ମୟୂରଭଞ୍ଜ

ଅଣ୍ଡା ମୂଲ୍ୟ ମିଳୁନି, କୁକୁଡ଼ା ଚାଷୀ ହତାଶ

ବାରିପଦା ଅଫିସ,୮।୮: ମୟୂରଭଞ୍ଜ ଜିଲାର କୁକୁଡ଼ା ଚାଷୀମାନେ ଦିନକୁ ଦେଢ଼ ଲକ୍ଷ ଅଣ୍ଡା ଉତ୍ପାଦନ କରୁଥିବା ବେଳେ ବଜାର ବ୍ୟବସ୍ଥା ନ ଥିବାରୁ ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି। ଜିଲାର ଆବଶ୍ୟକତାଠାରୁ ଢ଼େର ଅଧିକ ଅଣ୍ଡା ଉତ୍ପାଦନ ହେଉଥିବାରୁ ମୂଲ୍ୟ କମିବାରେ…

ବେତନଟୀ ତହସିଲ ଅଫିସରେ ଅବ୍ୟବସ୍ଥା

ବୈଶିଙ୍ଗା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଗତ ଅକ୍ଟୋବର ମାସରୁ ଖାଲି ପଡ଼ିଛି। ଦୁଇ ଅତିରିକ୍ତ ତହସିଲଦାର ଓ ୩୦ରୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ଜଣେ ଅତିରିକ୍ତ ତହସିଲଦାର ଓ…

ଖଟିଆରେ ବୁହାହେଲେ: ରାସ୍ତାରେ ପ୍ରସବ କଲେ

ଠାକୁରମୁଣ୍ଡା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଖମଡିହା ପୁରୁଣାପାଣି ସାହିକୁ ରାସ୍ତା ନ ଥିବାରୁ ଶୁକ୍ରବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ୧ କି.ମି ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ପିଲା ଜନ୍ମ ହୋଇଥିଲା।…

ଭଙ୍ଗା ଚାଳିଆରେ ପାଠ ପଢ଼ା

ଠାକୁରମୁଣ୍ଡା,୫ା୮(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା କହୁଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ମାତ୍ର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଭଦୁବାହାଳି ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ପ୍ରଚଳିତ ଶିକ୍ଷା…

ଅସୁସ୍ଥ ଘୋଡ଼ାକୁ ଛାଡ଼ି ଚାଲିଗଲେ ମାଲିକ

ବୈଶିଙ୍ଗା,୫ା୮(ଡି.ଏନ.ଏ.): ଘୋଡ଼ାକୁ ନିଜ କାମରେ ଲଗାଇ ବହୁ ଅର୍ଥ ରୋଜଗାର କରିଥିଲେ ମାଲିକ। ହେଲେ କଥା କହି ପାରୁ ନ ଥିବା ଏହି ଘୋଡ଼ାଟି ଯେବେ ଅସୁସ୍ଥ ହୋଇପଡ଼ିଲା ମାଲିକ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପଳାଇଗଲେ। ମାନବିକତାଶୂନ୍ୟ ଏଭଳି ମାଲିକଙ୍କ…

ଆଇଟିଆଇ ଛାତ୍ରଙ୍କୁ ମାଡ଼, ନ୍ୟାୟ ପାଇଁ ରାତିରେ ୩୦ କି.ମି. ଚାଲିଲେ

ବାରିପଦା ଅଫିସ, ୪ା୮: ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ବାଇଗଣବାଡ଼ିଆସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରମାନଙ୍କୁ ଅକଥନୀୟ ନିର୍ଯାତନା ଦେଇ ତଡ଼ି ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମାନସିକ ଓ ଶାରୀରିକ ନିର୍ଯାତନା ସହି ନ…

ପିଆର୍‌ଏମ୍‌ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩।୮: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେଠାକାର ଅନଭିଜ୍ଞ ସୁପରିଟେଣ୍ଡେଣ୍ଟକୁ ବଦଳି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ତୁରନ୍ତ ସୁଧାରି ଜନସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା…

ଜେଲ ଗଲେ ପୂର୍ବତନ କଲେଜ ଅଧ୍ୟକ୍ଷ

ଉଦଳା,୧ା୮(ଡି.ଏନ.ଏ.)- ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଉଦଳା ଲୁଇପା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଆଦିକନ୍ଦ ଦେ ଜେଲ ଯାଇଛନ୍ତି। ମିଥ୍ୟା ବିଲ୍‌ ଦେଇ କଲେଜକୁ ଆସିଥିବା ୩୦ ଲକ୍ଷ ଟଙ୍କା ସେ ଆତ୍ମସାତ କରିବା ସହ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ,…

ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୬ ସେକେଣ୍ଡର ଏହି ଭିଡିଓରେ କଳା ବାଘଟି ଏକ ଗଛ ଉପରକୁ ଚଢ଼ୁଥିବାର ଦେଖିବାକୁ…

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରିଛି। ପୁଅ ବାବଲୁ…

ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

ବାରିପଦା ଅଫିସ,୨୭।୭ – ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଶତାଧିକ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ସହିତ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ଓ ପାଠପଢ଼ା କରିବାକୁ ଦାବି କରିଛନ୍ତି। ଏହାକୁ…

ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ୨ ମହିଳାଙ୍କ ଜୀବନ, ୩ ଗୁରୁତର

ରାଇରଙ୍ଗପୁର,୨୬।୭: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ପୁରୁଣିଆ ଗ୍ରାମରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦଲକି ଗ୍ରାମର ମନ୍ଦୋଦରୀ ପାତ୍ର(୫୦) ଓ ମିତା ହାଁସଦା(୨୨)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?