା, ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ମୋରଡ଼ା, ୩।୭ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଗଡିଗଁା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ପାଚିକା ଚୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପାଚିକା ଚୟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଯୁକ୍ତ…

୧୦ ଫୁଟ ତଳକୁ ଖସିଲା ପାଟ୍ରୋଲିଂ ଗାଡ଼ି, ୨ ଗୁରୁତର

ବାରିପଦା ଅଫିସ,୨ା୭: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି କେନାଲ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ହାତୀ ସୁରକ୍ଷା ଡ୍ୟୁଟି ସାରି ଫେରୁଥିବା ବନ ବିଭାଗର ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଫୁଟ…

ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା

ବାରିପଦା ଅଫିସ,୨।୭: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା ହେବ । କରୋନା ପାଇଁ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ଥିବା ବେଳେ ଚଳିତବର୍ଷ ଭକ୍ତ ଭଗବାନ ଏକାଠି ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶୁକ୍ରବାର ଏଠାରେ ଛେରା ପହଁରା…

ଛୁଟି ନେଇ ଘରକୁ ଆସୁଥିଲେ,ଦୁର୍ଘଟଣାରେ ଚାଲିଗଲା ଏସ୍‌ଡିଜେଏମ୍‌ଙ୍କ ଜୀବନ

ବାରିପଦା ଅଫିସ,୩୦।୬: ୪୯ ନଂ ଜାତୀୟ ରାଜପଥ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ, କାର୍‌ଟି ଭାରସାମ୍ୟ ହରାଇ ଚାଇଁନେବଦା ଛକ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ…

ବାରିପଦା ରଥଯାତ୍ରା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ,ଏସ୍‌ପି

ବାରିପଦା ଅଫିସ,୩୦।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନେଇ ପ୍ରଶାସନ ପକ୍ଷରୁ ତତ୍ପତ୍ରତା ପ୍ରକାଶ ପାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ଋଷିକେଶ…

କମୁନି ହାତୀ ଉପଦ୍ରବ: ପୁଣି ଜଣଙ୍କ ଜୀବନ ନେଲା

ସାରସକଣା,୩୦ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତ ପାଣିଶୋଳ ଗ୍ରାମର ସନ୍ନ୍ୟାସୀ ମହାନ୍ତଙ୍କ ପୁଅ ଭବାନୀ ଶଙ୍କର ମହାନ୍ତ(୪୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ବୁଧବାର ରାତିରେ କିଛି ହାତୀ…

କାମ ସରିନି, ରାସ୍ତାରୁ ପିଚୁ ଉଠିଲାଣି

ମୋରଡ଼ା,୩୦।୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତର ପୁରୁଣାପାଣି-ଗଡ଼ିିଗଁା ରାସ୍ତାକାମ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ନ ସରୁଣୁ ରାସ୍ତାରୁ ପିଚୁ ଉଠି ଯାଇଥିବା ଓ ବର୍ଷା ସମୟରେ ମଧ୍ୟ ପିଚୁ କାମ ଚାଲିଥିବା…

ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବୁଧବାର ରାତିରେ ଏକ ଦନ୍ତା ରାସଗୋବିନ୍ଦପୁର ରେଞ୍ଜ ଅଧୀନ…

‘ରଥଯାତ୍ରା ମେଳାକୁ ମାହାସୁଲ ମୁକ୍ତ କରାଯାଉ’

ବାରିପଦା ଅଫିସ,୨୯।୬ – ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ପଡ଼ିଆରେ ବସୁଥିବା ଉଠା ଦୋକାନୀଙ୍କୁୁ ମହାସୁଲ ମୁକ୍ତ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?