ମୟୂରଭଞ୍ଜ

ବିନା ଡାକ୍ତରରେ ଡାକ୍ତରଖାନା

ଚିତ୍ରଡ଼ା,୧୫ା୬(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ସେବାକୁ ‘ମୋ ସରକାର’ ଯୋଜନାରେ ସାମିଲ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଏବଂ ସାନ ମୁଁଢାବଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ...

ଭାଜପାରେ ମିଶିବା ପ୍ରଚାରକୁ ଜାମଦା ବ୍ଳକ ଉପାଧ୍ୟକ୍ଷଙ୍କ ଖଣ୍ଡନ

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲା ଜାମଦା ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ସାଗରାମ ମୁର୍ମୁ ଖଣ୍ଡନ କରିଛନ୍ତି। ସେ ବିଧାୟକଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାଜପା ଏହାକୁ ମିଶିବା ଘଟଣା...

ଜିଲାପାଳଙ୍କ ଆବସିକ କାର୍ଯ୍ୟାଳୟରୁ ସାପ ଉଦ୍ଧାର

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିରଳ ତମ୍ବାମୁଣ୍ଡିଆ ଟ୍ରିଙ୍କେଟ ପ୍ରଜାତିର ବିରାଟକାୟ ସାପ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ କର୍ମଚାରୀମାନେ କାର୍ଯ୍ୟାଳୟରେ ସାପକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।...

ଆଲୋଚନା ପରେ ବ୍ୟବସାୟୀଙ୍କ ଧାରଣା ପ୍ରତ୍ୟାହୃତ

ରାଇରଙ୍ଗପୁର, ୧୩।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଦୈନିକ ପରିବା ମାର୍କେଟଠାରେ ମନମୁଖୀ ମହାସୁଲ ଆଦାୟକୁ କେନ୍ଦ୍ର କରି ଗତ ୩ ଦିନ ହେଲା ବ୍ୟବସାୟୀଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ସେଥିଲାଗି ସ୍ଥାନୀୟବାସୀ ଗତ ଗୁରୁବାର ଠାରୁ ଶନିବାର ୩ଦିନ ପନିପରିବା...

ମନମୁଖି ମହାସୁଲ ଆଦାୟ ଘଟଣା: ଦ୍ୱିତୀୟ ଦିନରେ ବ୍ୟବସାୟୀଙ୍କ ଧାରଣା

ରାଇରଙ୍ଗପୁର,୧୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଦୈନିକ ମାର୍କେଟରେ ପନିପରିବା ସମେତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମନମୁଖି ମହାସୁଲ ଆଦାୟ ପ୍ରତିବାଦରେ ବ୍ୟବସାୟୀଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ସ୍ଥାନୀୟ ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବହୁ...

ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଫଳରେ ବହୁ ବିଧବା, ଗରିବ...

ମୟୂରଭଞ୍ଜ ଜିଲାରେ ୭ କରୋନା ପଜିଟିଭ୍‌ ଚିହ୍ନଟ: ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା ଅଫିସ,୧୨।୬: ମୟୂରଭଞ୍ଜ ଜିଲାରେ ଶୁକ୍ରବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ଶୁଳିଆପଦା ବ୍ଳକର। ସେମାନେ...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ...

ଋଣ କରାଇ ଦେବା ନାଁରେ ଠକେଇ, ୨ ଗିରଫ

ରାଇରଙ୍ଗପୁର,୧୨ା୬(ଡି.ଏନ୍‌.ଏ.)- ଋଣ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ରାଇହରି ଗ୍ରାମର ପବିତ୍ର କୁମାର ପାତ୍ର...

ଦୁର୍ଘଟଣାରେ ୨ ଛାତ୍ରଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଟାଙ୍ଗୁରସାହି ନିକଟରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅଧୀନ ଗୁହାଳଡିହି ଗ୍ରାମର ବାସୁଦେବ ପାଲଟାଙ୍କ ପୁଅ ସୁନୀଲ ଏବଂ ରାମ...

ଜିଲା ପ୍ରଶାସନର ଉପେକ୍ଷା ପ୍ରତିବାଦରେ କଂଗ୍ରେସର ଧାରଣା

ବାରିପଦା ଅଫିସ,୧୧ା୬- ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ, ଟେଷ୍ଟିଙ୍ଗ କିଟ୍‌, ପିପିଇ ଓ ର଼୍ୟାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ କିଣାରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏନେଇ ସରକାରଙ୍କ ବିରୋଧରେ ଗୁରୁବାର ଦାବିପତ୍ର ଦେବାକୁ...

ମୟୁରଭଞ୍ଜରେ ୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଛୁଇଁଲା

ବାରିପଦା ଅଫିସ୍‌,୧୧।୬: ମୟୁରଭଞ୍ଜ ଜିଲାରେ ଗୁରୁବାର ୯ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨କୁ ବୃ୍‌ଦ୍ଧି ପାଇଛି। ଗୋପବନ୍ଧୁନଗର, ବାଙ୍ଗିରିପୋଷି, ଉଦଳା, ବେତନଟୀ, ମୋରଡା ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ହୋଇଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri